Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ସବୁ କୋଭିଡ ହସପିଟାଲରେ ବାଧ୍ୟତାମୂଳକ ହେବ ହେଲ୍ପ ଡେସ୍କ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ରାଜ୍ୟର ସବୁ କୋଭିଡ ହସପିଟାଲରେ ବାଧ୍ୟତାମୂଳକ ହେବ ହେଲ୍ପ ଡେସ୍କ । ସମସ୍ତ ଘରୋଇ ଓ ସରକାରୀ ହସପିଟାଲରେ ଏହି ହେଲ୍ପ ଡେସ୍କ ରହିବ । ହେଲ୍ପ ଡେସ୍କ ଗୁଡିକ ୨୪ ଘଣ୍ଟିଆ କାର୍ଯ୍ୟ କରିବ । ଏନେଇ ରା୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଶିଶୁଙ୍କ ପାଇଁ ଗଠନ ହେଲା ସ୍ବତନ୍ତ୍ର କମିଟି

ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଉଥିବାରୁ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତତ୍ପର ହୋଇଛନ୍ତି ସରକାର । ଖାସକରି ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଜାଗ ହୋଇଚନ୍ତି ସରକାର । କୋଭିଡ ଆକ୍ରାନ୍ତ ଶିଶୁଙ୍କୁ ପର୍ଯ୍ୟବେକ୍ଷଣ ଲାଗି ଗଠନ ହୋଇଛି ସ୍ବତନ୍ତ୍ର…

ରାଜ୍ୟରୁ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏଭଳିସ୍ଥିତିରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୨ ହଜାର ୭୭ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି…

ଗ୍ରାମାଞ୍ଚଳ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍

ନୂଆଦିଲ୍ଲୀ : ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଦେଶରେ ମହାମାରୀ ସାଂଘାତିକ ରୂପ ନେଉଥିବା ବେଳେ, ଏବେ ସଂକ୍ରମଣ ଗ୍ରାମାଞ୍ଚଳକୁ ବ୍ୟାପଲାଣି । ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ…

ଭୁବନେଶ୍ବରରୁ ପୁଣି ରେକର୍ଡ ସଂଖ୍ୟକ ପଜିଟିଭ୍, ଚିହ୍ନଟ ହେଲେ ୧୩୫୩ ଆକ୍ରାନ୍ତ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । କିନ୍ତୁ ସବୁଠୁ ଅଧିକ ଟେନସନ ଦେଉଛି ରାଜଧାନୀ ଭୁବନେଶ୍ବର । କାରଣ ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବରରୁ ଆଜି ପୁଣି ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୩୫୩…

ଦିଲ୍ଲୀରେ ଲକଡାଉନ୍ ଆଉ ସପ୍ତାହେ ବଢ଼ିଲା, ୨୪ ଯାଏ ବଳବତ୍ତର

ନୂଆଦିଲ୍ଲୀ: ଲକଡାଉନ୍ ସଫଳ ହୋଇଛି । ରାଜଧାନୀ ଦିଲ୍ଲୀରେ କାବୁ ପାଉଚି କରୋନା । ଦୈନିକ ସଂକ୍ରମଣ ଖସୁଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆଉ ସପ୍ତାହେ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଲକଡାଉନ୍ ବୃଦ୍ଧି ନେଇ ସେ ଆଜି ଘୋଷଣା କରିଛନ୍ତି । ଫଳରେ…

ଭୁବନେଶ୍ୱରରେ ହୋଟେଲରେ ଅସ୍ଥାୟୀ କୋଭିଡ୍ ସେଣ୍ଟର ପାଇଁ ବିଏମସିର ଯୋଜନା

ଭୁବନେଶ୍ୱର: ରାଜ୍ୟରେ ଅଧିକ ସଂକ୍ରମିତ ଜିଲ୍ଲା ଖୋର୍ଦ୍ଧା । ଭୁବନେଶ୍ୱରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ ରାଜଧାନୀରେ ଥିବା ବିଭିନ୍ନ କୋଭିଡ୍ ହସ୍ପିଟାଲରେ ବେଡ୍ ବି ଭର୍ତ୍ତି ହୋଇ ଗଲାଣି । ଆଗକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡ୍ ସଂଖ୍ୟା ହବଢ଼ାଇବାକୁ…

ବିଶେଷଜ୍ଞଙ୍କ ମତରେ ଓଡ଼ିଶାରେ ସପ୍ତାହେ ୧୦-୧୨ ହଜାର ରହିବ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦-୧୨ ହଜାର ରହିବ । ବର୍ତ୍ତମାନ କରୋନା ପ୍ଲାଟ୍ୟୁ ସ୍ଥିତିରେ ରହିଛି । ପଜିଟିଭ୍ ହାର କୋଡିଏ ପ୍ରତିଶତ ରହୁଛି । ଟେଷ୍ଟ ଅଧିକ କିମ୍ବା କମ୍ କଲେ ବି ପଜିଟିଭିଟି ରେଟ୍ ୨୦ ପ୍ରତିଶତ ରହୁଛି । ପଜିଟିଭ୍ ହାର ହ୍ରାସ…

ଗଞ୍ଜାମରେ ବାହାଘର ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ, ପଜିଟିଭ୍ ଆସିଲେ ଅନୁମତି ନାହିଁ

ଗଞ୍ଜାମ: କରୋନାର ସେକେଣ୍ଡ ଓ୍ୱେଭ ଦ୍ରୁତ ମାଡୁଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଟକଣା ଅଧିକ କଡ଼ାକଡ଼ି ହେଲାଣି । ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଆୟୋଜନ ନେଇ ନୂଆ ନିୟମ କରିଛି ପ୍ରଶାସନ । ବିବାହ ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହେବ । ସମସ୍ତଙ୍କର…

ରାଜ୍ୟରୁ କରୋନା ନେଲା ଆଉ ୧୯ ଜୀବନ, ମୃତ୍ୟୁସଂଖ୍ୟା ୨୩ଶହ ଟପିଲା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୧୯ ଜୀବନ । ୧୩ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ରାୟଗଡ଼ା ଓ ଅନୁଗୋଳ…