Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ଲାଗି ବ୍ରହ୍ମଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ/ବ୍ରହ୍ମଗିରି : ପୁରୀ ଶ୍ରୀମନ୍ଦିରର ଅଣସର ଘରେ ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପୁରୀରୁ ୩୫ କିମି ଦୂର ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଏବେ ଭକ୍ତମାନେ ଦର୍ଶନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରୁଛନ୍ତି । ହଜାର ହଜାର ଭକ୍ତମାନେ ଭିଡ଼ ଲାଗିଲାଣି…

ପବିତ୍ର ସ୍ନାନପୂର୍ଣ୍ଣିମା: ଲକ୍ଷାଧିକ ଭକ୍ତଙ୍କ ସମାଗମରେ ମହାପ୍ରଭୁଙ୍କ ଜନ୍ମତିଥି ଓ ସ୍ନାନବିଧି ପାଳନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନବେଦୀରୁ ପହଣ୍ଡି ବିଜେକରି ରତ୍ନବେଦୀରେ ସ୍ନାନ କରିଛନ୍ତି । ସ୍ନାନପୂର୍ଣ୍ଣିମାରେ ପୁରୀ ବଡ଼ଦାଣ୍ଡ ଗୁରୁବାର ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଉଛୁଳି ପଡୁଛି । ଆଜି ପାରମ୍ପରିକ ଭାବେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ…

ମହାପ୍ରଭୁଙ୍କ ସ୍ନାନଯାତ୍ରା: ସେନାପଟା ଲାଗି ନୀତି ପରେ ଗଜବେଶ ଲାଗି ଚଳଚଞ୍ଚଳ ଶ୍ରୀମନ୍ଦିର

ପୁରୀ: ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନକରିବେ । ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ ମଣ୍ଡପରେ ୧୦୮ ଗରାରେ ସ୍ନାନ କରିବେ । ସ୍ନାନପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଥିବା ସେନାପଟା ଲାଗି ନୀତି ଶେଷ ହୋଇଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ପ୍ରଥମ…

ଯୋଗମୁଦ୍ରାରେ ନରେନ୍ଦ୍ର ମୋଦି: ୫୦ ହଜାର ଯୋଗ ପ୍ରଶିକ୍ଷକଙ୍କ ଗହଣରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଡ଼େରାଡୁନ : ଆଜି ସମଗ୍ର ବିଶ୍ୱ ପାଳନ କରୁଛି ‘ଆନ୍ତର୍ଜାତିକ ଯୋଗ ଦିବସ’ । ଆନ୍ତର୍ଜାତିକ ଯୋଗଦିବସର ଆଜି ହେଉଛି ୪ର୍ଥ ବର୍ଷ ପୁର୍ତ୍ତି । ଏହି ଦିବସଟିକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ଡ଼େରାଡୁନରେ ପ୍ରାୟ ୫୦ ହଜାର ଯୋଗ ପ୍ରଶିକ୍ଷକ ଓ…

ଆଜି ଜୁନ ୨୧ ‘ଆନ୍ତର୍ଜାତିକ ଯୋଗ ଦିବସ’ : ସମଗ୍ର ବିଶ୍ୱ ଯୋଗମୟ

ସମଗ୍ର ବିଶ୍ୱକୁ ଯୋଗ ହିଁ ଆଜି ଏକତାବଦ୍ଧ କରିପାରିଛି । ଚାଲନ୍ତୁ ଫେରିଯିବା ସେଇ ନୂଆ ପୃଥିବୀର ଆନନ୍ଦମୟ ମୁହୂର୍ତ୍ତ ଆଡ଼କୁ । ସମଗ୍ର ବିଶ୍ୱବାସୀ ଛାଡ଼ି ଆସିଥିବା ସେଇ ଯୋଗାସନର ସୁବର୍ଣ୍ଣ ଖଚିତ ପ୍ରାତଃକାଳକୁ । ସମଗ୍ର ବିଶ୍ୱକୁ ପୁନର୍ବାର ଖୋଜିବାକୁ ପଡ଼ିବ ମହର୍ଷି ପତଞ୍ଜଳିଙ୍କ ସେହି…

ଛତିଶା ନିଯୋଗର ନିଷ୍ପତ୍ତିରେ ରଥଯାତ୍ରାର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଧାର୍ଯ୍ୟ ହେଲା

ପୁରୀ : ଆସନ୍ତା ଜୁଲାଇ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଶ୍ରୀମନ୍ଦିର ଛତିଶା ନିଯୋଗ ସ୍ଥିର କରିଛି । ଏନେଇ ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଥିଲା । ଛତିଶା ନିଯୋଗର ଏହି…

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ଡ଼ିଜିପିଙ୍କୁ ଭେଟି ମୋକଦ୍ଦମା ରୁଜୁ କରିବା ଲାଗି ଦାବି କଲା ବିଜେପି

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ରତ୍ନଭଣ୍ଡାର ସୁରକ୍ଷା ନେଇ ଏବେ ଶାସକ ଓ ବିରୋଧି ଦଳ ମଧ୍ୟରେ ରାଜନୈତିକ ଛକାପଞ୍ଝା ବୃଦ୍ଧି ପାଇବାରେ ଲାଗିଛି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ମୋକଦ୍ଦମା ରୁଜୁ କରିବା ଲାଗି ଦାବି…

ରଥଯାତ୍ରା ଉପଲକ୍ଷେ ‘ଓଟିଡ଼ିସି’ ର ସ୍ପେସାଲ୍ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୪ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଓଡ଼ିଶା ଟୁରିଜିମ୍ ଡ଼େଭଲପମେଣ୍ଟ କର୍ପୋରେସନ (ଓଟିଡ଼ିସି) ପକ୍ଷରୁ ଏକ ସ୍ପେସାଲ୍ ଟୁର୍ ପ୍ୟାକେଜ ଘୋଷିତ ହୋଇଛି । ଗ୍ରାଣ୍ଡ ସେଣ୍ଟ୍ରାଲ୍ ହୋଟେଲ୍ ରୁଫଟପ୍ ପ୍ୟାକେଜ ନିମନ୍ତେ ଦାମ ରହିଛି ଜଣକ ପିଛା ୪,୧୯୯…

ବନସ୍ତେ ଡ଼ାକିଲା ଗଜ, ବରଷକେ ଥରେ ଆସିଛି ରଜ…

ଭୁବନେଶ୍ୱର : ଆଜି ପ୍ରଥମ ରଜ । ସମଗ୍ର ଓଡ଼ିଶା ଆଜି ପାଳନ କରୁଛି ମହାନ ପାରମ୍ପରିକ ଉତ୍ସବ ‘ରଜ’ର ପ୍ରଥମ ଦିନ । ଘରେ ଘରେ ପିଠାର ସୁସ୍ୱାଦୁ ବାସ୍ନା ସହିତ ରଜପାନର ମଜ୍ଜା ନେଉଛନ୍ତି ସହର ଓ ଗାଁ’ର ଓଡ଼ିଆ ଝିଅମାନେ । ବଉଳଲୋ...ବନସ୍ତେ ଡ଼ାକିଲା ଗଜ, ବରଷକେ ଥରେ ଆସିଛି ରଜ... । ଲାଗେ ଯେମିତି…