Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନାରୁ ସୁସ୍ଥ ହେଲେ ଆଉ ୮୮୩୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଭାବେ ଆକ୍ରାନ୍ତ ସଂଖ୍ୟା କମୁଥିବାରୁ ରାଜ୍ୟବାସୀ ଆଶ୍ବସ୍ତି ଲାଭ କରିଛନ୍ତି । ଏହାସହ ରା୍ୟରେ ବଢ଼ିବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮୮୯୬ କରୋନା…

ପଶୁଙ୍କ ପାଇଁ ଆସିଲା କୋଭିଡ୍ ଟିକା: ବିଶ୍ୱର ପ୍ରଥମ ଭାକସିନ୍ ବିକଶିତ କରିଛି ରୁଷ୍

ନୂଆଦିଲ୍ଲୀ: ଚୀନର ମାଂସ ମାର୍କେଟରୁ ପଶୁଙ୍କ ଦେହରୁ ମଣିଷ ପାଖରୁ ବ୍ୟାପିଛି କରୋନା ଭାଇରସ୍ । ଏକଥା ପ୍ରଥମରୁ କହି ଆସୁଛି ଚୀନ୍ । କରୋନା ଭାଇରସକୁ ନେଇ ଚାଲିଥିବା ରିସର୍ଚ୍ଚରୁ ଏଯାଏ ଏକଥା ସ୍ପଷ୍ଟ ହୋଇନି । ନିକଟରେ କିଛି ପଶୁଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଇଥିଲା । ଏବେ କରୋନା ଭାଇରସ…

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ (ପ୍ରମୁଖ ଯୋଦ୍ଧା) ଭାବରେ ଘୋଷଣା କରାଯାଉଛି । ଏନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସେ…

କରୋନା ରେଡ୍ ଜୋନରେ ଓଡ଼ିଶାର ୧୧ ଜିଲ୍ଲା, ତାଲିକାରେ ପଶ୍ଚିମ ଓଡ଼ିଶାରୁ ଗୋଟିଏ ଜିଲ୍ଲା

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭ୍ ମୁକାବିଲାରେ ଓଡ଼ିଶାକୁ ମିଳୁଛି ସଫଳତା । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ବିଭିନ୍ନ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ କ୍ରମାଗତ ଖସୁଛି । ସଂକ୍ରମଣ ଖସୁଥିବାରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନରୁ ବାହାରୁଛନ୍ତି । ବର୍ତ୍ତମାନ ୧୧ଟି ଜିଲ୍ଲା କରୋନା…

୬୬ ଦିନ ପରେ ଦେଶରେ ଲକ୍ଷେ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି କରୋନାର ସେକେଣ୍ଡ ଓ୍ୱେଭ୍ । କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥହାର ଦ୍ରୁତ ବଢ଼ିବାରେ ଲାଗିଛି । ଖସୁଛି ଆକ୍ଟିଭ କେସ୍ । ୬୬ ଦିନ ପରେ ପ୍ରଥମ ଥର ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ତଳକୁ ହ୍ରାସ ପାଇଛି । ୨୪ ଘଣ୍ଟାରେ ସାରା…

କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍: ଦିନକରେ ଓଡ଼ିଶାରୁ ଗଲା ରେକର୍ଡ ୪୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ୪୦ ତଳକୁ ଖସୁନି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୪୫ ଆକ୍ରାନ୍ତଙ୍କ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ପୂର୍ବରୁ ଗୋଟିଏ ଦିନରେ ୪୨ ଜଣ ପ୍ରାଣ…

ଓଡ଼ିଶାରେ ୬ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ପଜିଟିଭ୍ ହାର ୮.୫୫%କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ଖସୁଛି ପଜିଟିଭିଟି ରେଟ୍ । ୬ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫ହଜାର ୮୯୬ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩ହଜାର ୩୩୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୨ହଜାର ୫୬୪ଟି ଅଛି । ଏହି ସମୟରେ…

ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୮୪୨୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ସ୍ଥିତିରେ ଆସୁଛି ସୁଧାର । ରାଜ୍ୟରେ କମୁଛି ସଂକ୍ରମଣ । ତାସାଙ୍ଗକୁ ବଢ଼ିବାରେ ଲାଗିଛି ସୁସ୍ଥ ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮ ହଜାର ୪୨୯ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ…

କରୋନା କବଳରୁ ମୁକୁଳୁଛି ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ମାମଲା କମିବା ଏବେ ଲୋକଙ୍କୁ ଆଣିଦେଇଛି ଆଶ୍ବସ୍ତି । କିନ୍ତୁ ସବୁଠୁ ଅଧିକ ଆଶ୍ବସ୍ତି ଖବର ଆଣିଛି ରାଜଧାନୀ ଭୁବନେଶ୍ବର ପାଇଁ । କାରଣ କରୋନା ସଂକ୍ରମଣକୁ ନେଇ ହଟସ୍ପଟରେ ଥିଲା ଭୁବନେଶ୍ବର । ପ୍ରତିଦିନ ଏଠାରେ ସର୍ବାଧିକ ଆକ୍ରାନ୍ତ…

ବିଏମସି ଅଞ୍ଚଳରେ ଟିକାକରଣ; ଆଜି ରାତି ୭ଟାରୁ ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ବାସୀଙ୍କ ଲାଗି ରବିବାର ରାତି ୭ଟାରୁ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ୧୮ ରୁ ୪୪ ବୟସ ବର୍ଗ (ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ (ପ୍ରଥମ ଓ ଦ୍ବିତୀୟ ଡୋଜ) ଟିକା ଦିଆଯିବ ବୋଲି ବିଏମସି ସୂଚନା…