Latest Odisha News
Browsing Category

ଧର୍ମ ଓ ପରମ୍ପରା

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅକ୍ଷିମୁଠି ଅନୁକୂଳ କଲେ ଓଡ଼ିଆ କୃଷକ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଶାର କୃଷକମାନେ ନୂତନ ଚାଷକାର୍ଯ୍ୟ ଲାଗି ନିଜ ନିଜର ଚାଷଜମିରେ ପୂଜା କରିବା ସହିତ ଅକ୍ଷିମୁଠି ଅନୁକୂଳ କରିଥାଆନ୍ତି । ତେବେ ଚାରି ଦିନ ପୂର୍ବରୁ ଅର୍ଦ୍ଧାଧିକ ଓଡ଼ିଶାରେ ଭୟଙ୍କର ବାତ୍ୟାରେ କ୍ଷୟକ୍ଷତି ଯୋଗୁଁ କୃଷକମାନଙ୍କର ମନୋବଳ…

ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’: ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା !

ପୁରୀ: କିଛି ଘଣ୍ଟାର ବ୍ୟବଧାନ ପରେ ଓଡ଼ିଶା ଉପକୂଳ ଛୁଇଁବ ଭୟଙ୍କର ସାମୁଦ୍ରିକ ଝଡ଼ ଫନି । ବାତ୍ୟା ଫନିକୁ ନେଇ ସମଗ୍ର ରାଜ୍ୟ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ପୁରୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଉପରେ ଉଡୁଥିବା ପତିତପାବନ ବାନା ଗୁରୁବାର ସକାଳୁ କେଉଁଆଡ଼େ ଉଡ଼ିଯାଇଥିବାର…

‘ବନକଲାଗି’ ନୀତି ପାଇଁ ୪ଘଣ୍ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ…

ନୀଳଚକ୍ର ବାନା କାଢିବା ପ୍ରସଙ୍ଗ: ୩ ଜେଟିପି କର୍ମଚାରୀଙ୍କୁ ନୋଟିସ୍ ଜାରି

ପୁରୀ : ପୁରୀ ଜଗନ୍ନାଥ ମନ୍ଦିର ଉପରୁ ଜଣେ ମାନସିକ ବିକୃତ ନାବାଳକ ମନ୍ଦିରର ବାନା କାଢିବା ଘଟଣାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଶସନ ଶୁକ୍ରବାର ଦିନ ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି)ର ୩ ପୋଲିସ ଅଧିକାରୀଙ୍କୁ ନୋଟିସ୍ ଜାରି କରିଛି । ସେମାନଙ୍କୁ ପ୍ରାୟ ୨ ସପ୍ତାହ ମଧ୍ୟରେ ଜବାବ ରଖିବା…

ପୁରୀରେ ମିଥୁନ ଚକ୍ରବର୍ତ୍ତୀ, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲେ

ପୁରୀ: ଭେଟେରାନ୍ ବଲିଉଡ଼ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା ଗ୍ରହଣ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଅନେକ ଦିନ ପୂର୍ବରୁ ମିଥୁନ ପୁରୀ ଆସି ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ ବୋଲି ମନସ୍ଥ କରିଥିଲେ । ପୁରୀରେ ଗୁରୁବାର ଦିନ ତାଙ୍କ…

‘ଗୁଡ୍ ଫ୍ରାଇଡେ୍’ ଅବସରରେ ମୋଦୀ ଓ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ‘ଗୁଡ୍ ଫ୍ରାଇଡେ୍’ ତଥା ‘ଶୁଭ ଶୁକ୍ରବାର’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।…

ମାଉସୀ ମା’ ମନ୍ଦିର ପହଞ୍ଚି ପାରିଲାନି ରୁକୁଣା ରଥ, ଆଜି ମଧ୍ୟ ଟାଣୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର : ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଶୋକାଷ୍ଟମୀ ଅବସରରେ ରବିବାର ଦିନ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ୨ୟ ଦିନରେ ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିପାରିନାହିଁ । ମିଳିଥିବା ସୂଚନାନୁଯାୟୀ ଭକ୍ତ ରଥକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା…

ଆଜି ପବିତ୍ର ଓଡ଼ିଆ ନବବର୍ଷ, ରାଜ୍ୟବାସୀଙ୍କୁ ମୋଦୀ ଓ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆମାନେ ଆଜିର ଏହି ପବିତ୍ର ଦିବସକୁ ନୂଆବର୍ଷ ରୂପେ ପାଳନ କରିଥାଆନ୍ତି । ଆଜିର ଏହି ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଓଡ଼ିଆଙ୍କୁ ଅଭିନନ୍ଦନ…

ରୁକୁଣା ରଥଯାତ୍ରା ଲାଗି ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ମନ୍ଦିର ସହର ଭୁବନେଶ୍ୱର । ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଥିବାବେଳେ ଏକାମ୍ର କ୍ଷେତ୍ରରେ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି । ଏହି ରଥଯାତ୍ର ଅଶୋକାଷ୍ଟମୀ ତଥା ବାସନ୍ତୀ ଦୁର୍ଗାପୂଜା ଅବସରରେ…

ପ୍ରଭୁ ଶ୍ରୀରାମଙ୍କ ଗୁପ୍ତ ନୀତି ଲାଗି ୪ଘଣ୍ଟା ବନ୍ଦ ରହିବ ଶ୍ରୀଜଗନ୍ନାଥଙ୍କ ମନ୍ଦିର

ପୁରୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ଦିନ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ମନ୍ଦିର ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ(ଏସଜିଟିଏ) ପକ୍ଷରୁ ଜାରି…