Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଆଲୋକର ପର୍ବ ଦୀପାବଳି; ଉତ୍ସବମୁଖର ସାରା ଦେଶ

ଭୁବନେଶ୍ୱର : ପବିତ୍ର ଦୀପାବଳି ଉପଲକ୍ଷେ ଓଡିଶା ସମେତ ସମଗ୍ର ଦେଶରେ ଉତ୍ସବମୁଖର ହୋଇଉଠିଛି । କେହିକେହି ଘରେ ରଙ୍ଗୋଲି ସହିତ ଦୀପ ଜଳାଇ ତ ଆଉ କେହିକେହି ବାଣ ଫୁଟାଇ ଏହି ଦୀପାବଳି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି । ଶାସ୍ତ୍ରାନୁଯାୟୀ ଅନ୍ଧକାର ଉପରେ ଆଲୋକ ଏବଂ…

ମା’ ଲକ୍ଷ୍ମୀଙ୍କ ଶୁଭାର୍ଶୀବାଦ ଲାଗି ଦୀପାବଳିରେ ଏହିପରି କରନ୍ତୁ ପୂଜାର୍ଚ୍ଚନା…

ଆଲୋକର ପର୍ବ ଦୀପାବଳିକୁ ସବୁଠି ବଡ ଧୂମଧାମରେ ପାଳନ କରାଯାଇଥାଏ । ଏଥିପାଇଁ ବହୁପୂର୍ବରୁ ଘରମାନଙ୍କରେ ସଜାସଜ୍ଜି ତଥା ପୂର୍ବପ୍ରସ୍ତୁତି ଆରମ୍ଭ କରାଯାଇଥାଏ । ଦୀପାବଳି ଦିନ ଦୀପର ଆଲୋକରେ ମା’ ଲକ୍ଷ୍ମୀ ଗୃହରେ ପ୍ରବେଶ କରୁଥିବା ନେଇ ମାନ୍ୟତା ମଧ୍ୟ ରହିଛି । ପୂଜା ଆରମ୍ଭ କରିବା…

ଝିପିଝିପି ବର୍ଷାରେ ଜମିଲା ‘ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା’ ଭସାଣୀ ଉତ୍ସବ…

ଢେଙ୍କାନାଳ: ପ୍ରବଳ ବର୍ଷାଯୋଗୁଁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣୀ ଉତ୍ସବ ବିଳମ୍ବ ଘଟିଛି । ବିଳମ୍ବରେ ଭସାଣୀ ପଟୁଆର ବାହାରିଥିଲେ ମଧ୍ୟ ସାମାନ୍ୟ ବର୍ଷାରେ ବେଶ୍ ଜାକଜମକରେ ପାଳିତ ହୋଇଛି ଏହି ଉତ୍ସବ । ରାଜ୍ୟରେ ଗଜଲକ୍ଷ୍ମୀ ପୂଜା ଲାଗି ପ୍ରସିଦ୍ଧି ଲାଭ କରିଥିବା…

କାହିଁକି ପାଳିତ ହୁଏ ଧନତେରସ, ଜାଣନ୍ତୁ କିଛି ପୌରାଣିକ କଥା !

ଭୁବନେଶ୍ୱର : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ । ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ । ଶାସ୍ତ୍ରମତେ ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା ଏବଂ ଯମରାଜାଙ୍କ ଦୃଷ୍ଟିରୁ ନିଜ ଆତ୍ମିୟସ୍ୱଜନଙ୍କୁ ରକ୍ଷା ପାଇଁ ମଧ୍ୟ…

ସାବଧାନ! ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ

ଭୁବନେଶ୍ୱର: ହିନ୍ଦୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଏହିସବୁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । କୁହାଯାଏ ନମାନି ଏହିସବୁ କାମ କଲେ ସୁଖ,ଶାନ୍ତି, ସମୃଦ୍ଧି ଆଦି ଭଙ୍ଗ ହୋଇଥାଏ । ତେବେ ଜାଣନ୍ତୁ କେଉଁସବୁ କାର୍ଯ୍ୟ ସନ୍ଧ୍ୟା ସମୟରେ କରିବାକୁ ବର୍ଜନ କରାଯାଇଛି... ସନ୍ଧ୍ୟା ବେଳେ…

