Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ପଶୁବଳିରେ ରକ୍ତରଞ୍ଜିତ ହେଲା ବଲାଙ୍ଗିରର ଶୁଲିଆ ପୀଠ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା ପାଇଁ ମଙ୍ଗଳବାର ଦିନ ରକ୍ତରଞ୍ଜିତ ହୋଇ ପଡିଛି ପୀଠ। ଜିଲ୍ଲା ପ୍ରଶାସନର ବାରଣ ତଥା ବିଭିନ୍ନ କଟକଣା ସତ୍ୱେ ପାରମ୍ପରିକ ରୀତିନୀତିରେ ହଜାର ହଜାର ସଂଖ୍ୟାରେ ପଶୁବଳି ଦେଇଛନ୍ତି ଶ୍ରଦ୍ଧାଳୁ। ଏଥିସହିତ ଶ୍ରଦ୍ଧାଳୁମାନେ ବଡ…

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୂଙ୍କ ମକରନୀତି । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀ ନିର୍ଘଣ୍ଟ କରାଯାଇଛି । ଆଜି…

ପବିତ୍ର ଗଙ୍ଗା ସ୍ନାନ ସହ ଆରମ୍ଭ ହେଲା କୁମ୍ଭ ମେଳା

ନୂଆଦିଲ୍ଲୀ : ଆଜି ସାରା ଦେଶରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଉଛି । ମକର ସଂକ୍ରାନ୍ତିରେ ଗଙ୍ଗାରେ ବୁଡ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଏହାସହ କୁମ୍ଭ ମେଳା ମଧ୍ୟ ଆରମ୍ଭ ହୋଇଛି । ହାଡଭଙ୍ଗା ଶୀତରେ ଶ୍ରଦ୍ଧାଳୁ ହରିଦ୍ବାର, ଗଙ୍ଗାସାଗର ସମେତ ବିଭିନ୍ନ ସ୍ଥାନରେ ଗଙ୍ଗା ନଦୀରେ…

ମକର ସଂକ୍ରାନ୍ତି’ ଲାଗି ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ‘ମକର ସଂକ୍ରାନ୍ତି’ । ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ଏହି ପର୍ବ ପାଳନର ଅନେକ ମହତ୍ତ୍ୱ ରହିଥିବା ବେଳେ ଆଜିଠାରୁ ଧିରେ ଧିରେ ଦିନ ବଡ ହୋଇଥାଏ। ଏହି ଦିନ ଗଙ୍ଗାରେ ସ୍ନାନ କଲେ, ମୋକ୍ଷ ପ୍ରାପ୍ତି ଓ ଦାରିଦ୍ର‌୍ୟରୁ…

ମକର ସଂକ୍ରାନ୍ତିକୁ ନେଇ କ’ଣ ରହିଛି ଲୋକ ବିଶ୍ୱାସ,ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି । ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ…

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନବାଙ୍କ ବେଶ

ପୁରୀ: ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ନବାଙ୍ଗ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ଆଳତୀ ବେଶରେ ମାଳଚୂଆ ଖୁଣ୍ଟିଆ ଓ ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି । ଏହି ଦିନ ବଡ ସିଂହାର ବେଶରେ ସୋଲ ଓ…

ମକର ସଂକ୍ରାନ୍ତି ସୂର୍ଯ୍ୟଙ୍କ ମହାପର୍ବ, ଆସନ୍ତୁ ଜାଣିବା ଏ ନେଇ କିଛି ଅଜଣା କଥା

ପୁରୀ: ୧୪ ଜାନୁୟାରୀ ଗୁରୁବାର ମକର ସଂକ୍ରାନ୍ତି ଏବଂ ସୂର୍ଯ୍ୟଙ୍କ ଉତରାୟଣ ଚଳନ । ସୂର୍ଯ୍ୟଙ୍କ ଯୋଗୁ ପୃଥ୍ୱୀରେ ଜୀବନ ସମ୍ଭବ ହୋଇଛି । ବିଭିନ୍ନ ଗ୍ରନ୍ଥରେ ଶିବ, ବିଷ୍ଣୁୁ, ଗଣେଶ, ଦୁର୍ଗା ଓ ସୂର୍ଯ୍ୟଙ୍କୁ ପଂଚଦେବ ଭାବେ ବର୍ଣ୍ଣିତ କରାଯାଇଛି । ପ୍ରତ୍ୟେକ ଦିନ ଏହି ମହାପ୍ରଭୁଙ୍କ ପୂଜା…

ଶ୍ରୀମନ୍ଦିରକୁ ମକରତାଡ଼ ବିଜେ ନୀତି ଅନୁଷ୍ଠିତ

ପୁରୀ: ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ମକର ଚାଉଳ ଲାଗି କରାଯିବ । ଏଥିନିମନ୍ତେ ଆଜି ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ମକରତାଡ଼ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ପୌଷମାସ ମାସନ୍ତ ଦିନ ଶ୍ରୀମନ୍ଦିରରେ…

ପାତାଳି ଶ୍ରୀକ୍ଷେତ୍ର ଭକ୍ତଙ୍କ ପାଇଁ ଖୋଲା

ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଉଲୁଣ୍ଡା ବ୍ଲକର ପବିତ୍ର ତୀର୍ଥକ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ର ଦୀର୍ଘ ୧୦ ମାସ ପରେ ଭକ୍ତ ପାଇଁ ଖୋଲା ଯାଇଛି। ଏହାପରେ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।…

ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି

ପୁରୀ: ବୁଧବାର ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ 'ବନକ ଲାଗି' ବା 'ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହୋଇଅଛି । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ମହାପ୍ରଭୁଙ୍କ ଏହି ଗୁପ୍ତ ସେବା ପ୍ରାୟ ୪…