Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଭୋର୍ ୫ଟା ୨୦ରେ ଉଠିଲା ବାବା ଲୋକନାଥଙ୍କ ପୀଠରେ ମହାଦୀପ

ପୁରୀ: ଶାନ୍ତିଶୃଙ୍ଖଳାର ସହ ପୁରୀରେ ଶେଷ ହୋଇଛି ପବିତ୍ର ଜାଗର ଯାତ୍ରା । ବାବା ଲୋକନାଥ ପୀଠରେ ଭୋର ୫ଟା ୨୦ ମିନିଟରେ ମହାଦୀପ ଉଠିଥିଲା । ମହାଦୀପକୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ସେତିକିବେଳେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ ଓ ହୁଳହୁଳିରେ…

କଟକଣା ଭିତରେ ବଲାଙ୍ଗିର ଜିଲ୍ଲାରେ ଚାଲିଛି ଶିବରାତ୍ରୀ ପୂଜା, ମଧ୍ୟରାତିରେ ଉଠିବ ମହାଦୀପ

ବଲାଙ୍ଗିର: ରୀତିନୀତି ଅନୁଯାଇ ବଲାଙ୍ଗିର ଜିଲ୍ଲାରେ ପାଳିତ ହୋଇଛି ଜାଗର । ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର, ରାଣୀପୁର ଝରିଏଲ ଶୈବ ପୀଠ, ଟିଟିଲାଗଡ ଶୈବପୀଠ, ବେଲଖଣ୍ଡି ଶୈବ ପୀଠ, ବଲାଙ୍ଗିର ସୁର୍ଡା, ଆଠଗାଁ, ସହରର ବିଭିନ୍ନ ଶୈବ ପୀଠରେ ଚାଲିଛି ଜାଗର ପୂଜା । ସକାଳ ୩ଟାରୁ ମନ୍ଦିର ଦ୍ବାର…

ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିବାକୁ ଭକ୍ତଙ୍କୁ ଅନୁମତି, ଭିଡ଼ ହେଲେ କଟକଣା

ଭୁବନେଶ୍ୱର: ମହାଶିବରାତ୍ରିରେ ଲିଙ୍ଗରାଜଙ୍କ ମନ୍ଦିର ଭିତରେ ଦୀପ ଜାଳି ପାରିବେ ଭକ୍ତ । ଏଥିପାଇଁ ଅନୁମତି ଦେଇଛି ପ୍ରଶାସନ । କିନ୍ତୁ ଅଧିକ ଭିଡ଼ ହେଲେ କଟକଣା ଲାଗିବ । କୋଭିଡ୍ ଗାଇଡଲାଇନ୍ ମାନି ମନ୍ଦିର ଭିତରେ ଦୀପ ଜାଳିବା ପାଇଁ ଭକ୍ତଙ୍କୁ ଅନୁମତି ଦିଆଯାଇଛି । ଯଦି ଅଧିକ ଭିଡ ହେବ ଓ…

ଅଘୋରୀଙ୍କ ରହସ୍ୟମୟ ଜୀବନ, ମୃତ୍ୟୁକୁ ନଥାଏ ତିଳେ ମାତ୍ର ଭୟ

ଭଗବାନ ଶିବଙ୍କ ପରମ ଭକ୍ତ ହେଉଛନ୍ତି ଅଘୋରୀ ବାବା । ହିନ୍ଦୁ ଧର୍ମରେ କେତେକ ପ୍ରକାର ସାଧୁ-ସନ୍ଥ ଥିବାବେଳେ ସମସ୍ତଙ୍କ ଠାରୁ ଅଲଗା ହେଉଛନ୍ତି ଅଘୋରୀ । ଏମାନେ ସାଂସାରିକ ଓ ଗୃହସ୍ଥ ଜୀବନଠାରୁ ଦୂରେଇ ରହି ଭଗବାନ ଶିବଙ୍କୁ ଆରାଧନାରେ ଲୀନ ହୋଇଥାନ୍ତି । ଅଘୋରୀ ଓ ନାଗା ସାଧୁଙ୍କ ବେଶଭୂଷା…

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ନୀତିନିର୍ଘଣ୍ଟ ଅନୁସାରେ ନୀତିକାନ୍ତି ଚାଲିଛି । କୋଭିଡ୍ କଟକଣା ମଧ୍ୟରେ ଶ୍ରଦ୍ଧାଳୁ ମହାଦେବଙ୍କର ଦର୍ଶନ କରୁଛନ୍ତି । ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ମଧ୍ୟରେ ଭୋରରୁ ନୀତିକାନ୍ତି…

ମାର୍ଚ୍ଚ ୯ରେ ଲୋକନାଥ ମନ୍ଦିରରେ ପାଳିତ ହେବ ପଙ୍କୋଦ୍ଧାର ଏକାଦଶୀ

ପୁରୀ: ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ମାର୍ଚ୍ଚ ୯ରେ କୋଭିଡ ୧୯ କଟକଣା ଭିତରେ ପାଳିତ ହେବ ପଙ୍କୋଦ୍ଧାର। ଏଥିପାଇଁ ଶ୍ରୀଲୋକନାଥ ମନ୍ଦିର ଭିତରେ ଓ ବାହାରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ମନ୍ଦିର ଠାରୁ ୨୦୦ ମିଟର ଅଂଚଳକୁ ନୋ ଏଣ୍ଟ୍ରି ଜୋନ କରାଯାଇଛି। ସିମୀତ…

ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ

ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ତିଥିରେ ଶ୍ରୀମନ୍ଦିରର ରତ୍ନ ସିଂହାସନାରୂଢ଼ ଶ୍ରୀଜିଉମାନେ ମନୋଜ୍ଞ ଗଜ ଉଦ୍ଧାରଣ ବେଶରେ ଶୋଭାୟମାନ ହୁଅନ୍ତି । ମନେପଡେ ଭକ୍ତ ସାଲବେଗଙ୍କ ସେହି ପ୍ରସିଦ୍ଧ ଭଜନରୁ - ''ହେ ନୀଳ ଶଇଳ-ପ୍ରବଳ-ମତ୍ତ ବାରଣ ମୋ ଆରତ-ନଳିନୀ ବନକୁ କର ଦଳନ ।। ଗଜରାଜ…

ଆଜି ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀଜୀଉ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଏହି୍ ବେଶରେ ଆଜି ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର । ଦ୍ୱିପହର ଧୂପ ସରିବା ପରେ ଏହି ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଏହା ପରେ ସାହାଣ ମେଲା ଦର୍ଶନ ହେବ । ଗଜଉଦ୍ଧାରଣ…

‘ବନକଲାଗି ନୀତି’ ପାଇଁ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ବୁଧବାର ଦିନ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆଜି ଅପରାହ୍ନ ୪ଟା ରୁ ରାତି ୮ଟା ପର୍ଯ୍ୟନ୍ତ ଚାରିଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ଆଜି ପବିତ୍ର ଶ୍ରୀପଞ୍ଚମୀରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ

ପୁରୀ: ଆଜି ବସନ୍ତ ପଞ୍ଚମୀ । ଅବସରରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବାର ପରମ୍ପରା ରହିଛି। ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚନା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡରୁ…