Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଜନି ଲିଭର ପ୍ରଶଂସକଙ୍କ ମନୋବଳ ବଢ଼ାଇଲେ, ଗାଇଲେ କରୋନା ଅବ ତେରା ରୋନା ସୁରୁ

ମୁମ୍ବାଇ: କରୋନାକୁ ହରାଇବା ପାଇଁ ସମସ୍ତେ ଏକଜୁଟ ହେବାରେ ଲାଗିଛନ୍ତି । ବିଭିନ୍ନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହ କରୋନା ରୋଗରେ ଆକ୍ରାନ୍ତ ମନୋବଳ ମଧ୍ୟ ବଢ଼ାଯାଉଛି । ହାସ୍ୟ ଅଭିନେତା ଜନି ଲିଭର ମଧ୍ୟ ଏହି ଦୌଡରେ ସାମିଲ ହୋଇଛନ୍ତି । ଲକଡାଉନରେ ଘରେ ସମୟ କାଟୁଥିବା ଏହି ଅଭିନେତା…

୨୧ ବିଦେଶୀ ତବଲିଗ ଜମାତିଙ୍କୁ ଧରିଥିବା ପୋଲିସ ଇନ୍ସପେକ୍ଟର କରୋନା ଭାଇରସରେ ଆକ୍ରାନ୍ତ

ମୁମ୍ବାଇ: କରୋନା କବଳରୁ ଦେଶକୁ ବଂଚାଇବାକୁ ଯାଇ ଜଣେ ପୋଲିସ ଇନ୍ସପେକ୍ଟର କରୋନା ଭାଇରସ ଆକ୍ରାନ୍ତ ହୋଇଛି । ତବଲିଗ ଜମାତର ୨୧ ବିଦେଶୀ ସଦସ୍ୟ (ବାଂଲାଦେଶର ୧୩ ଏବଂ ମାଲେସିଆର ୮ଜଣ)ଙ୍କୁ ସେ ଗିରଫ କରିଥିଲେ । ତାଙ୍କ ନିକଟରେ କରୋନା ପଜିଟିଭ ବାହାରିବା ପରେ ଇନ୍ସପେକ୍ଟରଙ୍କ ସହ କାମ କରିଥିବା…

ମୁଁ ୨୪ ଘଣ୍ଟା ଆପଣଙ୍କ ସହ ରହିଛି: ମୋଦି

ନୂଆଦିଲ୍ଲୀ: ମୁଁ ୨୪ ଘଂଟା ଆପଣଙ୍କ ସହ ଉପଲବ୍ଧ ରହିଛି । କୋଭିଡ-୧୯କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କିଛି ପ୍ରସ୍ତାବ କିମ୍ବା କିଛି କହିବାକୁ ଚାହୁଁଥିଲେ ମୋତେ ସିଧାସଳଖ କହିପାରିବେ । ଆମେ କାନ୍ଧକୁ କାନ୍ଧରେ ମିଶାଇ ଚାଲିବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ…

ଲକ୍‌ଡାଉନ୍ ଅବଧି ବଢ଼ାଇବାକୁ ମୋଦିଙ୍କୁ ପ୍ରସ୍ତାବ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଏହାର ମୁକାବିଲା ପାଇଁ ୨୧ ଦିନିଆ ତାଲାବନ୍ଦ ଅବଧିକୁ ବଢ଼ାଯିବ ନା ନାହିଁ ସେ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେ ଭିଡିଓ କନଫରେନ୍ସିଂ ଜରିଆରେ…

ଲକ୍‌ଡାଉନ ହିରୋ: ମୁମ୍ବାଇର ଅଟିଷ୍ଟିକ୍ ଶିଶୁ ପାଇଁଁ ଜରୁରୀ ଓଟ କ୍ଷୀର ରାଜସ୍ଥାନରୁ ପହଞ୍ଚିଲା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ଗାଡି ମଟର ଚଳାଚଳ ଉପରେ କଟକଣା ଲାଗିଛି । ଦୋକାନମାନଙ୍କରେ ଗ୍ରୋସରି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ତ ମିଳୁଛି କିନ୍ତୁ ମୁମ୍ବାଇର ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର କ୍ୟାମ୍ପସରେ ରହୁଥିବା ଜଣେ ମାଆକୁ ଖାଦ୍ୟ ଆଲର୍ଜି ରହିଥିବା ତାଙ୍କ ସାଢେ ତିନି ବର୍ଷର ଅଟିଷ୍ଟିକ୍…

ବିଶୋଧନ ହେଲା ବୁଗୁଡା

ବୁଗୁଡା: ବିଶୋଧନ ହେଲା ବୁଗୁଡା ବିଜ୍ଞାପିତ ଅଚଂଳ ପରିଷଦ । କରୋନା ମୁକାବିଲା ପାଇଁ ପୁରା ବୁଗୁଡା ଅଂଚଳକୁ ସାନିଟାଇଜ କରାଯାଇଛି । ଅଗ୍ନିଶମ ବିଭାଗ ଓ ଏନ୍‌ଏଏସିର ଏକ ଟିମ୍ ପୁରା ଅଂଚଳରେ ରାସାୟନିକ ପାଣି ସ୍ପ୍ରେ କରିଛି । ରାସ୍ତା ଘାଟଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠି ସାନିଟାଇଜ…

କରୋନା ଲକ୍‌-ଡାଉନ୍‌; ବାରିପଦାରେ ସମସ୍ତ ପରିବା ଦୋକାନ ବନ୍ଦ !

ବାରିପଦା: ଲକ୍‌-ଡାଉନକୁ ନେଇ ପୋଲିସର କଡା ତାଗିଦର ପରିଣାମ ସ୍ୱରୂପ ବନ୍ଦ ରହିଛି ବାରିପଦା ସହରର ସମସ୍ତ ପରିବା ହାଟ । ମିଳିଥିବା ସୂଚନା ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନରେ ଖିଲାଫି ଯୋଗୁଁ ଶୁକ୍ରବାର ବାରପଦା କୋର୍ଟ ପାଖରୁ କିଛି ପରିବା ଦୋକାନୀ ଓ ସ୍ଥାନୀୟ ଲୋକଙ୍କୁ ପୋଲିସ ଥାନାରେ…

ରାଜଧାନୀର ୫ଟି ସ୍କୁଲରେ ହେବ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ନମୂନା ସଂଗ୍ରହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୫ଟି ସ୍କୁଲରେ ଚାଲିଛି କରୋନା ସନ୍ଦିଗ୍ଧଙ୍କ ସ୍ୱାବ ନମୂନା ସଂଗ୍ରହ । ଆସନ୍ତା ୧୭ ତାରିଖ ଯାଏଁ ସନ୍ଦିଗ୍ଧଙ୍କ କୋଭିଡ-୧୯ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରିବ ମେଡିକାଲ ଟିମ୍ । ତେବେ ଆଜିଠାରୁ ହିଁ ଏହି କାମ ଆରମ୍ଭ ହୋଇଛି ।ଭୁବନେଶ୍ୱରର ୫ଟି ସ୍କୁଲ ଝାରପଡା…

କରୋନା ମୁକାବିଲା: ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେ ତାଲାବନ୍ଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ମତାମତ ଲୋଡିଛନ୍ତି । ତେବେ ଏହି ସମୟରେ ମୋଦି ମୁହଁରେ ମାସ୍କ ପିନ୍ଧି…

କରୋନା ଅପଡେଟ୍‌; ଜାଣନ୍ତୁ କିଭଳି କରିବେ ପନିପରିବା ଓ ରାସନକୁ ସାନିଟାଇଜ୍ ?

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣରୁ ରକ୍ଷା ପାଇବା ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ହେଲେ ବାହାରେ ମିଳୁଥିବା ପନିପରିବା ଓ ରାସନ କେତେଦୂର କରୋନା ସଂକ୍ରମଣଠୁ ସୁରକ୍ଷୀତ ? ଆସନ୍ତୁ ଜାଣିବା ସାନିଟାଇଜେସନ୍ ର କିଛି ସରଳ ଉପାୟ । ପନିପରିବାକୁ ଖାଲି ପାଣି ବଦଳରେ ବେକିଂ…