Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ମା’ ବିରଜାଙ୍କ ସ୍ଵନକ୍ଷତ୍ର ଦିବସ; ଚଳଚଞ୍ଚଳ ଯାଜପୁର

ଯାଜପୁର: ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଆଜି ସ୍ୱନକ୍ଷତ୍ର ଦିବସ । ଜଗତଜିତା ଦୟାମୟୀ ବିପଦହାରିଣୀ ମା’ ବିରଜା ପୀଠ ଦେଶର ଧାର୍ମିକ ପୀଠ ମଧ୍ୟରୁ ଅନ୍ୟତମ । ଜନ୍ମତିଥିରେ କରୁଣାମୟୀ ମା’ ସାବିତ୍ରୀ ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେଇଛନ୍ତି । ମାଙ୍କର ଏହି ବେଶ ଦର୍ଶନ କଲେ…

ଜ୍ୟୋତିଷ ବିଚାରରେ ଶନି ଚଳନ; କ’ଣ ରହିଛି ଶୁଭାଶୁଭ ଫଳ ଜାଣନ୍ତୁ…

ଗ୍ରହରାଜ ଶନି ନୀଳ ରଙ୍ଗର ପ୍ରତିକ । ସେ ଆୟୁକୁ ନିୟନ୍ତ୍ରଣ କରନ୍ତି ଅଳ୍ପାୟୁ ଦୀର୍ଘାୟୁ ଶନିଙ୍କର ଅଧିନ।ସେ ନ୍ୟାୟର ବିଚାରକ ଦୋଷିକୁ ଦଣ୍ଡ ପ୍ରଦାନ କରନ୍ତି ସତ୍ୟ ଧର୍ମ ର ଆଜ୍ଞା ପାଳନ କରି ଥାନ୍ତି । କଳି ଯୁଗରେ ହନୁମାନ, କାଳି, ଓ ଗ୍ରହରାଜ ଶନି ଏ ତିନିଜଣ ଜୀବନ୍ତ (ଜ୍ୟୋତିଷ କୌମୁଦୀ)।…

ଆଜି ଶ୍ରୀଜିଉଙ୍କ ‘ବନକଲାଗି’ ନୀତି, ୪ ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର‌୍ୟ୍ୟନ୍ତ ଶ୍ରୀଜିଉଙ୍କ…

ଶ୍ରୀମନ୍ଦିରରେ ପ୍ରତିହାରୀଙ୍କ ବେତମାଡ଼; ଜାଣନ୍ତୁ, ‘ଜାଉଁଳିବେତ’ର ରହସ୍ୟ !

ପୁରୀ: ପୁରୀ ଶ୍ରୀମନ୍ଦିରରେ ପ୍ରତିହାରୀ ସେବକଙ୍କ ବେତମାଡ କିଏ ବା ନ ଖାଇଛନ୍ତି । ଏହି ବେତମାଡ ଖାଇ କେତେକ ବିରକ୍ତି ମଧ୍ୟ ପ୍ରକାଶ କରିଥାନ୍ତି । ପ୍ରକୃତରେ ଶ୍ରୀମନ୍ଦିରରେ ବେତମାଡ ଖାଇଲେ ଭଲ । ଏଥିରେ ସେବକଙ୍କ ସ୍ୱାର୍ଥ ସହ ଆମର ମଧ୍ୟ ଲାଭ ରହିଛି । ବେତମାଡ ନ ଖାଇଲେ ପାପ ଛାଡେ ନାହିଁ କି…

ମକର ସଂକ୍ରାନ୍ତି ଅବସରରେ ଆରଡି ପୀଠରେ ୪୦ ହଜାର ଭକ୍ତଙ୍କ ସମାଗମ !

ଭଦ୍ରକ: ପବିତ୍ର ମକର ସଂକ୍ରାନ୍ତି ପାଇଁ ପ୍ରସିଦ୍ଧ ଶୈବକ୍ଷତ୍ର ଆରଡିଧାମ ହୋଇ ଉଠିଥିଲା ଚଳଚଞ୍ଚଳ । ଏହି ଅବସରରେ ମଣିବାବଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୪୦ହଜାର ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ । ଏପରିକି ପବିତ୍ର ମକର ସଂକ୍ରାନ୍ତିରେ ମନ୍ଦିରରେ ଶହଶହ…

