Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ସରିନି ରଜ ମଉଜ, ଆଜି ଶେଷ ରଜ, ଉତ୍ସବ ମୁଖର ଗାଁ ଠୁ ସହର

ଭୁବନେଶ୍ଵର: ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ। ଆଜି ଶେଷ ରଜକୁ ଧୁମଧାମରେ ପାଳୁଛନ୍ତି ଓଡିଶାବାସୀ । ଏହି ଗଣ ପର୍ବ ପାଇଁ ଉତ୍ସବମୁଖର ହୋଇଛି ଗାଁ ଠାରୁ ସହର । ଚାରିଆଡେ ଉତ୍ସବର ମାହୋଲ। ପିଠାପଣାର ବାସ୍ନାରେ ମହକୁଛି ପ୍ରତିଟି ଓଡିଆ ଘର । ଏହି ଦିନକୁ ମାଟି ଓ ମୌସୁମୀର ମିଳନ ପର୍ବ…

ରଜ ମହୋତ୍ସବ ୨୦୨୪ ଉଦ୍ଘାଟିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ବାବୁ ସିଂଙ୍କ ଦ୍ୱାରା ରଜ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଜେନେରାଲ…

ପୁର ପଲ୍ଲୀରେ ରଜ ମଉଜ, କାହିଁକି ପାଳନ ହୁଏ ରଜ ଜାଣନ୍ତୁ……

ଭୁବନେଶ୍ବର: ଆଜି ରଜ ପାଳୁଛି ଓଡିଶା । ସାରା ରାଜ୍ୟରେ ପହିଲି ରଜ ମଉଜ । ଓଡିଶାର ଝିଅ ବୋହୂମାନେ ସୂର୍ଯ୍ୟ ଉଇଁବା ଆଗରୁ ଗୋଧୋଇ ପାଧୋଇ ରଜ ପାଳନ କରୁଛନ୍ତି । ରଜ ପାନ, ରଜ ଦୋଳି, ସୁନ୍ଦର ସୁନ୍ଦର ଝିଅଙ୍କ ସଜବାଜବରେ ଚଳଚଞ୍ଚଳ ଓଡିଶାର ପ୍ରତିଟି ଘର । ଘରେ ଘରେ ପିଠା ପଣା, ଦୋଳି ଖେଳ,…

ରାତି ପାହିଲେ ରଜ, ଆଜି ସଜବାଜ, ଚାରିଆଡେ ଜମିଲାଣି ଆସର

ଭୁବନେଶ୍ଵର: ବାରମାସରେ ତେର ପର୍ବ ପାଳନ କରନ୍ତି ଓଡ଼ିଆ । ତନ୍ମଧ୍ୟରୁ ଅନ୍ୟତମ ହେଉଛି ଓଡ଼ିଶାର ଗଣପର୍ବ ରଜ । ଆସନ୍ତାକାଲି ରଜ ପାଳିବେ କୁଆଁରୀ । ସେଥିପାଇଁ ଆଜି ଚାଲିଛି ସଜବାଜ । ରଜ ସଜବାଜକୁ ନେଇ ଉତ୍ସବ ମୁଖର ହୋଇପଡିଛି ପୁରପଲ୍ଲୀ । ଗାଁ ପଡିଆରେ ବନ୍ଧା ହେଲାଣି ବିଭିନ୍ନ ପ୍ରକାରର ଦୋଳି…

ପଡିଲା ହାତଗଣ୍ଠୀ, ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ନବ ବିବାହିତ ଦେବଦମ୍ପତି

ସମ୍ବଲପୁର: ମହା ଆଡମ୍ବରରେ ଶେଷ ହେଲା ମହାଦେବଙ୍କ ବାହାଘର । ଥାଟ ପଟୁଆରରେ ଜଗତ ଜନନୀଙ୍କ ଘରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ ହୋଇଥିଲା ବିବାହ ଉତ୍ସବ । ଜଗତଜନନୀ ମାତା ପାର୍ବତୀଙ୍କ ହାତ ଧରିଥିଲେ ବାବା ଭୋଳାନାଥ । ଗତକାଲି ମଧ୍ୟରାତିରେ ବିରାଟ ପଟୁଆରରେ ବରଯାତ୍ରୀ ନେଇ ଯାଇଥିଲେ…

ଆଜି ସାବିତ୍ରୀ ବ୍ରତ: ପ୍ରାଣପ୍ରିୟଙ୍କ ଦୀର୍ଘାୟୁ କାମନା କରି ଓଷା କରୁଛନ୍ତି ପତ୍ନୀ

ଭୁବନେଶ୍ଵର: ଆଜି ପବିତ୍ର ସାବିତ୍ରୀ ବ୍ରତ । ପ୍ରତି ସଧବାଙ୍କ ପାଇଁ ଆଜି ଦିନଟି ଗୁରୁତ୍ବ ବହନ କରେ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି ସ୍ତ୍ରୀ । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ବ୍ରତ ପାଳିଥାଆନ୍ତି ପତ୍ନୀ । ପରମ୍ପରା ଅନୁସାରେ…

ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା, ଚାପ ଖେଳିବେ ମହାପ୍ରଭୁ, ସେପଟେ ଅନୁକୁଳ ହେବ ରଥକାଠ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ଓଡିଶାର ପାରମ୍ପରିକ ପରିବେଶରେ ଏହି ଦିନଟିର ବହୁ ମହାତ୍ମ୍ୟ ରହିଛି । ସେପଟେ ଆଜିଠୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ। ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିବେ ମହାପ୍ରଭୁଙ୍କ…

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବ ଚଷା ପୁଅ

ଭୁବନେଶ୍ଵର: ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ ପବିତ୍ର ଅକ୍ଷୟ ତୃତୀୟା । ଅକ୍ଷୟ ତୃତୀୟାର ମାହାତ୍ମ୍ୟ ଅନନ୍ୟ ଅଟେ। ଅକ୍ଷୟର ଅର୍ଥ ଯାହାର କ୍ଷୟ ନାହିଁ । ସାରା ଭାରତବର୍ଷରେ ଭିନ୍ନ ଭିନ୍ନ ନାମ ଏବଂ ଢଙ୍ଗରେ ପାଳିତ ହେଉଥିବା ଏହି…

ନୀଳାଚଳ ସାରସ୍ୱତ ସଙ୍ଘର ୭୪ତମ ଭକ୍ତ ସମ୍ମିଳନୀ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଷ୍ଠିତ ପୁରୀସ୍ଥିତ ନୀଳାଚଳ ସାରସ୍ୱତ ସଙ୍ଘ ଦ୍ୱାରା ଅନୁଷ୍ଠିତ ହେଉଥିବା ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ୭୪ତମ ଅଧିବେଶନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିଳାଦ୍ରୀ ମଣ୍ଡପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଜେ ସ୍ଥଳ ରତ୍ନସିଂହାସନ ନୀଳାଦ୍ରି କନ୍ଦରରେ ଅବସ୍ଥିତ ହୋଇ ଥବାରୁ, କିଛି ଗବେଷକ ଏହାର ଅନ୍ୟ ଏକ ନାମ ନୀଳାଦ୍ରି ମଣ୍ଡପ ବୋଲି କହିଥାନ୍ତି। ଯଥା “ନୀଳାଦ୍ରି…