Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ମାର୍ଗଶିର ମାସରେ ଏହିଭଳି କରନ୍ତୁ ଭଗବାନଙ୍କ ଆରାଧନା, ନିଶ୍ଚିତ ପାଇବେ ଶୁଭଫଳ !

ଭୁବନେଶ୍ୱର: ହିନ୍ଦୁ ଧର୍ମ ଅନୁସାରେ ବର୍ଷର ନବମ ମାସ ହେଉଛି ମାର୍ଗଶିର ମାସ । ପୁରାଣ ଅନୁଯାୟୀ ଏହି ମାସରେ ବ୍ରତ, ପୂଜା ଆଦି କଲେ ଭଗବାନ ଶ୍ରୀ କୃଷ୍ଣଙ୍କ କୃପା ପ୍ରାପ୍ତି ହୋଇଥାଏ। ମାର୍ଗଶିର ମାସରେ ନଦୀରେ ସ୍ନାନ କରିବାରେ ଭଗବାନଙ୍କ ମହିମା ରହିଛି । ଶାସ୍ତ୍ର ଅନୁସାରେ, ଯେତେବେଳେ…

ଓଡ଼ିଆ ଘରର ମାଣବସା ଗୁରୁବାର ସହ ଜଡିତ କିମ୍ବଦନ୍ତୀ ଓ ପୂଜାବିଧି ସମ୍ପର୍କରେ ଜାଣନ୍ତୁ..

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଆ ଘରର ମାଣବସା ଓଷା । ଏହା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ…

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ: ଜଗତର ବଡ଼ଠାକୁର ଶ୍ରୀଜଗନ୍ନାଥ କିପରି ହୁଅନ୍ତି ପଢୁଆଁ, ଜାଣନ୍ତୁ…

ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ‘ ପ୍ରଥମାଷ୍ଟମୀ’ କୁହାଯାଏ । ଓଡ଼ିଆ ପଞ୍ଜିକା ଅନୁସାରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମମାସ ଭାବରେ ଗଣନା କରାଯାଏ । ସେଥପାଇଁ ‘ମାର୍ଗଶିର’ ମାସକୁ ‘ଅଗ୍ରହାୟଣ ମାସ’ ବୋଲି କୁହାଯାଇଥାଏ । ବର୍ଷର ପ୍ରଥମମାସର ପ୍ରଥମ ଅଷ୍ଟମୀକୁ…

ପଶ୍ଚିମ ଓଡ଼ିଶାର ନିଆରା ବାଲିଯାତ୍ରା…

ସୋନପୁର: ପଶ୍ଚିମ ଓଡିଶାର ସୋନପୁର ଜିଲ୍ଲାରେ ବଦଳି ଯାଏ ବାଲିଯାତ୍ରାର ଅର୍ଥ । ବାଲିଯାତ୍ରା ବଦଳରେ ଏଠାରେ ପାଳନ ହୁଏ ବଳିଯାତ୍ରା । ଇଂରାଜିରେ ଏହାକୁ ଉଚ୍ଚାରଣ କଲେ ବାଲିଯାତ୍ରା ଉଚ୍ଚାରିତ ହେଇଥିବାରୁ କେତକ ଏହାକୁ ପଶ୍ଚିମ ଓଡିଶାର ବାଲିଯାତ୍ରା ବୋଲି କୁହନ୍ତି। କିମ୍ବଦନ୍ତୀ ଅନୁଯାୟୀ…

ଓଡ଼ିଆ ସଂସ୍କୃତିରେ ଗୁଆ…

ଭୁବନେଶ୍ୱର: ଗୁଆ ବା ସୁପାରୀ ବିନା ପାନର କୌଣସି ମଜା ନାହିଁ । ଏହା ଦକ୍ଷିଣ-ପୂର୍ବ ଏସିଆରୁ ଓଡ଼ିଶାକୁ ଆମଦାନୀ ହୋଇଥାଏ। ସେସବୁ ଦେଶରେ ଗୁଆର ଅନେକ ଲୋକପ୍ରିୟତା ରହିଛି । ଦକ୍ଷିଣ-ପୂର୍ବର ଗ୍ରାମୀଣ ଅଞ୍ଚଳରେ ଲୋକେ ପାନ ଓ ଗୁଆର ବ୍ୟବହାରରେ ଅଭ୍ୟସ୍ଥ ହୋଇ ଗଲେଣି। ଓଡ଼ିଶାରେ କୌଣସି…

ରବିବାର ଦିନ ଏଭଳି କରନ୍ତୁ ସୂର୍ଯ୍ୟ ଉପାସନା !