ଆଜି କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର; ରାଧା-ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜଗନ୍ନାଥ

ପୁରୀ: ହିନ୍ଦୁ ଧର୍ମରେ ବର୍ଷକ ବାରମାସ ମଧ୍ୟରୁ ସବୁଠାରୁ ପୁଣ୍ୟ ମାସ ହେଉଛି କାର୍ତ୍ତିକ । ପବିତ୍ର କାର୍ତ୍ତିକର କୋଳାହଳରେ ଉଠୁଛି ପଡୁଛି ଜଗନ୍ନାଥ ଧାମ। କାର୍ତ୍ତିକ ମାସର ଆଜି ହେଉଛି ଦ୍ଵିତୀୟ ସୋମବାର । ଏହି ମାସରେ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି । ମହାପ୍ରଭୁଙ୍କ…

ବାବା ଆଖଣ୍ଡଳମଣିଙ୍କ ପୀଠରେ କାର୍ତ୍ତିକ ବ୍ରତ

ଭଦ୍ରକ: ପ୍ରସିଦ୍ଧ ଶୈବପୀଠ ଆରଡି ଧାମ ବାବା ଆଖଣ୍ଡଳମଣିଙ୍କ ମନ୍ଦିରଠାରେ ବିରଜା ପଞ୍ଜିକା ଅନୁଯାୟୀ ପବିତ୍ର ଗର୍ଭଣା ସଂକ୍ରାନ୍ତିରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଏଥିପାଇଁ ମଣିବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ସହସ୍ରାଧିକ ଭକ୍ତଙ୍କ ସମାଗମ ହେଉଛି ।…

ଧନତେରାସରେ କିଣନ୍ତୁ ଏହିସବୁ ଜିନିଷ, ଘରକୁ ଆସିବ ସୁଖ ସମୃଦ୍ଧି !

ଭୁବନେଶ୍ୱର: ଆଗକୁ ଆସୁଛି ଧନତେରାସ । ଧନତେରାସର ଶୁଭ ମୁହୂର୍ତ୍ତରେ ଦ୍ରବ୍ୟ କିଣିଲେ ଶୁଭ ଓ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି।  ଆଜି ଆମେ ଆପଣଙ୍କୁ ଜଣାଇବୁ କାହିଁକି ପାଳନ କରାଯାଏ ଧନତେରାସ ଏବଂ ଏହି ଦିନ କଣ କିଣିବା ଉଚିତ ଓ ଅନୁଚିତ । କାହିଁକି ପାଳନ କରାଯାଏ ଧନତେରାସ:…

ଗୁରୁବାରରେ ଏହିପରି କରନ୍ତୁ ଲକ୍ଷ୍ମୀଙ୍କ ଆରାଧନା; ପାଇବେ ନିଶ୍ଚିତ ଶୁଭଫଳ !

ଧନ ସମ୍ପତ୍ତି ଓ ବୈଭବର କାମନା ସମସ୍ତେ କରିଥାନ୍ତି । ଏହାକୁ ପାଇବା ଲାଗି ବ୍ୟକ୍ତିବିଶେଷ ଲଗାତାର ପ୍ରୟାସ ଜାରି ରଖିଥାନ୍ତି । ତଥାପି ବେଳେବେଳେ ସବୁ ପ୍ରଚେଷ୍ଟା ସତ୍ୱେ ମଧ୍ୟ ସଫଳତା ମିଳିପାରିନଥାଏ । କୁହାଯାଏ, ମା’ ଲକ୍ଷ୍ମୀଙ୍କ କୃପା ରହିଲେ ଧନ, ଯଶ ଓ ବୈଭବ ଆଦି ମିଳିଥାଏ ।…

ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ, କ୍ରୋଧ କରିବେ ମାଆ ଲକ୍ଷ୍ମୀ !

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ ସ୍ୱଚ୍ଛ ଓ ଶୁଦ୍ଧ ଭାବେ ଧନଦାତ୍ରୀ ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ ଘରେ ଧନର ବୃଦ୍ଧି ହେବା ସହ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୁଏ । ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତାହାର ଆଶାନୁରୂପକ ଅର୍ଥ ପ୍ରାପ୍ତି ହୋଇନଥାଏ।…