Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

କେନିଆରେ ରଥଯାତ୍ରା: ଘଣ୍ଟ-ଘଣ୍ଟା ଓ ମୃଦଙ୍ଗ କୀର୍ତ୍ତନ ସହିତ ନାଇରୋବିରେ ରଥ ଗଡ଼ିଲା

ଭୁବନେଶ୍ୱର : କଳା କଳା ବଡ଼ ଚକା ଆଖିରେ ସେ ସାରା ଜଗତକୁ ଦେଖନ୍ତି । ପ୍ରଲମ୍ବିତ ବଳିଆର ଭୂଜ ବାହୁ ପ୍ରସାରି ସାରା ଜଗତରେ ଭକ୍ତଙ୍କ ଦୁଃଖ ସୁଖ ସହିତ ନିଜକୁ ଜଡ଼ିତ କରିଦିଅନ୍ତି ମହାପ୍ରଭୁ । ଜଗତର ନାଥ ସେ ଜଗତନାଥ ମହାପ୍ରଭୁ ଜଗନ୍ନାଥ । ବିଶ୍ୱର ଅଧିକାଂଶ ଦେଶରେ ରଥଯାତ୍ରା ଅନୁଷ୍ଠିତ ହେଉଛି ।…

ଦ୍ୱିତୀୟ କୋଣାର୍କ ମନ୍ଦିର ପ୍ରତିଷ୍ଠା ଏବେ ବାସ୍ତବ ଲାଗୁଛି: ରଘୁନାଥ ମହାପାତ୍ର

ଭୁବନେଶ୍ୱର : ପ୍ରଖ୍ୟାତ ଓଡ଼ିଆ ସ୍ଥପତି ରଘୁନାଥ ମହାପାତ୍ର ଶନିବାର ଦିନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । ରାଜ୍ୟସଭାକୁ ମନୋନୀତ ହେବା ପରେ କହିଛନ୍ତି, ଏବେ ମୋର ଦ୍ୱିତୀୟ କୋଣାର୍କ ନିର୍ମାଣ କରିବାର ସ୍ୱପ୍ନ କ୍ରମେ ବାସ୍ତବତାର ରୂପ ନେବ…

ରଥଯାତ୍ରା: ବଳଗଣ୍ଡିରେ ଅଟକଥିବା ନନ୍ଦିଘୋଷ ରଥ ଟଣାଗଲା, ଗୁଣ୍ଡିଚା ମନ୍ଦିରକୁ ଟାଣିନେଲେ ସହସ୍ରାଧିକ ଭକ୍ତ

ପୁରୀ : ମହାପ୍ରଭୁଙ୍କର ରତ୍ନବେଦୀରୁ ଜନ୍ମବେଦୀର ଏହି ଯାତ୍ରା ହେଉଛି ରଥଯାତ୍ରା । ଗତକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବଡ଼ଭାଇଙ୍କ ତାଳଧ୍ୱଜ ରଥ ଓ ସାନଭଉଣୀ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟ ହୋଇଥିଲେ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ କିନ୍ତୁ ବଳଗଣ୍ଡି ଛକରେ ଅଟକି…

ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନିରଥ ପହଞ୍ଚିଲେ, ୧୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ : ଅତ୍ୟନ୍ତ ଶୃଙ୍ଖଳାର ସହିତ ବହୁ ପ୍ରତିକ୍ଷୀତ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀଠାରେ ପାଳିତ ହୋଇଯାଇଛି । ପ୍ରଥମଥର ଲାଗି ପ୍ରାୟ ଦେଢଘଣ୍ଟା ପୂର୍ବରୁ ସେବାୟତ ମାନଙ୍କ ଦ୍ୱାରା ସମସ୍ତ ପ୍ରକାର ପାରମ୍ପରିକ ନୀତି ଅନୁଷ୍ଠିତ ହୋଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ନିର୍ଦ୍ଧାରିତ…