ଆମେ ସମସ୍ତେ ପିଲାବେଳେ ଦେଖିଛନ୍ତି ଜେଜେବାପା ସକାଳୁ ଉଠି ଗାଧୋଇସାରି ସୂର୍ଯ୍ୟଙ୍କୁ ଗୋଟିଏ ଢାଳରେ ପାଣି ଟେକନ୍ତି । ହଁ, ହିନ୍ଦୁଶାସ୍ତ୍ରାନୁସାରେ ଏହା ବିଶ୍ୱାସ ରହିଛି ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି…

ନବରଙ୍ଗପୁରର ମା’ ଭଣ୍ଡାରଘରଣୀ: ଯାହାଙ୍କୁ ବିନା ଦର୍ପଣରେ ଦେଖିବା ମନା 

ନବରଙ୍ଗପୁର : ଓଡ଼ିଶାରେ ଏମିତି ଅନେକ ସ୍ଥାନ ରହିଛି, ଯାହାର ପ୍ରାକୃତିକ ଶୋଭାରାଜି ଆମକୁ ଆକର୍ଷିତ କରିଥାଏ । ନବରଙ୍ଗପୁର ଏଥିମଧ୍ୟରୁ ଅନ୍ୟତମ । ପ୍ରକୃତି ମା’ ତାର ସବୁତକ ସୌନ୍ଦର୍ଯ୍ୟ ସତେ ଯେପରି ଏଇଠି ଅଜାଡି ଦେଇଛି । ଆରାଧ୍ୟ ଦେବୀ ମା’ ଭଣ୍ଡାରଘରଣୀଙ୍କ ମନ୍ଦିର ସାଙ୍ଗକୁ ଇନ୍ଦ୍ରାବତୀ…

ଜାଣନ୍ତୁ, ‘କପାଳଭାତି ପ୍ରାଣାୟାମ’ର ଅଦ୍ଭୁତ ଉପକାରିତା…

ଭୁବନେଶ୍ୱର: ମହାନ ହିନ୍ଦୁ ସାଂସ୍କୃତିକ ଚେତନା ଅନୁଯାୟୀ ଯୋଗ କରିବା ହିଁ ଏକ ପ୍ରକାରର ଜୀବନଦର୍ଶନ । ଯୋଗ ସମସ୍ତ ମନୁଷ୍ୟ ଲାଗି ଏକପ୍ରକାର ଜୀବନ ପଦ୍ଧତି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାଦ୍ୱାରା ବାଧିମୁକ୍ତ ହୋଇ ମଣିଷ ସୁସ୍ଥଜୀବନ ଯାପନ କରିପାରିବ । ନିୟମିତ ଯୋଗ ତଥା ପ୍ରାଣାୟାମ କରିବା…

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଏଥର ବି ଭୁବନେଶ୍ୱର ପ୍ରଧାନ କଂସ ହେବେ !

ବରଗଡ଼: କଂସ ଭୂମିକାର ଅଭିନେତା ଚୟନ ନେଇ ଗତ କିଛିଦିନ ହେଲା ଯେଉଁ ଅଚଳାବସ୍ଥା ଜାରି ରହିଥିଲା ଶେଷରେ ତାହାର ଅବସାନ ଘଟିଛି । ଗତଥର ଧନୁଯାତ୍ରାରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତା ଭୁବନେଶ୍ୱର ପ୍ରଧାନ ଏଥର ମଧ୍ୟ ଏହି ବିଶାଳ ଖୋଲାମଞ୍ଚରେ କଂସ ଭୂମିକାରେ ଅଭିନୟ ଜାରି ରଖିବେ ।…

ଉଦଘାଟିତ ହେଲା ଐତିହାସିକ ବାଲିଯାତ୍ରା ମହୋତ୍ସବ

କଟକ: ପ୍ରାଚୀନ ଉତ୍କଳୀୟ ବାଣିଜ୍ୟ ପରମ୍ପରାର ସ୍ମୃତିବହନ କରୁଥିବା ଐତିହାସିକ ବାଲିଯାତ୍ରା ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ଐତିହ୍ୟ ସମ୍ପନ୍ନ ବାଲିଯାତ୍ରା ଉତ୍ସବକୁ ଉଦଘାଟନ କରିଛନ୍ତି । କଟକ ମହାନଦୀକୂଳର…