Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଜାୟଡସ୍ କାଡିଲା ଟିକା ‘ଜାୟକୋଭ୍-ଡି’କୁ ଜରୁରୀ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ସାମିଲ ହେବ ଆଉ ଗୋଟିଏ ସ୍ୱଦେଶୀ ଟିକା । ଜାୟଡସ୍ କାଡିଲା କରୋନା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଜାୟଡସ୍ କାଡିଲାର ଜାୟକୋଭ୍-ଡି ଟିକାକୁ ଜରୁରିକାଳୀନ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ବା ଡିସିଜିଆଇର ବିଶେଷଜ୍ଞ…

ରାଜ୍ୟରେ ପୁଣି ହଜାରେ ଡେଇଁଲା କରୋନା ସଂକ୍ରମଣ, ଆଜି ୧୨୮ ଛୁଆ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତିନି ଦିନ ହଜାରେ ଭିତରେ ରହିଥିଲା କରୋନା ସଂକ୍ରମଣ । ଆଜି ପୁଣି ଥରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ହଜାର ୪୧ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬୦୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୩୬ । ଏମାନଙ୍କ ଭିତରେ…

କୋଭିଡ୍ ପରିଚାଳନାରେ ନବୀନ ପଟ୍ଟନାୟକ ଦେଶରେ ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ପରିଚାଳନାରେ ଦେଶରେ ପୁଣି ଓଡ଼ିଶା ପ୍ରଥମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ଷେତ୍ରରେ ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ ହୋଇଛି । ଇଣ୍ଡିଆ ଟୁଡେ ଦ୍ୱାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ଦେଶରେ କୋଭିଡ୍ ପରିଚାଳନାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି…

ଓଡ଼ିଶାରେ ଆଉ ୧୩୮ ଛୁଆଙ୍କୁ କରୋନା, ୪ ଦିନରେ ୪୭୬ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ କମିଛି । କିନ୍ତୁ ବଢୁଛି ଛୋଟ ପିଲାଙ୍କ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ୦-୧୮ ବର୍ଷ ଭିତରେ ଆଉ ୧୩୮ ଜଣ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରୁ ମୋଟ୍ ୯୯୩ ଜଣ ପଜିଟିଭ୍ ବାହାରିଥିବା ବେଳେ ଏଥିରେ ଶିଶୁ ଓ କିଶୋରମାନଙ୍କ ସଂଖ୍ୟା ୧୩୮ ।…

ଆଜି ଓଡ଼ିଶାରୁ ୯୯୩ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୪୧୯

ଭୁବନେଶ୍ୱର: ରାଜ୍ୟରେ ଲଗାତାର ତୃତୀୟ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । ଯଦିଓ କାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୯୩ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୭୮ ଓ ଲୋକାଲ୍…

ଦିନକରେ ଦିଆଗଲା ରେକର୍ଡ ୮୮ ଲକ୍ଷ ଡୋଜ୍ ଟିକା

ନୂଆଦିଲ୍ଲୀ: କୋଭିଡ୍ ଟିକାକରଣରେ ଭାରତରେ ଆଉ ଏକ ମାଇଲଖୁଣ୍ଟ । ଦିନକରେ ରେକର୍ଡ ୮୮ ଲକ୍ଷ ଡୋଜ୍ ଟିକା ଲୋକଙ୍କୁ ଦିଆଯାଇଛି । ଯାହାକି ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ ଟିକାକରଣ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଗତକାଲି…

ଓଡ଼ିଶାରେ ତଳମୁହାଁ କରୋନା ସଂକ୍ରମଣ: ଆଜି ଓଡ଼ିଶାରୁ ୭୨୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନାର ଦୈନିକ ସଂକ୍ରମଣ । ଏବେ ନିମ୍ନଗାମୀ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଲଗାତାର ଦ୍ୱିତୀୟ ଦିନରେ ହଜାରେ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୨୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ୯୬ ଜଣ…

ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହେଲା ଶିଶୁଙ୍କ କରୋନା ସଂକ୍ରମଣର ମ୍ୟାପିଙ୍ଗ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତି ସୁଧୁରୁଥିବା ବେଳେ, ଏବେ ଚିନ୍ତା ବଢ଼ାଇଲାଣି ଶିଶୁଙ୍କ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଶୂନରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୪ ଜଣ ଆକ୍ରାନ୍ତ । ତେବେ ଏସବୁକୁ ନଜରରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ…

ଆଗକୁ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି: ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟାରେ ୧୮ ବର୍ଷରୁ କମ୍ ୧୦୪ ଜଣ ଶିଶୁଙ୍କ କରୋନା ସଂକ୍ରମିତ ହୋଇଛନ୍ତି । ଶିଶୁଙ୍କର ସିଭିଅରିଟି କମ୍ ରହିଛି । ସଂକ୍ରମଣ ଉପର ମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣା ପଡିବ । ଏବେ ସେମିତି ଅବସ୍ଥା ନାହିଁ ବୋଲି…

ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଆଉ ୧୦୪ ପିଲା ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନାର ଦୈନିକ ସଂକ୍ରମଣ । ଆଜି ହଜାରେ ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୬୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ୧୦୪ ଜଣ ସଂକ୍ରମିତ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫୦୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୧ । ୨୪ ଘଣ୍ଟାରେ…