Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ମୁକାବିଲା: ଆଉ ଦୁଇଟି ସହର ଲକଡାଉନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ନବରଙ୍ଗପୁର: କରୋନାଭାଇରସ ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପ୍ରୟାସରେ ସରକାର । ଆଜି ନବରଙ୍ଗପୁର ଜିଲ୍ଲାର ଦୁଇଟି ସହରକୁ ଲକ୍ ଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ନବରଙ୍ଗପୁର କଲେକ୍ଟର ଅଜିତ କୁମାର ମିଶ୍ର ଦେଇଥିବା ସୁଚନା ଅନୁସାରେ, ମାର୍ଚ୍ଚ ୨୩ ତାରିଖ ସକାଳ ୭ ଟାରୁ…

କରୋନା ମୁକାବିଲା: କ’ଣ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା କବଳରେ ପୁରା ବିଶ୍ୱ । ଧୀରେ ଧୀରେ ସାରା ବିଶ୍ୱକୁ ଲଟା ଭଳି ମାଡି ଗଲାଣି ମାରାତ୍ମକ ଭୂତାଣୁ କରୋନା । ଏହାକୁ ନେଇ ଏବେ ସମସ୍ତେ ଭୟଭୀତ । ଡାକ୍ତର ଏବଂ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯେତେବେଳେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୁଅନ୍ତି ସେତେବେଳେ ତାଙ୍କ ଶରୀରରେ…

ଅଲିମ୍ପିକ୍ ୨୦୨୦, ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ !

ଜାପାନ: ଟୋକିଓରେ ହେବାକୁ ଥିବା ଅଲିମ୍ପିକ ଗେମ୍ସ(୨୦୨୦)କୁ ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ । କୋଭିଡ୍ -୧୯କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି ଦୁଇ ଦେଶର ଅଲିମ୍ପିକ କମିଟି । ଟୋକିଓ ଅଲିମ୍ପିକକୁ ୨୦୨୧ପର୍ଯ୍ୟନ୍ତ ସ୍ଥଗିତ ରଖିବା ଲାଗି ଆୟୋଜକଙ୍କୁ ନିବେଦନ କରିଛନ୍ତି…

ଜନତା କର୍ଫ୍ୟୁ ଯୋଗୁଁ କୋଳାହଳ ମୁକ୍ତ ହେଲା ମାୟାନଗରୀ

ମୁମ୍ବାଇ: ରବିବାର ୨୨ ମାର୍ଚ୍ଚ ହୋଇଥିବା ଜନତା କର୍ଫ୍ୟୁ ଯୋଗୁଁ ମାୟା ନଗରୀ ମୁମ୍ବାଇରେ କମିଛି କୋଳାହଳ। କର୍ଫ୍ୟୁ ମଧ୍ୟରେ ଅମିତାଭ ବଚ୍ଚନ ଟ୍ୱିଟରରେ ମୁମ୍ବାଇ ସ୍ଥିତ ସମୁଦ୍ରର ନୀରବ କୂଳର ଏକ ଭିଡିଓ ସେୟାର କରି ଲେଖିଛନ୍ତି ଏହା ହେଉଛି ଜାତୀୟ ଅନୁଶାସନର ଅର୍ଥ, ଜୟହିନ୍ଦ '| ୨୪ ଘଣ୍ଟା…

ଜନତା କର୍ଫ୍ୟୁ ପ୍ରଭାବ: ୩ ବର୍ଷ ମଧ୍ୟରେ ସବୁଠୁ ସ୍ୱଚ୍ଛ ପବନରେ ନିଶ୍ୱାସ ନେଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ରବିବାର ୨୨ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପି ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ। ଏହାକୁ ସଫଳତାର ସହ ଦେଶବାସୀ ପାଳନ କରିଛନ୍ତି । ଦେଶ ମୁଖିଆଙ୍କ କଥା ମାନି ଏହି ମାରାତ୍ମକ ରୋଗ ଉପରର…

