Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଅଦ୍ଵିତୀୟ ଓ ଅନନ୍ୟ ମାନବବାଦର ପ୍ରତୀକ। ସମସ୍ତ ବିଲକ୍ଷଣ ଯୁକ୍ତ କଳେବର ଧାରଣ କରି ସେ ସାଧାରଣ ମାନବଟିଏ ଭଳି ସମସ୍ତ ରୀତିନୀତି, ସଂସ୍କୃତି ତଥା ପରମ୍ପରାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୭୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ପ୍ରତିମା ଜ୍ଞାନ ନକରି ପରମାତ୍ମା ସ୍ୱରୂପରେ ବିବେଚନା କରିବା । ଏହା ବାରମ୍ବାର କହିବାର ତାତ୍ପର୍ଯ୍ୟ ହେଉଛି ଶ୍ରୀଜଗନ୍ନାଥଙ୍କ ବ୍ୟାପକତାକୁ ସର୍ବୋତ୍ତ ଭାବେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୭୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦାରବୀ ପ୍ରତିମାଟିଏ ବୋଲି ବିବେଚନା ନକରି ଆତ୍ମ ସ୍ୱରୂପରେ ପରମାତ୍ମା ଜ୍ଞାନ କରିବା। କାରଣ ଯେଭଳି ସମସ୍ତ ଜୀବଙ୍କର ଜଡ ଶରୀରରେ ପ୍ରାଣ (ଆତ୍ମା )ର ଉପସ୍ଥିତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୭୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ସାକାର ରୂପରେ ଦର୍ଶନ କରୁଥିଲେ ମଧ୍ୟ, ତାଙ୍କୁ (ଶ୍ରୀଜଗନ୍ନାଥ )ଙ୍କ ପ୍ରତିମା ବୋଲି ବିବେଚନା କରିବା ଶାସ୍ତ୍ର ସମ୍ମତ ନୁହେଁ। ସ୍କନ୍ଦ ପୁରାଣ କହେ…

[ଦେଖନ୍ତୁ ଭିଡିଓ] କୋଭିଡ କଟକଣାରେ ମାଘ ସପ୍ତମୀ ବୁଡ

କୋଣାର୍କ: ପବିତ୍ର ମାଘସପ୍ତମୀରେ ଖାଖାଁ ଚନ୍ଦ୍ରଭାଗା ବେଳାଭୂମି । କୋଭିଡ ପାଇଁ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବାରୁ ନେଇ ସୂର୍ଯ୍ୟ ଦର୍ଶନ ଉପରେ ଲାଗିଥିଲା କଟକଣା । ବର୍ଷକୁ ଥରେ ଆସୁଥିବା ଏହି ସୁଯୋଗକୁ ହାତଛଡା କରିଛନ୍ତି ଶ୍ରଦ୍ଧାଳୁ । ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାନ୍ତି ସେଠି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ :  ୭୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରମାତ୍ମା ଶ୍ରୀଜଗନ୍ନାଥ ସମସ୍ତ ଜଗତର ଆଧାର, ଅର୍ଥାତ ସମସ୍ତ ଜଗତରେ ପୁରି ରହିଥିବା ଆତ୍ମ ସତ୍ତା ର ମୂଳ ଉତ୍ସ। ସେଥିପାଇଁ ଆତ୍ମା ନିର୍ଲିପ୍ତ, ନିତ୍ୟ, ସ୍ଥିର, ଅପରିବର୍ତ୍ତନୀୟ ଓ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ :  ୭୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସର୍ବୋତ୍ତ ଭାବେ ଜାଣିବାକୁ ହେଲେ ପ୍ରଥମେ ନିଜ ଆତ୍ମା (ବ୍ରହ୍ମ )କୁ ସଠିକ ଭାବରେ ବୁଝିବାକୁ ହେବ। ପରମବ୍ରହ୍ମଙ୍କ ସ୍ୱରୂପର ବିଶ୍ଳେଷଣ ଯେତିକି ଜରୁରୀ,…

ମାଘ ମେଳା କଟକଣା : ଚନ୍ଦ୍ରଭାଗାରେ ପଡିବନି ବୁଡ

ପୁରୀ: କରୋନା ଭୟାବହତା କମିନଥିବା ବେଳେ ମାଘ ମେଳା ନେଇ କଟକଣା ଜାରି ହୋଇଛି । ମେଳାରେ ଭିଡ଼ ଯୋଗୁୂ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।…

[ଭିଡ଼ିଓ] ନିଧିବନ ରଙ୍ଗମହଲ ତଳେ ରହସ୍ୟମୟ ଗୁମ୍ଫା

ଉତ୍ତରପ୍ରଦେଶ: ଧାର୍ମିକ ନଗରୀ ବୃନ୍ଦାବନ । ଆଉ ବୃନ୍ଦାବନରେ ରହିଛି ନିଧିବନ । ଯେଉଁଠି ପ୍ରଭୂ ଶ୍ରୀକୃଷ୍ଣ ଆଉ ମାଆ ରାଧାଙ୍କ ଆଗମନ ହୋଇଥାଏ। ରାଧାକୃଷ୍ଣ ଏଠାରେ ଜୀବନ୍ତ ପ୍ରତୀୟ ମାନ ହୋଇଥାନ୍ତି। ପରିସରରେ ଥିବା ରଙ୍ଗମହଲରେ ବିଶ୍ରାମ ନେଇଥାନ୍ତି ରାଧାକୃଷ୍ଣ । ଏହି ରଙ୍ଗମହଲରେ ସେମାନଙ୍କ…

[ଭିଡ଼ିଓ] ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀରେ ମାଆ ବାଗଦେବୀଙ୍କୁ ଆବାହନ

ଭୁବନେଶ୍ୱର: ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଏହି ଅବସରରେ ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ…