Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ପରିବର୍ତ୍ତନ କଲେ ବନାନ୍ କରୋନା ହେବ ଉଭାନ୍ !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ବିଜ୍ଞାପନ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ବିଜ୍ଞାପନରେ ରହିଛି କରୋନାକୁ ମୂଳପୋଛ କରିବାର ଅଜବ ସମାଧାନ । ଏହି ବିଜ୍ଞାପନକୁ ଦେଖିଲେ ଯେ କେହି ବି ହସିବେ । ହେଲେ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ୍‌ର ଜଣେ ବ୍ୟକ୍ତି ଏହି ବିଜ୍ଞାପନକୁ ପ୍ରଘଟ କରିବାରେ…

ନିଷ୍ଠୁର କରୋନା: ଓଡ଼ିଶାରେ ଆଉ ଜଣେ ସାମ୍ବାଦିକଙ୍କ ଅକାଳ ବିୟୋଗ

ବ୍ରହ୍ମପୁର: କରୋନା ଓଡ଼ିଶାରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗଞ୍ଜାମ ଜିଲ୍ଲାରେ କାର୍ୟ୍ୟରତ ଜଣେ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ତାଙ୍କ ନାଁ କିଶୋର ଚନ୍ଦ୍ର ଦାଶ । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସମାଜ…

ଦିଲ୍ଲୀରେ ଟିକାର ଘୋର ଅଭାବ: ଦିନେ ଯିବେ କୋଭାକ୍ସିନ, ୨-୩ ଦିନରେ ସରିଯିବ କୋଭିସିଲ୍ଡ ଟିକା

ନୂଆଦିଲ୍ଲୀ: ଅକ୍ସିଜେନ୍ ଅଭାବକୁ ନେଇ ଦିଲ୍ଲୀରେ ହାହାକାର ପରିସ୍ଥିତି ସୃଷ୍ଟି ହେଲା । ଅକ୍ସିଜେନ୍ ଅଭାବରୁ ବହୁ କରୋନା ଆକ୍ରାନ୍ତଙ୍କ ଜୀବନ ବି ଗଲା । ଦୈନିକ ସଂକ୍ରମଣ ବଢୁଥିବା ବେଳେ ଏବେ ଟିକାର ଅଭାବ କଥା ସାମନାକୁ ଆସିଛି । ଦେଶରେ ରାଜଧାନୀରେ ଟିକା ସରି ସରି ଆସୁଛି । ଏନେଅ ସୂଚନା…

ଓଡ଼ିଶାର ଏହି ଜେଲରେ ୨୧ କଏଦୀ କରୋନା ପଜିଟିଭ୍

ଉଦଳା(ମୟୂରଭଞ୍ଜ): ଜେଲରେ କରୋନା । ଅନ୍ତେବାସୀ ସଂକ୍ରମିତ ହେଉଛନ୍ତି । ଉଦଳା ସବ୍‌ଜେଲ୍‌ରେ ୨୧ ଜଣ ବିଚାରାଧିନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଉଦଳା ଏନଏସି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଗତକାଲି ୭୬ ଜଣଙ୍କ ଅନ୍ତେବାସୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା ।…

କଟକ ଜବହାରଲାଲ ନେହରୁ ଇଣ୍ଡୋର୍‌ ଷ୍ଟାଡିୟମ୍‌ରେ ଦ୍ୱିତୀୟ ଡୋଜ୍ ଟିକାକରଣ ଶିବିର

କଟକ: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଟିକାକରଣ ଅଭିଯାନ ବି ଜୋରଦାର ହୋଇଛି । ଆଜିଠାରୁ କଟକରେ ଆରମ୍ଭରେ ହୋଇଛି ମେଗା ଟିକାକରଣ । ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ପାଇଁ ଟିକାକରଣ ଆରମ୍ଭ ହୋଇଛି । ସକାଳ ୯ଟାରୁ ଚାଲିଛି…

କରୋନା କବଳରେ ଓଡ଼ିଶାର ବିଧାୟକ: ସପ୍ତାହେ ଭିତରେ ୭-୮ ସଂକ୍ରମିତ

ଭୁବନେଶ୍ୱର: କରୋନାର ସେକେଣ୍ଡ ଓ୍ୱେଭରେ ରାଜ୍ୟରେ ଜଣଙ୍କ ପରେ ଜମେ ନେତା କରୋନା ସଂକ୍ରମିତ ହେଉଛନ୍ତି । କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଛି । ସେହିପରି କରୋନା ସଂକ୍ରମିତ ହେବା…

ଚାରି ଦିନ ପରେ କମିଲା: ଦେଶରେ ୪ ଲକ୍ଷରୁ କମ୍ ଆକ୍ରାନ୍ତ, ୩ ହଜାରକୁ ଖସିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଚାରି ଦିନ ପରେ ଦେଶରେ ୪ ଲକ୍ଷ ତଳକୁ ଖସିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ବି ୪ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୬୬ହଜାର ୧୬୧ ନୂଆ ଆକ୍ରାନ୍ତ । ଗତ ଚାରି ହେବ ଏହି ସଂଖ୍ୟା ୪ ଲକ୍ଷ ଉପରେ ରହୁଥିଲା । ସେହିପରି ଗତ ୨୪…

ଲକଡାଉନ୍ ପ୍ରଭାବ: ରାଜ୍ୟରେ ଖସୁଛି କରୋନା ପଜିଟିଭ୍ ହାର, ତିନି ଦିନରେ ୩% ହ୍ରାସ

ଭୁବନେଶ୍ୱର: ଓଡ଼ିଶାରେ ତିନି ଦିନ ହେବ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଖସୁଛି । ୧୨ ହଜାରରୁ ୧୦ ହଜାରକୁ ହ୍ରାସ ପାଇଛି । ଲକଡାଉନ୍ ପରେ କମିଛି ପଜିଟିଭିଟ୍ ରେଟ୍ । ଗତ ୭୨ ଘଣ୍ଟା ଭିତରେ ୩ ପ୍ରତିଶତ ହ୍ରାସ ପାଇଛି । ଆଜି ପଜିଟିଭ୍ ହାର ରହିଛି ୨୦.୭୩ ପ୍ରତିଶତ । ଗତକାଲି ଥିଲା ୨୧.୮୧…

ଓଡ଼ିଶାରେ ୮ ଜିଲ୍ଲାରୁ କରୋନା ନେଲା ଆଉ ୧୭ ଜୀବନ

ଭୁବନେଶ୍ୱର: ସଂକ୍ରମଣ ସହ ରାଜ୍ୟରେ କମିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ କରୋନା ନେଇଛି ଆଉ ୧୭ ଜୀବନ । ଗତକାଲି ଏହି ସଂଖ୍ୟା ଥିଲା ୧୯ । ୮ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୭ ଜଣ ମହିଳା ଓ ୧୦ ଜଣ…

ଓଡ଼ିଶାରେ ଖସୁଛି: ଆଜି ୧୦ହଜାର ୩୧ କରୋନା ପଜିଟିଭ୍, ଟପରେ ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ତିନି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖସୁଛି । ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୩୧ ନୂଆ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୬ହଜାର ୬୨୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୪୦୮ଟି । ଏହି ସମୟରେ ୪୮ହଜାର ୩୭୭ କୋଭିଡ୍ ଟେଷ୍ଟ…