Latest Odisha News
Browsing Category

ଦୋଳ ପୂର୍ଣ୍ଣିମା

Dola Purnima

ଫଗୁଦଶମୀରୁ ଦୋଳପୂର୍ଣ୍ଣିମା; ଜାଣନ୍ତୁ, ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ଦୋଳଯାତ୍ରା…

ଶ୍ରୀମନ୍ଦିରରେ ପ୍ରସିଦ୍ଧ ଦ୍ୱାଦଶ ଯାତ୍ରାରୁ ଅନ୍ୟତମ ଦୋଳଯାତ୍ରା ସାତଦିନ ଧରି ପାଳିତ ହୁଏ। ପୂର୍ଣ୍ଣିମାର ପାଞ୍ଚଦିନ ପୂର୍ବରୁ ଏହି ଯାତ୍ରା ଆରମ୍ଭ ହୋଇ ପୂର୍ଣ୍ଣିମାର ପରଦିନ (ପ୍ରତିପଦ) ଶେଷ ହୁଏ। ଦଶମୀଠାରୁ ଚତୁର୍ଦ୍ଦଶୀ ମଧ୍ୟରେ ତିଥିକ୍ଷୟ ଥିଲେ ଫାଲଗୁନ ଶୁକ୍ଳ ନବମୀଠାରୁ ପାଳନ କରାଯାଏ।…

ହୋଲିରେ କିପରି ନେବେ ନିଜ ତ୍ୱଚାର ଯତ୍ନ, ଜାଣନ୍ତୁ…

ଭୁବନେଶ୍ୱର: ଆସୁଛି ରଙ୍ଗର ପର୍ବ ହୋଲି । ଏହିଦିନ ପରସ୍ପର ପରସ୍ପରକୁ ନାନା ପ୍ରକାରର ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଇଥାନ୍ତି । ତେବେ ଏହି ଖୁସିର ପର୍ବରେ ସାବଧାନତା ଅବଲମ୍ବନ ନକଲେ ଏହା ଦୁଃଖରେ ପରିଣତ ହୋଇଯାଏ । ତେବେ ହୋଲି ପୂର୍ବରୁ କିପରି ନିଜ ତ୍ୱଚାର ଯତ୍ନ ନେବେ ଆସନ୍ତୁ…

କରୋନା ପ୍ରଭାବ: ଫିକା ପଡିବକି ହୋଲି ରଙ୍ଗ ?

ଭୁବନେଶ୍ୱର: ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି ମାରାତ୍ମକ କରୋନା ଭାଇରସ । ଚୀନରେ ସୃଷ୍ଟ ଏହି ଭାଇରସ ଏବେ ୩୯ ଟି ଦେଶକୁ ବ୍ୟାପି ସାରିଛି । ସାରାବିଶ୍ୱରେ ଏହାର ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପି ସାରିଥିବା ବେଳେ ଭାରତରେ ୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏଭଳି…

ମୋଗଲ ଶାସନ କାଳରେ ହୋଲି: କ’ଣ କହେ ଇତିହାସ ? ଜାଣନ୍ତୁ

ନୂଆଦିଲ୍ଲୀ: ହୋଲିକୁ ସାଧାରଣତଃ ହିନ୍ଦୁଙ୍କ ପର୍ବ ରୂପେ ଦେଖାଯାଏ । କିନ୍ତୁ ରଙ୍ଗର ଏହି ପର୍ବ କେବଳ ହିନ୍ଦୁ ନୁହେଁ ବରଂ ଇସଲାମ ଧର୍ମ ସହିତ ଜଡିତ ଲୋକମାନେ ମଧ୍ୟ ପାଳନ କରନ୍ତି ଏବଂ ଅନେକ ବର୍ଷରୁ ଏହା ହୋଇ ଆସୁଅଛି । ଐତିହାସିକଙ୍କ ଅନୁସାରେ, ମୋଗଲ ଶାସନ କାଳରେ ମଧ୍ୟ ସେମିତି ହୋଲି…

ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ଶ୍ରୀଦୋଳଗୋବିନ୍ଦଙ୍କ ଦୋଳ ଉତ୍ସବ, ଜାଣନ୍ତୁ

