Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ସମ୍ ହସପିଟାଲରେ ହେବ କୋଭିଡ-୧୯ ଭ୍ୟାକସିନ୍‌ର ପରୀକ୍ଷଣ

ଭୁବନେଶ୍ୱର: ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ…

ହସ୍ପିଟାଲରେ ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା

ଜଗତସିଂହପୁର: ସ୍ୱାମୀର ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ । ସ୍ୱାମୀର ମୃତ୍ୟୁକୁ ସହି ନପାରି ସ୍ତ୍ରୀ କଲା ଆତ୍ମହତ୍ୟା । ଏଭଳି ଦୁଃଖଦ ଘଟଣା ଘଟିିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ଜଣେ ପ୍ରବାସୀଙ୍କ ମୃତ୍ୟୁ…

ଓଡ଼ିଶାରେ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି । କରୋନାକୁ ମାତ୍ ଦେବା ପାଇଁ ପ୍ଲାଜମା ଥେରାପି ମାଧ୍ୟମରେ ଆରମ୍ଭ ହେବ ଚିକିତ୍ସା । ଏନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ଲାଜମା ଥେରାପିରେ ଚିକିତ୍ସା…

ସୁସ୍ଥ ହେଲେ ଆଉ ୧୪୯ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୫୫୦୨

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ସଂଖ୍ୟା । ଆଜି ପୁଣି ଆଉ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୫୦୨ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି…

କଟକ ଜିଲ୍ଲାରେ ୧୨ ନୂଆ ଆକ୍ରାନ୍ତ; ଜାଣନ୍ତୁ ଜିଲ୍ଲାର କରୋନା ସ୍ଥିତି

କଟକ: ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ବେଳେ ଗୁରୁବାର ଦିନ କଟକ ଜିଲ୍ଲାରେ ୧୨ଟି ନୂଆ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ଏହାଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨୦କୁ ବୃଦ୍ଧି ପାଇଛି । କଟକ ଜିଲ୍ଲା ପ୍ରଶାସନର ସୂଚନାନୁଯାୟୀ, ଏଥିମଧ୍ୟରୁ ୯ଜଣ…

ଓଡ଼ିଶାକୁ ରେଳ ଚଳାଚଳ କମ୍ କରାଯାଉ: ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲିଖିଛନ୍ତି ରାଜ୍ୟ ସରକାର । ଓଡ଼ିଶାକୁ ଟ୍ରେନ୍ ଚଳାଚଳ କମାଇବା ପାଇଁ ଚିଠିରେ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ ଚିଠିରେ…

ଡିଏସପିଙ୍କ ପରିବାରରେ ୪ କରୋନା ପଜିଟିଭ୍ ଚିହ୍ନଟ !

କଟକ: କଟକ ଜିଲ୍ଲାର ଆଠଗଡ଼ ସବ ଡିଭିଜନରେ ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି)ଙ୍କ ପରିବାରର ୪ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଭାବେ ଏହି ସବ ଡିଭିଜନରେ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା…

ରାଜଧାନୀର ରୁଚିକା ନର୍ସିଂହୋମରେ ପଡିଲା ତାଲା

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ରୁଚିକା ନର୍ସିଂ ହୋମରେ ତାଲା ପଡିଛି । ବରମୁଣ୍ଡା ଜିବି କୋଲନୀରେ ଥିବା ଏହି ନର୍ସିଂ ହୋମରେ ଆଜି ବିଏମସି ଓ ବିଡିଏର ଟିମ୍ ଚଢାଉ କରିଥିଲେ । ନର୍ସିଂ ହୋମ୍ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା ।…

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଓଡିଶାର ଗରିବଙ୍କ ପାଇଁ ସଂଜୀବନି: ରାଜ୍ୟ ବିଜେପି

ଭୁବନେଶ୍ୱର: କୋଭିଡ ମହାମାରୀ ଭିତରେ ଆସନ୍ତା ୫ ମାସ ପାଇଁ ଅର୍ଥାତ୍ ନଭେମ୍ବର ଯାଏ ଗରିବଙ୍କୁ ମାଗଣାରେ ରାସନ ମିଳିବା ପ୍ରଧାନମନ୍ତ୍ରୀଙ୍କ ମାଗଣା ଖାଦ୍ୟଶସ୍ୟ ଯୋଗାଣ ଘୋଷଣା ଓଡିଶାର ଗରିବଙ୍କ ପାଇଁ ସଂଜୀବନି ସଦୃଶ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି କହିଛି । ରାଜ୍ୟ…

ସୁନ୍ଦରଗଡରେ ୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୫…