Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ହସ୍ପିଟାଲରୁ ଡିସଚାର୍ଜ ହେଲେ କରୋନା ସଂକ୍ରମିତ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ଦିଲ୍ଲୀ: କରୋନା ରିପପୋର୍ଟ ନେଗେଟିଭ୍ ବାହାରିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ୍ । ଏହାପରେ ମାକ୍ସ ହସ୍ପିଟାଲରୁ ସେ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । କିଛି ଦିନ ତଳେ କରୋନାରେ ସଂକ୍ରମିତ…

ଦେଶରେ ୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୫,୦୮,୯୫୩କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କୋଲକାତାରେ କରୋନାକୁ ହରାଇଲେ ୯୪ ବର୍ଷୀୟ ବୃଦ୍ଧ

କୋଲକାତା: କରୋନା ଯୁଦ୍ଧ ଜିତିଛନ୍ତି କୋଲକାତାର ୯୪ ବର୍ଷୀୟ ବୃଦ୍ଧ । କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବାରେ ସେ ରାଜ୍ୟରେ ସବୁଠୁ ବୟସ୍କ ବ୍ୟକ୍ତି ହୋଇଛନ୍ତି । ତାଙ୍କ ନାଁ ଲାଲ ମୋହନ ସେଠ । ଘର ଉତ୍ତର କୋଲକାତାର ମାଣିକଲତାରେ । ଜୁନ୍ ୯ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଗଞ୍ଜାମ ଜିଲ୍ଲାପାଳଙ୍କ ଅପିଲ୍, ୧୫ ଦିନ ଗ୍ରାମାଞ୍ଚଳ ଲୋକ ସହରାଞ୍ଚଳ ଆସନ୍ତୁ ନାହିଁ

ଗଞ୍ଜାମ: ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ଲୋକଙ୍କୁ ସହରାଞ୍ଚଳ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଜାରି କରିଛନ୍ତି । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ । We request…

ଥମୁନି କରୋନା; ବିଶ୍ବବ୍ୟାପୀ ୯୭ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱବ୍ୟାପୀ ପ୍ରାୟ ୯୭,୭୬,୯୬୩ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଜନ ହପକିନ୍ସ ଯୁନିଭର୍ସିଟିର ରିପୋର୍ଟ ଅନୁଯାୟୀ କରୋନା ଭାଇରସରେ ସଂକ୍ରମିତ ୨୦୦ରୁ ଅଧିକ ଦେଶରେ ଏଯାବତ୍…

କୋଭିଡ-୧୯ ନିୟମ ଉଲ୍ଲଙ୍ଘନ: ବେସରକାରୀ ହସ୍ପିଟାଲରେ ଚଢ଼ାଉ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀର ବ୍ଲୁ ହ୍ୱିଲ୍ ହସ୍ପିଟାଲ ସିଲ୍ ହେବା ପରେ ଅନ୍ୟ ବେସରକାରୀ ହସ୍ପିଟାଲ ଉପରେ ଚଢ଼ାଉ ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରର କିଛି ନର୍ସିଂ ହୋମ୍ ଓ ବେସରକାରୀ ହସ୍ପିଟାଲ ଉପରେ ରେଡ୍ କରାଯାଇଛି । ପୋଲିସ, ବିଏମ୍‌ସି ଅଧିକାରୀ ଏବଂ…

ଭୁବନେଶ୍ୱରରେ ବଢ଼ୁଛି ପଜିଟିଭ ସଂଖ୍ୟା, କମିିଛି ସତର୍କତା: ଅନୁ ଗର୍ଗ

ଭୁବନେଶ୍ୱର: ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇ ଭଳି ଭୁବନେଶ୍ୱରରେ ମଧ୍ୟ ଦିନକୁ ଦିନ କରୋନା ପଜିଟିଭି ସଂଖ୍ୟା ବଢ଼ିବାରେ ଲାଗିଛି, ହେଲେ ଆମର ସତର୍କତା କମିଛି । ଆଗକୁ ଆହୁରି କରୋନା କେସ୍ ବଢ଼ିବାରେ । ତେଣୁ ଆମକୁ ସତର୍କ ରହିବାକୁ ହେବ ବୋଲି ଭୁବନେଶ୍ୱର କୋଭିଡ ଅବଜରଭର ତଥା ମହିଳା ଓ ଶିଶୁ ବିକାଶ…

ହଟ୍‌ସ୍ପଟ୍ ଜିଲ୍ଲାରୁ ଆସିଲେ ବସ୍ତିରେ ହୋମ୍ କ୍ୱାରେଂଟିନ୍ ମନା

ଭୁବନେଶ୍ୱର: ଏଣିକି ହଟ୍‌ସ୍ପଟ୍ ଜିଲ୍ଲାରୁ ଆସିଥିଲେ, ରାଜଧାନୀର ବସ୍ତିରେ ଆଉ ଗୃହ ସଂଗରୋଧରେ ରହି ହେବନି । ବାହାର ଜିଲ୍ଲାରୁ ଆସୁଥିବା ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ସରକାରୀ କ୍ୱାରେଂଟାଇନ୍‌ରେ ରଖିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି । ଭୁବନେଶ୍ୱରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି…

ଭୁବନେଶ୍ୱରରେ ପୁଣି ୯ ଜଣ ହସ୍ପିଟାଲ କର୍ମଚାରୀ କରୋନା ପଜିଟିଭ

ଭୁବନେଶ୍ୱର: ରାଜଧାନୀରେ ଆଜି ପୁଣି ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଡ କଥା ହେଉଛି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ହୋମ୍ କ୍ୱାରେଂଟିନ୍ ମାମଲା ଥିବା ବେଳେ ୧୪ଟି ସ୍ଥାନୀୟ ସଂକ୍ରମଣ ରହିଛି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି । ୧୬ ଜଣଙ୍କ ମଧ୍ୟରେ ୯ ଜଣ…

ରାଜ୍ୟରେ ଆଉ ୧୩୧ ଆକ୍ରାନ୍ତ ସୁସ୍ଥ, ମୋଟ ୪୪୨୨ ଆରୋଗ୍ୟ

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳେ ୨୧୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୧୩୧ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୪୪୨୨ରେ ପହଂଚିଛି । 1 each from Baragarh, Bolangir, Jharsuguda, Keonjhar & Sundergarh The total…