Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ପୁରୀରେ ରାମନବମୀ ଓ ଜେଉଡ଼ ଭୋଗ 

ପୁରୀ: ରାମନବମୀ ପୁରୀରେ ହର୍ଷ ଉଲ୍ଲାସରେ ପାଳନ କରାଯାଏ । ଏଥିନେଇ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇ ଉଠିଛି । ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ବୁଧବାର ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା।…

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ପାଳିତ; ଭଣ୍ଡାରଘରୁ ବିଜେ କଲେ ଶ୍ରୀଲୋକନାଥ

ପୁରୀ: ଆଜି ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତି ନୀତିରେ ପାଳିତ ହୋଇଛି ଅଶୋକାଷ୍ଟମୀ । ଆଜିର ଏହି ପବିତ୍ର ଅଶୋକାଷ୍ଟମୀ ତିଥିରେ ଶ୍ରୀମନ୍ଦିରସ୍ଥିତ ଭଣ୍ଡାରଘରୁ ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇଛି ।…

କ’ଣ କହୁଛି ମାଳିକା; କରୋନା ନୁହେଁତ ବିନାଶର ସତର୍କଘଣ୍ଟି !

ଭୁବନେଶ୍ୱର: ଆର୍ଯ୍ୟଭୂମି ଭାରତବର୍ଷ ସାଧୁ-ସନ୍ଥ ଓ ସାଧକଙ୍କର ଦେଶ । ଏହି ଦେବଭୂମିରେ ସନାତନ ଧର୍ମର ସୃଷ୍ଟି ଏବଂ ଏହି ସନାତନ ଧର୍ମରୁ ଅନେକ ଧର୍ମ, ଗୋଷ୍ଠୀ ଓ ସମ୍ପ୍ରଦାୟର ସୃଷ୍ଟି । କେବଳ ୫ ଶହ ବର୍ଷ ପୂର୍ବରୁ ମାଳିକାରେ ବର୍ଣ୍ଣିତ ଭବିଷ୍ୟତବାଣୀ ଯେ ଉପଲବ୍ଧ ତାହାନୁହେଁ, ଭଗବାନ…

ଆସନ୍ତୁ ଜାଣିବା ଚକ୍ରତୀର୍ଥରେ ଥିବା ମହାଲକ୍ଷ୍ମୀଙ୍କ ବାପଘର ବିଷୟରେ

ଶ୍ରୀକ୍ଷେତ୍ର ପୁରୀ...ଏଠାରେ ପ୍ରତ୍ୟେକ ସ୍ଥାନର ଗୁରୁତ୍ୱ ରହିଛି । ମହାପ୍ରଭୁ ଜଗନ୍ନାଥଙ୍କ ଧାମ ଏହାର ମହିମାକୁ ବଢ଼ାଇ ଦେଇଛି । ଏଥିରୁ କିପରି ମହାଲକ୍ଷ୍ମୀ ବାଦ୍ ପଡିବେ । ଆସନ୍ତୁ ଜାଣିବା ଶ୍ରୀକ୍ଷେତ୍ର ପୁରୀର କେଉଁ ସ୍ଥାନକୁ ମହାଲକ୍ଷ୍ମୀଙ୍କ ବାପଘର ଭାବେ କଳ୍ପନା କରାଯାଇଛି । ଚକ୍ରତୀର୍ଥ…

ଦୋଳପୂର୍ଣ୍ଣିମାରେ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ: ସୋମବାର ଦୋଳ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ପାଇଁ ପୁରୀରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି । ଭୋର ୩ଟା ବେଳୁ ଶ୍ରୀମନ୍ଦିର ଖୋଲାଯିବା ପରଠାରୁ ଏହି ଭିଡ ଲାଗିରହିଥିଲା । ମହାପ୍ରଭୁଙ୍କ ସୁନାବେଶ ଥିବାରୁ ଭକ୍ତଙ୍କ ଆଗ୍ରହ ଏଥିନେଇ ବିଶେଷ ଭାବେ ରହିଥିଲା । ୩୨…

