Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଆଜିଠୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଗର୍ଭବତୀଙଙ୍କୁ ଦିଆଯିବ କରୋନା ଟିକା । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ସମେତ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଯେଉଁଠାରେ ଟିକାଦାନ କେନ୍ଦ୍ର କରାଯାଇଛି ସେଠାରୁ କୋଭାକ୍ସିନ୍ ଟିକା ନେଇପାରିବେ । ସକାଳ ୧୧ଟାରୁ ଦିନ ଗୋଟାଏ…

ଓଡ଼ିଶାରୁ କରୋନାରେ ଆଉ ୬୯ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା ଜନିତ ମୃତ୍ୟୁସଂଖ୍ୟା । ଆଉ ୬୯ ଜଣଙ୍କର ଜୀବନ ଯାଇଛି । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।…

ଆଜି ଓଡ଼ିଶାରୁ ୧୯୨୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୬୭%

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କେବେ ଦୁଇ ହଜାର ପାର କରୁଛି ତ କେବେ ତଳକୁ ଖସୁଛି । କେଉଁଦିନ ଖୋର୍ଦ୍ଧାରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି ତ କେବେ କଟକରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଏବେ ସ୍ଥିର ରହିଛି ସଂକ୍ରମଣ । ୨୪ ଘଣ୍ଟାକେ ଚିହ୍ନଟ ହୋଇଛନ୍ତି…

ଅଧିକ ସଂକ୍ରମିତ ଥିବା ଜିଲ୍ଲା ଉପରେ ସ୍ବତନ୍ତ୍ର ଫୋକସ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତିରେ ସୁଧାର ଆସୁଥିବା ବେଳେ, ଏବେ ଚିନ୍ତା ବଢ଼ାଇଛି ୪ ଜିଲ୍ଲା । କାରଣ ଏହି ୪ ଜିଲ୍ଲାରେ ଅଧିକ ରହୁଛି ସଂକ୍ରମଣ । ଅର୍ଥାତ ପ୍ଲାଟ୍ୟୁ ଷ୍ଟେଜରେ ରହୁଛି ୪ ଜିଲ୍ଲା । ତେଣୁ ଏହି ସବୁ ଜିଲ୍ଲାରେ ସର୍ଭେଲାନ୍ସକୁ…

କାଲି କମିଥିଲା, ଆଜି ବଢ଼ିଲା: ଓଡ଼ିଶାରୁ ୨୦୮୫ କରୋନା ପଜିଟିଭ୍

ଭୁବନେଶ୍ୱର: କାଲି ଦୁଇ ହଜାର ତଳକୁ କମିଥିଲା କରୋନା ସଂକ୍ରମଣ । ଆଜି ପୁଣି ଦୁଇ ହଜାର ଡେଇଁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ହଜାର ୮୫ ନୂଆ ଆକ୍ରାନ୍ତ . ଗତକାଲି ଏହି ସଂଖ୍ୟା ଥିଲା ୧ହଜାର ୬୪୮ । ଅର୍ଥାତ ଗତକାଲି ଅପେକ୍ଷା ଆଜି ପାଖାପାଖି ୪ଶହ ଅଧିକ ସଂକ୍ରମିତ ହୋଇଛନ୍ତି ।…

ଓଡ଼ିଶାରେ ଆସିନି କରୋନାର ଥାର୍ଡ ଓ୍ୱେଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ସ୍ଥିର ଅଛି । ଓଡ଼ିଶାରେ ଥାର୍ଜ ଓ୍ୱେଭ୍ ଆକଳନ କରାଯାଇଛି । କିନ୍ତୁ ତୃତୀୟ ଲହର ଆସିନାହିଁ । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, ଆମେ ବର୍ତ୍ତମାନ ସେକେଣ୍ଡ ଓ୍ୱେଭରେ ଅଛୁ । ମାଡ୍ରାସ ଇନଷ୍ଟିଚ୍ୟୁଟ ଯେଉଁ…

ରାଜ୍ୟରୁ କରୋନା ନେଲା ଆଉ ୫୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ବି କମିଛି । ଆଉ ୫୮ ଜଣଙ୍କର ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୬ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ବରଗଡ଼ ଜିଲ୍ଲାରୁ ୭ ଓ ଗଞ୍ଜାମ ଜିଲ୍ଲାରୁ…

ଓଡ଼ିଶାରେ ଦୁଇ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ପଜିଟିଭ୍ ହାର ୨.୩୬%

ଭୁବନେଶ୍ୱର: ରାଜ୍ୟରେ ଦୁଇ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୪୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୯୫୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୯୩ । ଗତକାଲି ଅପେକ୍ଷା ୨୪ ଘଣ୍ଟାରେ ପାଖାପାଖି ୮ହଜାର କମ୍ ଟେଷ୍ଟିଂ ହୋଇଛି । ଗତକାଲି ୭୭ହଜାର ୫୧୯…

ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକାକରଣ: କେବେ, କେଉଁଠି ଓ କେତେବେଳେ ? ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା । ଆସନ୍ତା ୨୧ ତାରିଖରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଦିଆଯିବ ଟିକା । ସପ୍ତାହରେ ଦୁଇ ଦିନ ସେମାନଙ୍କୁ ଟିକାକରଣ କରାଯିବ । ବୁଧବାର ଓ ଶନିବାର ଦୁଇ ଦିନ ସେମାନେ ଟିକା ନେଇପାରିବେ । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ସମେତ ସମସ୍ତ…

କାଲିଠୁ ସଂସଦର ମୌସୁମୀ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । କରୋନା କଟକଣା ଭିତରେ ଅଧିବେଶନ ଚାଲିବ । ତାପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଉପସ୍ଥିତ ରହିବେ । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ନେଇ ବିରୋଧୀଙ୍କ ସହଯୋଗ ଲୋଡ଼ିବେ…