ପରମ୍ପରା ଓ ବିଶ୍ୱାସର ଉତ୍ସବ ଜାଲ୍ଲୀକଟ୍ଟୁ: ଷଣ୍ଢ-ମଣିଷ ଲଢ଼େଇର ପର୍ବ

ତାମିଲନାଡୁ: ଆରମ୍ଭ ହୋଇଛି ତାମିଲନାଡୁର ପ୍ରସିଦ୍ଧ ଉତ୍ସବ ଜାଲ୍ଲୀକଟ୍ଟୁ । ତାମିଲନାଡୁର ମଦୁରାଇରେ ଆୟୋଜିତ ଏହି ଉତ୍ସବରେ ଚଳିତବର୍ଷ ଭାଗ ନେଇଛନ୍ତି ୭୦୦ ଷଣ୍ଢ । ଷଣ୍ଢକୁ କାବୁ କରିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ୭୩୦ ଯୁବକ । ଜାଲୀକାଟ୍ଟୁ ତାମିଲନାଡୁର ଗ୍ରାମୀଣ ଅଂଚଳର ଏକ ପାରମ୍ପରିକ…

ଭୋପାଳ ବ୍ୟବସାୟୀଙ୍କ ନିଆରା ମକର ସଂକ୍ରାନ୍ତି; ଲକେଟ୍ କରି ପିନ୍ଧିଲେ ସୁନା ଗୁଡ଼ି !

ଭୋପାଳ: ମକର ସଂକ୍ରାନ୍ତି ସାରା ଭାରତରେ ଆଜି ଧୂମଧାମରେ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଏହାକୁ ପାଳନ କରାଯାଇଛି । ଭୋପାଳରେ ଏହି ପର୍ବର ଗୁରୁତ୍ୱ ଅଧିକ ରହିଛି । ପ୍ରାୟ ସମସ୍ତ ବାସିନ୍ଦା ଛାତ ଉପରେ ଗୁଡି ଉଡାଇ ଏହାର ମଜା ଉଠାଇଛନ୍ତି । ସ୍ଥାନୀୟ ବାସିନ୍ଦା…

ଶ୍ରୀମନ୍ଦିରରେ କାହିଁକି କୁହାଯାଏ ‘ମକର ଚଉରାଶି’; ଜାଣନ୍ତୁ, କ’ଣ ରହିଛି ରହସ୍ୟ !

ପୁରୀ: ଶ୍ରୀଜଗନ୍ନାଥ ହେଉଛନ୍ତି ସୂର୍ଯ୍ୟଙ୍କ ଭଳି ସକଳ ଶକ୍ତିର ଆଧାର । ତାଙ୍କୁ ଚଉରାଶି ଲକ୍ଷ ଯୋନିର ଦେବତା କୁହାଯାଏ । ମକର ସଂକ୍ରାନ୍ତିରେ ଉତରାୟଣ ବନ୍ଦାପନା ଓ ମକରଚଉରାଶି ବେଶ ଓ ଭୋଗ ସମର୍ପଣ କରି ମହାପ୍ରଭୁଙ୍କୁ ଉପାସନା କରାଯାଏ । ମକର ଚାଉଳରେ ବିଭିନ୍ନ ସୁମିଷ୍ଠ ଦ୍ରବ୍ୟ ମିଶାଇ…

କେଉଁ ଅଞ୍ଚଳରେ କିପରି ପାଳନ ହେଉଛି ମକର ସଂକ୍ରାନ୍ତି, ଜାଣନ୍ତୁ

ଭୁବନେଶ୍ୱର: ଭାରତର ପ୍ରାୟତଃ ପ୍ରତ୍ୟେକ ସ୍ଥାନରେ ଆଜି ମକର ସଂକ୍ରାନ୍ତି ପାଳନ କରାଯାଉଛି । ବିଭିନ୍ନତା ମଧ୍ୟରେ ଏକତା ଥିବା ଆମ ଦେଶର କେଉଁ ସ୍ଥାନରେ କିଭଳି ଏହି ପର୍ବ ପାଳନ ହେଉଛି ଆସନ୍ତୁ ଜାଣିବା... ଓଡ଼ିଶାରେ ବେଶ୍ ଧୁମଧାମରେ ମକର ସଂକ୍ରାନ୍ତିକୁ ପାଳନ କରାଯାଉଛି । ଏଥିପାଇଁ ସମସ୍ତ…

ଆଜି ପବିତ୍ର ‘ମକର ସଂକ୍ରାନ୍ତି’; ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ଆଜି ପବିତ୍ର ‘ମକର ସଂକ୍ରାନ୍ତି’ । ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ପାଳନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି । ଆଜିଠାରୁ ଦିନ ଧିରେ…