Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ନଭି ମୁମ୍ବାଇର ଖାରଘର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା

ନଭି ମୁମ୍ବାଇ :  ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପବିତ୍ର ବାହୁଡ଼ା ଯାତ୍ରା ପାଳନ କରାଯାଇଛି। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା)ଦ୍ୱାରା ଆୟୋଜିତ ଏହି ଭବ୍ୟ ଉତ୍ସବ ଉପଲକ୍ଷେ ହରିହର ପୀଠ ଠାରେ ଥିବା ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ…

ରାୟପୁର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ବାହୁଡ଼ା ଯାତ୍ରା ସମ୍ପନ୍ନ

ରାୟପୁର : ଛତିଶଗଡ଼ ରାୟପୁରର ଗାୟତ୍ରୀ ନଗରରେ ଥିବା  ଜଗନ୍ନାଥ ମନ୍ଦିରଠାରେ ପବିତ୍ର ବାହୁଡ଼ା ଯାତ୍ରା ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ମନ୍ଦିରର ବେସମେଣ୍ଟସ୍ଥିତ ମାଉସୀ ମା'…

ସମାପିତ ହେଲା ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଚେତନାର ଫଟୋଚିତ୍ର ପ୍ରଦର୍ଶନୀ

ପୁରୀ : ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଚେତନାକୁ ନେଇ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ସମାପିତ ହୋଇଯାଇଛି । ଶରଧାବାଲିର ଭୋଳାନାଥ ବିଦ୍ୟାପୀଠରେ ଚାଲିଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା…

ବାହୁଡୁଛନ୍ତି ମହାବାହୁ: ମାଉସୀ ମା’ ହାତରୁ ଖାଇବେ ପୋଡପିଠା, ଅପେକ୍ଷାରେ ମାଉସୀ

ପୁରୀ: ବାହୁଡୁଛନ୍ତି ମହାବାହୁ । ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବା ପରମ୍ପରା ରହିଛି । କାହିଁ କେଉଁ ଯୁଗରୁ ଏହି ପରମ୍ପରା ରହିଆସିଛି । ଏଥିପାଇଁ ମାଉସୀ ମା' ଘରେ ତିଆରି ହୋଇଛି ସ୍ଵତନ୍ତ୍ର ପୋଡ଼ପିଠା। ପୋଡପିଠା ଧରି ତିନି…

ଜନ୍ମବେଦୀରୁ ରତ୍ନବେଦୀ ବାହୁଡ଼ିଲେ ମହାପ୍ରଭୁ: ଗଡ଼ିଲା ତାଳଧ୍ୱଜ ରଥ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ୯ ଦିନର ଲୀଳାଖେଳା ଶେଷ କରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆରମ୍ଭ ହୋଇଛି ମହାପ୍ରଭୂଙ୍କ ବାହୁଡା଼ ରଥ ଟଣା। ପୂର୍ବ ନିର୍ଦ୍ଧାରିତ ସମୟ ଆଗରୁ ସବୁ ନୀତି ନିର୍ଘଣ୍ଟ ହୋଇ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି।…

ଫଟୋଚିତ୍ର ପ୍ରଦର୍ଶନୀରେ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା

ପୁରୀ : ଶରଧାବାଲିର ଭୋଳାନାଥ ବିଦ୍ୟାପୀଠରେ ଚାଲିଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଫଟୋଚିତ୍ର ଦର୍ଶକଙ୍କୁ ଅଭିଭୂତ କରୁଛି । ପୌରାଣିକ କଥାବସ୍ତୁ ଅନୁସାରେ…

ଆଜି ମହାବାହୁଙ୍କ ସନ୍ଧ୍ୟା ଦର୍ଶନ, ଆସନ୍ତାକାଲି ବାହୁଡିବେ ଶ୍ରୀଜିଉ

ପୁରୀ: ଶ୍ରୀଜୀଉଙ୍କ ନବଦିନବ୍ୟାପି ରଥଯାତ୍ରାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜନ୍ମଦେବୀରେ ଆଜି ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ। ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଚତୁର୍ଦ୍ଧବିଗ୍ରହଙ୍କୁ ଦର୍ଶନ କରିପାରିବେ। ୫ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଭକ୍ତମାନେ…

ଫଟୋଚିତ୍ର ପ୍ରଦର୍ଶନୀରେ ରଥଖଳା କହୁଛି ରଥ ନିର୍ମାଣର କାହାଣୀ

ପୁରୀ : ଭକ୍ତ-ଭଗବାନ ଅପୂର୍ବ ମିଳନ ପାଇଁ ଏ ରଥ ଯାତ୍ରାର ମୁଖ୍ୟ ରଥ ନିର୍ମାଣ କାର୍ଯ୍ୟ ପାଇଁ ରଥ ମହାରଣାଙ୍କ ହୃଦୟ ରେ ଭକ୍ତି ଓ ମନରେ ଶ୍ରଦ୍ଧା ରହିବା ଆବଶ୍ୟକ। ପ୍ରଭୁଙ୍କ ଦିବ୍ୟ ଲୀଳାର ମାଧ୍ୟମ ରଥ ନିର୍ମାଣ କଳା କୌଶଳ ବାସ୍ତବିକ ଅନନ୍ୟ। ଏହି ଅନନ୍ୟ କଳାକୃତିର ଝଲକ ଦେଖିବାକୁ ମିଳୁଛି…

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ

ପୁରୀ: ମାଉସୀ ଘରେ ତିନି ଠାକୁର । ଘୋଷଯାତ୍ରାରେ ରଥାରୂଢ ହୋଇ ଆଡପ ମଣ୍ଡପ ବିଜେ ପରିଛନ୍ତି ମହାପ୍ରଭୁ । ହେଲେ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ଆଣିନଥିବାରୁ ଶ୍ରୀମନ୍ଦିରରେ ରୁଷିଛନ୍ତି ମା ଲକ୍ଷ୍ମୀ । ଗୁଣ୍ଡିଚାରୁ ଫେରି ସିଂହଦ୍ବାରରେ ରୋସଗୋଲା ଖୁଆାଇ ମା’ଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ…

ନଭି ମୁମ୍ବାଇରେ ରଥଯାତ୍ରାର ଭବ୍ୟ ଉତ୍ସବ

ନଭି ମୁମ୍ବାଇ : ନଭି ମୁମ୍ବାଇର ଖାରଘରଠାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା)ଦ୍ୱାରା ଜଗନ୍ନାଥ ମନ୍ଦିରରେ ବହୁ ଆଡମ୍ବରରେ ରଥଯାତ୍ରା ପର୍ବ ପାଳିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ, ତାଙ୍କର ଜ୍ୟେଷ୍ଠ ଭାଇ ଶ୍ରୀ ବଳଭଦ୍ର,କନିଷ୍ଠ ଭଗିନୀ ମା ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କୁ…