ଭକ୍ତ ଓ ଭଗବାନ: ଦାସିଆ ନଡ଼ିଆ ସିନା ତୋତେ ବଢିଆ…

ପୁରୀ : ‘ଦାସିଆ ନଡ଼ିଆ ସିନା ତୋତେ ବଢିଆ, ହେଲେ ତୋ ଅବଢା ଅନ୍ନ ମୋତେ ବଢିଆ’ । ଭକ୍ତ ଭିକାରୀ ବଳଙ୍କ ସୁଲଳିତ କଣ୍ଠସ୍ୱରରେ ଏହି ଗୀତଟିରେ ଭକ୍ତ ଦାସିଆ ବାଉରୀଙ୍କ ଅଚଳାଚଳ ଭକ୍ତିର କଥା କହିଥାଏ । ଭକ୍ତ ଓ ଭଗବାନଙ୍କୁ ଏକାକାର କରିବାର ଏକମାତ୍ର ମାଧ୍ୟମ ହେଉଛି ଭଗବାନଙ୍କ ପ୍ରତି ଦୃଢ ବିଶ୍ୱାସ…

ଭକ୍ତଙ୍କ ଭିଡ଼ରେ ବଡ଼ଦାଣ୍ଡ ଦୁଲୁକୁଛି : ମହାପ୍ରଭୁ ଝୁଲି ଝୁଲି ପହଣ୍ଡି ବିଜେ କଲେ, ଆନନ୍ଦରେ ରଥାରୂଢ ହେଲେ

ପୁରୀ : ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ସମସ୍ତ ରତ୍ନବେଦୀ ନିକଟରେ ସମସ୍ତ ପାରମ୍ପରିକ ନୀତିକାନ୍ତି ସମାପ୍ତ ପରେ ଚତୁର୍ଦ୍ଦା ମୂରତୀ ପହଣ୍ଡି ବିଜେ ଶେଷ କଲେ । ପହଣ୍ଡିରେ ଝୁଲି ଝୁଲି ମହାପ୍ରଭୁ ଶ୍ରୀଜଗନ୍ନାଥ ବାଇସି ପାହାଚ ଓ ପରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ବାହାରକୁ ଆସିଲେ ।…

ରାଜଧାନୀ ଭୁବନେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଅନୁଷ୍ଠିତ ହୋଇଥାଏ । ସେହିପରି ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମଧ୍ୟ ନିଆରା ଢଙ୍ଗରେ ପାଳିତ ହୋଇଥାଏ । ରାଜଧାନୀ ଭୁବନେଶ୍ୱରରେ ଅନେକ ପୁରୁଣା ତଥା…

ଆଜି ମହାପ୍ରଭୁଙ୍କର ନବଯୌବନ ଦର୍ଶନ: ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ତାଙ୍କର ଲକ୍ଷ ଲକ୍ଷ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେଉଛନ୍ତି । ଦୀର୍ଘ ଦିନପରେ ଜ୍ୱରରେ ଆକ୍ରାନ୍ତ ହେବା ଏବଂ ଅଣସର ପିଣ୍ଡିରେ ରହି ଚିକିତ୍ସାପରେ ଆରୋଗ୍ୟ ଲାଭ କରି ମହାପ୍ରଭୁ ଆଜି ସମ୍ପୂର୍ଣ୍ଣ ଶାରିରୀକ ସୁସ୍ଥତା ଅନୁଭବ କରିଛନ୍ତି । ଆଜି ତାଙ୍କର…

ବିଶ୍ୱକପ ଫୁଟବଲ: ଫାଇନାଲରେ କ୍ରୋଏସିଆ, ଇଂଲଣ୍ଡ ୨-୧ରେ ପରାସ୍ତ

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ୨୦୧୮ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି କ୍ରୋଏସିଆ । ପଡ଼ୋଶୀ ରୁଷିଆରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ଫାଇନାଲରେ କ୍ରୋଏସିଆ ଦଳ ରବିବାର ଦିନ ଭେଟିବ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ଫ୍ରାନ୍ସକୁ । ଗୁରବାର ଖେଳାଯାଇଥିବା ଦ୍ୱିତୀୟ…

ବିଦେଶରେ ରଥଯାତ୍ରା: ସାରା ଜଗତରେ ପ୍ରକମ୍ପିତ ହୁଏ ‘ଜୟ ଜଗନ୍ନାଥ’ ଧ୍ୱନୀ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଯେ ପୁରୀରେ ପ୍ରସିଦ୍ଧି ଲାଭ କରି ପାରିଛି ତାହାନୁହେଁ, ବରଂ ବିଶ୍ୱାସ ଓ ଭକ୍ତିଭାବନାର ଦେବତା ତଥା ସାରା ଜଗତର ନାଥ ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଶ ବିଦେଶରେ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହେବାରେ ଲାଗିଛି । ବିଦେଶରେ…