Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ପ୍ରତିଦିନ ୫ ହଜାର ଟେଷ୍ଟ , ମଗାଗଲା ୫୦ ହଜାର କିଟ୍‌

ଭୁବନେଶ୍ୱର: ଜୁଲାଇ ମାସରେ ବଢିବ କରୋନା ଟେଷ୍ଟ । ପ୍ରତିଦିନ ୫ ହଜାର ଟେଷ୍ଟ ପାଇଁ ସରକାର ଟାର୍ଗେଟ୍ ରଖିଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଖୁବଶୀଘ୍ର ଏସସିବି, ଆରଏମଆରସି ଏବଂ ଆଇଏଲଏସରେ ଅଧିକ ସଂଖ୍ୟକ ଟେଷ୍ଟ ହେବ । ସେହିପରି ୭ଟି ମେଡିକାଲ କଲେଜରେ…

କରୋନା ପ୍ରଭାବ: ଉଦଘାଟନ ହେବାର ୨ ଘଣ୍ଟା ପରେ ସିଲ୍ ହେଲା ସୁପର୍ ଷ୍ଟୋର୍ !

ଢେଙ୍କାନାଳ: ଢେଙ୍କାନାଳ ସହରର ଦକ୍ଷିଣକାଳୀ ରୋଡ଼ରେ ଶୁକ୍ରବାର ଦିନ ରିଲାଏନ୍ସ ସୁପର ଷ୍ଟୋର୍ ଉଦଘାଟନ ହେବାର ମାତ୍ର ୨ ଘଣ୍ଟା ପରେ ସିଲ୍ ହୋଇଛି । ଏହି ଘଟଣାନେଇ ଏବେ ସହରରେ ଚର୍ଚ୍ଚା ହେବାରେ ଲାଗିଛି । ଏସମ୍ପର୍କରେ ତହସିଲଦାର ଲକ୍ଷ୍ମୀଧର ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ, ସାମାଜିକ…

କୋଭିଡ୍ ନିୟନ୍ତ୍ରଣରେ ଓଡିଶା ଭଲ ସ୍ଥିତିରେ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିପର୍ଯ୍ୟୟ ସମୟରେ ଆମର ପ୍ରସ୍ତୁତି ଗତିଶୀଳ, ସମାଗ୍ରିକ ଓ ଭାଗିଦାରୀ…

କୋଭିଡ ପରିଚାଳନାରେ ସରକାର ବିଫଳ: ବିରୋଧୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାରେ ବିଫଳତାକୁ ନେଇ ରାଜରାସ୍ତାରେ ଗର୍ଜିଛନ୍ତି ବିରୋଧୀ । ଆଜି ୧୩ଟି ବିରୋଧୀ ଦଳ ଏକାଠି ହୋଇ ମିଳିତ ଭାବେ ପ୍ରତିବାଦ କରିଛନ୍ତି । କଂଗ୍ରେସ, ବାମ ଦଳ, ଆମ୍ ଆଦମୀ ପାର୍ଟି ସମେତ ୧୩ଟି ବିରୋଧୀ ଦଳ ରାଜଧାନୀର ମାଷ୍ଟର କ୍ୟାଂଟିନ ଛକରେ ପ୍ରତିବାଦ…

ଫାଇନ ଦେଲେ ପିସିସି ସଭାପତି

ଭୁବନେଶ୍ୱର: କରୋନା ସମୟରେ ସାମାଜିକ ଦୂରତା ନମାନି ରାଜନୈତିକ କାର୍ଯ୍ୟକ୍ରମ କରିଥିବାରୁ ପିସିସି ସଭାପତି ଜରିମାନା ଦେଇଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଠାରୁ ଫାଇନ କାଟିଛି ପୋଲିସ । ସେ ୫ଶହ ଟଙ୍କା ଫାଇନ୍ ଦେଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାରେ ବିଫଳତାକୁ ନେଇ…

ଆଉ ୨୧୮ ମାମଲା ସହ ରାଜ୍ୟରେ ୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତ ମଧ୍ୟରୁ ୧୯୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୨୦…

ଭାରତରେ ଗମ୍ଭୀର ହେଉଛି ସ୍ଥିତି: ୨୪ ଘଣ୍ଟାରେ ସର୍ବାଧିକ ୪୦୭ ମୃତ, ୧୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୧୭,୨୯୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୭ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୯୦,୪୦୧…

କରୋନା କେସ୍: ଚିନ୍ତା ବଢ଼ାଉଛି ଗଜପତି ଜିଲ୍ଲା

ଗଜପତି: ଜିଲ୍ଲାରେ ବଢ଼ି ଚାଲିଛି କରୋନା କେସ୍ । ୩୮୪ ଜଣ ପଜିଟିଭ୍ ବାହାରେଲେଣି । କେବଳ ଗତ ୮ ଦିନ ଭିତରେ ଚିହ୍ନଟ ହୋଇଛନ୍ତି ୨୨୧ ନୂଆ ଆକ୍ରାନ୍ତ । ୧୮ ତାରିଖରେ ୨୮ ଜଣ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ୨୦ ତାରିଖରେ ୪୭ଜଣ, ୨୨ ତାରିଖରେ ୪୧, ୨୩ ତାରିଖରେ ୭୬ ଓ ୨୪ ତାରିଖରେ ୨୯ଜଣ ନୂଆ…

ଗଞ୍ଜାମରୁ ଚିହ୍ନଟ ହେଲେ ଆଉ ୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୫୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ। ପ୍ରାପ୍ତ ସୂଚନାନୁଯାୟୀ ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ…

କରୋନା ସଂକ୍ରମଣରେ ଚୀନକୁ ଟପିଯିବ ଦିଲ୍ଲୀ-ଏନସିଆର୍

ଦିଲ୍ଲୀ: ପ୍ରଦିତିନ ହଜାର ହଜାର ନୂଆ କରୋନା କେସ ସାମନାକୁ ଆସୁଛି । ଦିଲ୍ଲୀର କରୋନା ଗ୍ରାଫ ଦର୍ଶାଉଛି ବିଶ୍ୱରେ ୧୬୭ ଦେଶର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଯେତିକି କେବଳ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରୁ ବାହାରିଛନ୍ତି ତାଠୁ ଅଧିକ ଆକ୍ରାନ୍ତ । ହନ୍ ହପକିଙ୍ଗସ ବିଶ୍ୱବିଦ୍ୟାଳୟ ରିପୋର୍ଟ ଏହି…