Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀ ଭାଗବତ ସାର ୧୨୮: ଅସୁସ୍ଥ କୃଷ୍ଣଙ୍କୁ ସୁସ୍ଥ କରିବା ପାଇଁ ଗୋପୀମାନେ ନିଜ ନିଜର ପାଦ ଧୂଳି ପ୍ରଦାନ କରି ନର୍କଗାମୀ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କୃଷ୍ଣଭକ୍ତି ରସ ସହିତ ଗୋପୀ ପ୍ରେମ ରସରେ ଭରପୁର ଅଟେ। ସେଥିପାଇଁ ଗୋପୀ ଭକ୍ତି ଭାବକୁ ସାଧାରଣରେ "କାମ ରୁପା" ବୋଲି ବିବେଚନା କରାଯାଏ। ରୂପ ଗୋସ୍ୱାମୀ କହିଛନ୍ତି "ପ୍ରେମୈବ ଗୋପରାମାଣାଂ କାମ ଇତ୍ୟଗମତ ପ୍ରଥାମ"।…

ଶ୍ରୀ ଭାଗବତ ସାର ୧୨୭: ବ୍ରଜବାସୀ ଗୋପୀ ମାନଙ୍କ ପଖାତର ରାଗାନୁଗା ଭକ୍ତି ଦେଖାଯାଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଗୋପୀ ଭାବ ବର୍ଣନାରେ ଭକ୍ତ ମାନଙ୍କଠାରେ ଦୁଇ ପ୍ରକାର ଭକ୍ତି ଦେଖାଯାଏ। ଯଥା ବୈଧୀ ଓ ରାଗାନୁଗା ଭକ୍ତି। ଆମେ ଦୁଇଟି ଯାକ ଭକ୍ତିର ସ୍ୱରୂପ ଗତ ଅଧ୍ୟାୟରେ ଆଲୋଚନା କରିସାରିଛେ ଓ ଏହା ବି ଜାଣିଛେ ବ୍ରଜବାସୀ…

ଶ୍ରୀ ଭାଗବତ ସାର ୧୨୬: ଗୋପୀ ଭାବଟିର ସ୍ୱରୂପ କଣ ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଗୋପୀ ଭାବ, ସାଧାରଣ ଭକ୍ତି ଭାବ ଠାରୁ ସମ୍ପୂର୍ଣ ଭିନ୍ନ। ଆମେ ଷୋଳ ହଜାର ଗୋପୀଙ୍କ ଉତ୍ପତି ଵିଷୟରେ ଜାଣିଲେ, ଏଠାରେ ଗୋଟିଏ ତତ୍ୱ ପରିଷ୍କାର ଭାବରେ ପରିଲିକ୍ଷିତ ହେଲା, ଯାହାକୁ ଆମେ ବ୍ରହ୍ମ ତତ୍ୱ କହିବା,…

ଶ୍ରୀ ଭାଗବତ ସାର ୧୨୫: ତ୍ରେତୟାର ସ୍ଵର୍ଣ୍ଣ ପ୍ରତିମା ଗଣ ଦ୍ୱାପରରେ ବା ବ୍ରଜରେ ଗୋପୀ ଭାବରେ ଜନ୍ମ ଗ୍ରହଣ କଲେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ଗୋପୀ ଭାବ କଥା ଆଲୋଚନା କରୁ କରୁ ଆମେ ଜାଣିଲେ ଗୋପୀ କିଏ, କିନ୍ତୁ ଷୋଳ ସହସ୍ର ଗୋପୀଙ୍କ ହିସାବ ଅନୁସାରେ ଆମେ ଚାରି ହଜାର ଶ୍ରୁତିଗଣ, ଚାରିହଜାର ଦେବକନ୍ୟା ଓ ଚାରିହଜାର ଯଜ୍ଞରତ ଋଷି ଗଣଙ୍କ କଥା ଜାଣିଲେ…

ଶ୍ରୀ ଭାଗବତ ସାର ୧୨୪: ଚାରି ହଜାର ଦେବ କନ୍ୟା ଦ୍ୱାପରରେ ଗୋପୀ ହେବାର ଆଶୀଷ ପାଇଲେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଏକ ମୁଖ୍ୟ ଭକ୍ତି ରସ ଯୁକ୍ତ ପ୍ରସଙ୍ଗ ଗୋପୀ ଭାବ। ଆମେ ଜାଣିଲେ ଶ୍ରୁତିଗଣ ବା ଦେବ କନ୍ୟା ଗଣ ବିରାଟପୁରୁଷଙ୍କ କମନୀୟ ରୂପ ଦର୍ଶନ କରିବା ପାଇଁ ପାର୍ଥନା କଲେ, ଏବଂ ପରମାତ୍ମା ସେମାନଙ୍କୁ ଆଗାମୀ ସୃଷ୍ଟିରେ ଏହି…