ଆସନ୍ତୁ ଜାଣିବା ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ସମ୍ପର୍କରେ

ପୁରୀ: ଦୋଳ ପୂର୍ଣ୍ଣିମାରେ କୋଟି କୋଟି ଓଡିଶାବାସୀଙ୍କ ଆରାଧ୍ୟଦେବତା ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଆୟୋଜିତ ହୋଇଥାଏ । ଏହି ମନଲୋଭା ଅନୁଭୂତି ସାଉଁଟିବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ଭକ୍ତଗଣ । ପୁରୀ ପାଲଟି ଯାଏ ଉତ୍ସବମୁଖରିତ । ବାତ୍ୟା, ବନ୍ୟା କିମ୍ବା ମହାମାରୀ କେହି…

ଭକ୍ତିରସର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀଚୈତନ୍ୟ ମହାପ୍ରଭୁ…

ପବିତ୍ର ଦୋଳପୂର୍ଣ୍ଣିମାରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଆବର୍ଭାବ ଘଟିଥିଲା । ଶ୍ରୀଚୈତନ୍ୟ ଚରିତ୍ରାମୃତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରହସ୍ୟମୟ ଲୀଳାର ଯେପରି ବର୍ଣ୍ଣନା କରାଯାଇଛି, ଯେପରି ଶ୍ରୀଚୈତନ୍ୟ ଓ ତାଙ୍କ ସଖାମାନଙ୍କର ଶ୍ରୀଜଗନ୍ନାଥ ଭକ୍ତି ଓ ପ୍ରୀତିକୁ ଉଲ୍ଲେଖ କରାଯାଇଛି, ଯେପରି…

କିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ବୋଲିଲେ ଗୀତଗୋବିନ୍ଦ, ଜାଣନ୍ତୁ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ କାବ୍ୟ ହେଉଛି ଗୀତଗୋବିନ୍ଦ । ଗୀତଗୋବିନ୍ଦ ଯେଉଁଠି ଗାୟନ ହୋଇଥାଏ ସେଠାକୁ ଯାଇ ମହାପ୍ରଭୁ ନିଜେ ଶୁଣିବାକୁ ଭଲ ପାଆନ୍ତି ବୋଲି କଥିତ ରହିଛି । ଶ୍ରୀଜଗନ୍ନାଥ ଓ ଗୀତଗୋବିନ୍ଦକୁ ନେଇ ଆଧ୍ୟାତ୍ମିକ ଅନୁଭୂତିରେ ଭରା ଅନେକ କିମ୍ବଦନ୍ତୀ ରହିଛି ।…

ଆସନ୍ତୁ ଜାଣିବା ଶ୍ରୀମନ୍ଦିରର ନିଆରା ଦୋଳଉତ୍ସବ

ପୁରୀ: ଶ୍ରୀକ୍ଷେତ୍ର ଆଉ ଶ୍ରୀମନ୍ଦିର ଏବେ ଦୋଳଉତ୍ସବ ମୁଖରିତ । ଭକ୍ତଙ୍କ ସୁଅ ଛୁଟିବା ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କୁ ବୈଷ୍ଣବ ଧର୍ମୀମାନେ ଶ୍ରୀକୃଷ୍ଣ ଅବତାରୀ ଭାବେ ଗ୍ରହଣ କରିଥାନ୍ତି । ଆସନ୍ତୁ ଜାଣିବା ଶ୍ରୀମନ୍ଦିରରେ କିପରି ଭାବେ ଦୋଳ ଉତ୍ସବ ପାଳନ କରାଯାଏ ।…

ଶ୍ରୀମନ୍ଦିରରେ ଏପ୍ରିଲ ୧ରୁ ହେବ ପ୍ଲାଷ୍ଟିିକ ବ୍ୟାନ; ପାନଛେପ ପକାଇଲେ ୫୦୦ଟଙ୍କା ଜୋରିମାନା !

ପୁରୀ: ଆସନ୍ତା ଏପ୍ରିଲ୍ ପହିଲାରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ ହେବା ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ଦିନ ସୂଚନା ପ୍ରଦାନ କରାଯାଇଛି । ଛତିଶା ନିଯୋଗର ଅନୁଷ୍ଠିତ ଏକ ବୈଠକରେ ଯୋଗଦେବା ପରେ ଗଣମାଧ୍ୟମକୁ…