Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବ ଧର୍ମ ଓ ଦର୍ଶନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।ଗଣ ଦେବତା ଶ୍ରୀ ଜଗନ୍ନାଥ, ଭାରତ ଭୂଖଣ୍ଡରେ ବିକଶିତ ନାନା ଧର୍ମ ଓ ବିବିଧ ଦର୍ଶନର ଉପରେ ରହି ନିଜକୁ ଜଣଙ୍କର (ଗୋଟିଏ ଧର୍ମ ବା ଦର୍ଶନ ) ପ୍ରତିପାଦିତ ନକରି ସାଧାରଣ ଭାବରେ ସମସ୍ତଙ୍କର (ସର୍ବ ଧର୍ମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବ୍ରହ୍ମ ସତ୍ୟ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଗୁରୁବାଦରେ ଶ୍ରୀ ଜଗନ୍ନାଥ, ଆଦିଗୁରୁ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଅଦ୍ବେତବାଦ, ଶ୍ରୀ ରାମାନୁଜ ବଶିଷ୍ଟଙ୍କର ଦ୍ୱେତବାଦ ଓ ତତ ପରବର୍ତ୍ତୀ  କାଳରେ ଶ୍ରୀ ନିମ୍ବକାଚାର୍ଯ୍ୟଙ୍କ ଦ୍ଵେତା ଦ୍ୱେତ ବାଦର ପ୍ରକ୍ଷପଣ ଘଟିଥିଲା । ପ୍ରଥମେ ବ୍ରହ୍ମ ସତ୍ୟ ଜଗତ…

ଆଜି ପବିତ୍ର ଅଁଳା ନବମୀ: ଶିବ ଓ ବିଷ୍ଣୁଙ୍କର ପ୍ରିୟ ବୃକ୍ଷ ଅଁଳା, ଜାଣନ୍ତୁ ଏହାର ମାହାତ୍ମ୍ୟ…

ଭୁବନେଶ୍ଵର: ଆଜି ପବିତ୍ର ଅଁଳା ନବମୀ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜିର ଦିନରେ ଶ୍ରଦ୍ଧାଳୁମାନେ ରାଧାଙ୍କ ପାଦ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ଵ ରହିଛି । ବିଶ୍ୱାସ କରାଯାଏ ଯେ ଏହି ଦିନ ଦାନ କରିବା ଦ୍ୱାରା ଜଣେ…

ଭାଷା ଭାଗବତ : କଥାଖୋର୍‌ ଜାତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ବାର୍ଥ-ଅଠାରେ ଯାହା ଯୋଡ଼ା ଭାଂଗିଲେ ହୁଏନି ସଜଡ଼ା ଛିଡ଼ିଗଲେ ବଂଧନ ଡୋର କୁଟୁଂବ ହୁଏ ବାର ଦ୍ବାର ସୁଯୋଗ ଉଂଡୁଥିବା ଦଳ ବିରୋଧ କରଂତି ପ୍ରବଳ ଥରଟେ ଚାଖିଲେ କ୍ଷମତା ହରାଂତି ବୁଦ୍ଧି, ଜ୍ଞାନବତ୍ତା ଶାସକ, ବିରୋଧୀ ମଧ୍ୟରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମ ଆରାଧ୍ୟ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା କହିବା ସହ ମୋର ପୂଜ୍ୟ ଦୀକ୍ଷା ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲିନ ହେବାପରର କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲି । ଏତେ ଦିନ ଧରି ମୋର…

ରହସ୍ୟମୟୀ ଗଣେଷ ମନ୍ଦିର,ଯେଉଁଠି ପ୍ରଭୂଙ୍କ ମୁଖକୁ କରାଯାଏ ପୂଜାର୍ଚ୍ଚନା

ନୂଆଦିଲ୍ଲୀ : ସାଧାରଣତଃ ଆମ ଭାରତବର୍ଷରେ ମନ୍ଦିରମାଳିନୀର ଦେଶ  । ଏଠାରେ ସବୁ ଧର୍ମର ଲୋକ ବସବାସ କରୁଥିବାବେଳେ ଏଠାରେ ଦେଖିବାକୁ ମିଳେ ଅନେକ ମଠ , ମନ୍ଦିର  । ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ଲୋକ ବୁଲିବାକୁ ଆସନ୍ତି । ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : କୋଟି ବ୍ରହ୍ମାଣ୍ଡର ପ୍ରଭୁ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ଜଗତ ଠାକୁର ଶ୍ରୀ ଜଗନ୍ନାଥ କୋଟି ବ୍ରହ୍ମାଣ୍ଡର କର୍ତ୍ତା । ତାଙ୍କ ପ୍ରତ୍ୟେକଟି ଲୋମ କୂପରେ ଅନେକ ବ୍ରହ୍ମାଣ୍ଡ ମାଲମାଳ ହୋଇ ବିରାଜମାନ କରୁଛି । ଏହିସତ୍ୟ ଦ୍ୱାପର ଯୁଗରେ ବିଶ୍ଵରୂପ ଦର୍ଶନ ସମୟରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମୁକ୍ତିର ପଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମୁକ୍ତି ଦାତା ଶ୍ରୀ ଜଗନ୍ନାଥଙ୍କୁ ଅନ୍ତରଙ୍ଗ ଭକ୍ତଟିଏ ମୁକ୍ତି ଛଡା ଅନ୍ୟକିଛି ମାଗିପାରେନି । ମୁକ୍ତି ମାର୍ଗର ତିନୋଟି ପଥ ହେଲା ଜ୍ଞାନ, କର୍ମ ଓ ଭକ୍ତି, ଜ୍ଞାନ ଓ କର୍ମ ନିଷ୍ଠାପର ତଥା କଠୋର…

ସପ୍ତମାତୃକା ବେଶର ଶେଷ ଦିନରେ ମହାଲଷ୍ମୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ସପ୍ତମ ଦିନ । ସପ୍ତମ ଦିନ ତଥା ଶେଷ ଦିବସରେ ଭକ୍ତ ମାନଙ୍କୁ ମାଆ ଭଦ୍ରକାଳୀ ମହାଲଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି । ମାଆଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ମାଆଙ୍କ ପୀଠରେ ଭକ୍ତ ମାନଙ୍କର ଭିଡ଼…

ବିବାହରେ ବିଳମ୍ବ ହେଉଛି କି ? ଥରେ ଆସନ୍ତୁ ମାଆଙ୍କ ଦରବାର , ପୂର୍ଣ୍ଣ ହେବ ସବୁ ମନସ୍କାମନା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ତାହାର ଏୗତିହାସିକ ସଂସ୍କୃତି ଏବଂ ବିବିଧତା ଯୋଗୁଁ ପ୍ରସିଦ୍ଧିଲାଭ କରିଛି । ଏଠାରେ ଅନେକ ମଠ , ମନ୍ଦିର ରହିଛି  । ସେଥିମଧ୍ୟରୁ ଗୋଟିଏ ସ୍ଥାନ ହେଉଛି ମା ମସାନୀ ଦେବୀଙ୍କ ମନ୍ଦିର  । ଦେଶର କୋଣ ଅନୁକୋଣରୁ ମାଙ୍କୁ ଦର୍ଶନ କରିବାକୁ…