ପୁରୀ: ଦୋଳପୂର୍ଣ୍ଣିମାରେ ସମଗ୍ର ଓଡ଼ିଶାରେ ଶ୍ରୀରାଧାକୃଷ୍ଣଙ୍କ ଆରାଧନା ସହିତ ବହୁ ଜାକଜମକରେ ପାଳିତ ହୋଇଥାଏ ଏହି ପର୍ବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ରୀତିନୀତିର ସହିତ ଦୋଳପର୍ବ ଅନୁଷ୍ଠିତ ହୋଇଥାଏ । ବହୁପୂର୍ବରୁ ଶ୍ରୀମନ୍ଦିରରେ ଦୋଳଗୋବିନ୍ଦଙ୍କ ଉପାସନା ହୋଇ…

ଭାରତୀୟ ସଂସ୍କୃତିରେ ଦୋଳ ପୂର୍ଣ୍ଣିମା: କେଉଁଠି କିପରି ହୁଏ ହୋଲି ଖେଳ ଜାଣନ୍ତୁ

ନୂଆଦିଲ୍ଲୀ: ହୋଲି ହେଉଛି ରଙ୍ଗର ପର୍ବ । ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ହୋଲି ପର୍ବ ଅଛି । ଏହି ଦିନ ସମସ୍ତେ ପରସ୍ପରକୁ ରଙ୍ଗ ଲଗାନ୍ତି ଓ ଶୁଭେଚ୍ଛା ଜଣାନ୍ତିି । ସାଧାରଣତଃ ରଙ୍ଗ ଲଗାଇ ଓ ଶୁଭେଚ୍ଛା ଜଣାଇ ହୋଲି ପର୍ବ ପାଳନ କରାଯାଏ । କିନ୍ତୁ ଭାରତର କିଛି ସ୍ଥାନରେ ହୋଲି ଖେଳିବାର…

ଓଡ଼ିଶାରେ ଦୋଳପୂର୍ଣ୍ଣିମା; ଘର ଘର ବୁଲି ଠାକୁର ଖାଆନ୍ତି ଭୋଗ

ଭୁବନେଶ୍ୱର: ଓଡ଼ିଶାର ପୂରପଲ୍ଲୀରେ ଫାଲଗୁନ ପୂର୍ଣ୍ଣିମା ତିଥିରେ ଦୋଳ ପୂର୍ଣ୍ଣିମା ପାଳିତ ହୋଇଥାଏ । ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ । ସାରା ଓଡ଼ିଶାରେ ଏହି ଦିବସଟିକୁ ଦୋଳ ଦଶମୀ ବା ଫଗୁ ଦଶମୀ ମଧ୍ୟ କହିଥାଆନ୍ତି । ବିଭିନ୍ନ ସ୍ଥାନରେ ବା ଗାଁ ଗହଳିରେ ଅନେକ ଦେବା…

ପବିତ୍ର ଦୋଳ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ କିଭଳି ରହିଛି ନୀତିନିର୍ଘଣ୍ଟ, ଜାଣନ୍ତୁ

ପୁରୀ: ଫାଲଗୁନ୍ ମାସ ପୂର୍ଣ୍ଣିମା ତିଥିରେ ପଡୁଥିବା ଦୋଳ ପୂର୍ଣ୍ଣିମା ଏକ ଲୋକପ୍ରିୟ ହିନ୍ଦୁ ପର୍ବ । ଏହା ୬ ଦିନ ଧରି ଚାଲେ, ଯାହା ଦୋଳ ଯାତ୍ରାରୁ ଆରମ୍ଭ ହୋଇ ଫାଲଗୁନ୍ ଦଶମୀ ଯାଏଁ ଚାଲିଥାଏ । ଆସନ୍ତା ୯ ତାରିଖରେ ଆରମ୍ଭ ହେବାକୁ ଥିବା ଦୋଳ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ…

ଆସନ୍ତୁ ଜାଣିବା ଶ୍ରୀମନ୍ଦିରର ନିଆରା ଦୋଳଉତ୍ସବ

ପୁରୀ: ଶ୍ରୀକ୍ଷେତ୍ର ଆଉ ଶ୍ରୀମନ୍ଦିର ଏବେ ଦୋଳଉତ୍ସବ ମୁଖରିତ । ଭକ୍ତଙ୍କ ସୁଅ ଛୁଟିବା ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କୁ ବୈଷ୍ଣବ ଧର୍ମୀମାନେ ଶ୍ରୀକୃଷ୍ଣ ଅବତାରୀ ଭାବେ ଗ୍ରହଣ କରିଥାନ୍ତି । ଆସନ୍ତୁ ଜାଣିବା ଶ୍ରୀମନ୍ଦିରରେ କିପରି ଭାବେ ଦୋଳ ଉତ୍ସବ ପାଳନ କରାଯାଏ ।…