କୋଭିଡ-୧୯: “ମି ଠୁ” ମାମଲାରେ ଦଣ୍ଡ ଭୋଗିଥିବା ଏହି ଚଳଚ୍ଚିତ୍ର ନିର୍ମାତାଙ୍କ ରିପୋର୍ଟ ପଜେଟିଭ

ୱାଶିଂଟନ୍: "ମି ଠୁ" ମାମଲାରେ ଦଣ୍ଡ ଭୋଗୁଥିବା ହଲିଉଡ଼ ଚଳଚ୍ଚିତ୍ର ନିର୍ମାତା ହାର୍ଭେ ୱେନଷ୍ଟାଇନଙ୍କ ଠାରେ କରୋନାଭାଇରସ୍ ଥିବା ଜଣାପଡିଛି । ୱେନଷ୍ଟାଇନ ଆମେରିକାରେ କୋଭିଡ-୧୯ ପରୀକ୍ଷା କଟିଥିଲେ ଯାହାର ରିପୋର୍ଟ ପଜିଟିଭ୍ ଆସିଥିବା ଆମେରିକାର ଗଣମାଧ୍ୟମ ପ୍ରକାଶ କରିଛି । ଯୌନ…

ହାତରେ ଟଙ୍କା ଧରୁଥିଲେ ଭଲଭାବେ ହ୍ୟାଣ୍ଡୱାସ କରନ୍ତୁ: ଆଇବିଏ

ମୁମ୍ବାଇ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଭିନ୍ନ ରାଷ୍ଟ୍ରକୁ କାୟା ବିସ୍ତାର କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅବସରରେ ଭାରତୀୟ ବ୍ୟାଙ୍କ ଆସୋସିଏସନ (ଆଇବିଏ) ମଧ୍ୟ ଜନସାଧାରଣଙ୍କୁ ସଚେତନ ଲାଗି ଆଗଭର ହୋଇଛି । ଜାତୀୟ…

କୋଭିଡ-୧୯: ଲକଡାଉନ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ, ଉଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଶ୍ୱ ତଥା ଦେଶରେ କରୋନାର ପ୍ରଭାବ ଜାରି ରହିଛି । ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୪୧୫ କୁ ବୃଦ୍ଧି ପାଇଛି । ଏହି ମାରାତ୍ମକ ଭୂତାଣୁର ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତ ସରକାର ରାଜ୍ୟଗୁଡିକୁ ଲକଡାଉନ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ…

କୋଭିଡ-୧୯: ମହାରାଷ୍ଟ୍ରରେ ୮୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ: ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ କୋଭିଡ-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ୍ ହୋଇଥିବା ଅଧିକାରୀ ମାନେ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଦେଇଥିବା ସୂଚନା ଅନୁସାରେ ଭାରତରେ ମୋଟ…

ଅଜାଣତରେ ଏହି ଭୁଲ ଯୋଗୁଁ ଦ୍ରୁତ ଗତିରେ ବ୍ୟାପୁଛି କରୋନା; ଜାଣନ୍ତୁ ଓ ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ ସହ ଲଢ଼ିବା ପାଇଁ ପ୍ରତ୍ୟେକ ଲୋକ ପ୍ରସ୍ତୁତି କରୁଛନ୍ତି । ନିଜକୁ ଭାଇରସ ଦାଉରୁ ରକ୍ଷା କରିବା ପାଇଁ ସାନିଟାଇଜର ଓ ମୁହଁରେ ମାସ୍କର ବ୍ୟବହାର କରୁଛନ୍ତି । ଏହାପରେ ମଧ୍ୟ ଆମେ ପ୍ରତିଦିନ ଏମିତି କିଛି ଭୁଲ କରୁଛେ, ଯାହା ଭାଇରସକୁ ସହଜରେ ସଂକ୍ରମଣ କରିବାକୁ…