ଶ୍ରୀ ଭାଗବତ ସାର ୧୨୩: ଯେଉଁମାନେ ଇନ୍ଦ୍ରିୟ ଓ ମନରେ ସର୍ବଦା କୃଷ୍ଣ ରସ ପାନରେ ନିୟୋଜିତ ଥାନ୍ତି ସେମାନେ ହିଁ ଗୋପୀ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୂଳ ଭିତ୍ତି ଭୂମି ହେଲା ଜ୍ଞାନ, ବୈରାଗ୍ୟ ଓ ଭକ୍ତି। ଭାଗବତରେ ଯେଉଁ ଭକ୍ତିଧାରା ପ୍ରବାହିତ ହୁଏ, ତାର ଆଧାର ବା ଶ୍ରେଷ୍ଠ ନିଦର୍ଶନ ହେଲେ ଗୋପୀମାନେ। ଶ୍ରୀକୃଷ୍ଣ ଲୀଳା ବର୍ଣନାରେ ଗୋପୀ ମାନଙ୍କ ଭକ୍ତିର ଚର୍ଚ୍ଚା…

ଶ୍ରୀ ଭାଗବତ ସାର ୧୨୨: ଭାଗବତ ଲୀଳା ବର୍ଣ୍ଣନା ହୋଇଛି ଜଗତ ଉଦ୍ଧାର ପାଇଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନା କରିବାର ଉପଦେଶ ଦେବର୍ଷି ନାରଦ ଭଗବାନ ବ୍ୟାସଦେବଙ୍କୁ ଦେଇ କହିଲେ ମନ୍ୟୁଷ ମାନଙ୍କ ତପସ୍ୟା, ବେଦାଧ୍ୟୟନ, ଯଜ୍ଞାନୁଷ୍ଠାନ, ସଦଗୁଣ କଥନ ତଥା ସଦଜ୍ଞାନ ଫଳରେ ପୁଣ୍ୟ ଶ୍ଳୋକ ପରମାତ୍ମାଙ୍କ ସମ୍ବନ୍ଧରେ ଆତ୍ମ…

ଶ୍ରୀ ଭାଗବତ ସାର ୧୨୧: ପରମାତ୍ମା ଶ୍ରୀକୃଷ୍ଣ ହିଁ ପୂର୍ଣ୍ଣବ୍ରହ୍ମ, ଯାହାଙ୍କ ଜନ୍ମ ନାହିଁ କି ବିଲୟ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନାର ଗୋଟିଏ ବଡ଼ ଶ୍ରେୟ ଦେବର୍ଷି ନାରଦଙ୍କୁ ଯାଏ। ଏହାର ମୁଖ୍ୟ କାରଣ ହେଲା ବ୍ୟାସଙ୍କୁ ଶ୍ରୀମଦ ଭାଗବତ ରଚନା କରିବାର ପ୍ରେରଣା ଦେବର୍ଷି ନାରଦ ହିଁ ଦେଇଥିଲେ। ଏହା ସଂଘଟିତ ହୋଇଥିଲା ପୁଣ୍ୟତୋୟା ସରସ୍ବତୀ ନଦୀ…

ଶ୍ରୀ ଭାଗବତ ସାର ୧୨୦: ଦ୍ୱାପର ଯୁଗରେ ପରାଶର ମହର୍ଷିଙ୍କ ତେଜ ଓ ସତ୍ୟବତୀଙ୍କ ଗର୍ଭ ଆଧାର କରି ବିଷ୍ଣୁ ଅଂଶୀ ବ୍ୟାସଦେବ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ସମସ୍ତ କାହାଣୀ ଭିତରେ ଏକ ଅନ୍ତର୍ନିହିତ ତତ୍ୱ ରହିଥାଏ। ଆଜି ଜାଣିବା ମହର୍ଷି ପରାଶର ଓ ସତ୍ୟବତୀଙ୍କ କାହାଣୀର ତତ୍ୱ କଣ। ଜଣେ ଜ୍ଞାନୀ ତେଜସ୍ୱୀ ଓ ତପନିଷ୍ଠ ତପସ୍ବୀଙ୍କ ଆଗମନ ଦେଖି ଧୀବର ଅତ୍ୟନ୍ତ…

ଶ୍ରୀ ଭାଗବତ ସାର ୧୧୯: ଈଶ୍ୱରଙ୍କ ଇଚ୍ଛା ବିନା କୌଣସି କର୍ମ ହୁଏନି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କର ଏକ ମହାନ ଶିକ୍ଷା ଆମେ ଜାଣିଲେ ଯେ "ଈଶ୍ୱରଙ୍କ ଇଚ୍ଛା ବିନା କୌଣସି କର୍ମ ହୁଏନି"। ସେହିପରି ପ୍ରତ୍ୟେକ କାର୍ଯ୍ୟରେ ଏକ କାରଣ ଲୁଚି ରହିଥାଏ। କେହି କେହି ତାକୁ ଅକସ୍ମାତ ଓ କେହି କେହି ତାହା ଵିଧି ନିର୍ଦ୍ଧେଶତ…