Latest Odisha News
Browsing Category

କଳା ସଂସ୍କୃତି

ନବଦୁର୍ଗା: ସ୍କନ୍ଦମାତା ବେଶରେ ପୂଜା ପାଉଛନ୍ତି ମା’

ଭୁବନେଶ୍ଵର: ଖିଲିଖିଲି ହସୁଛି କାଶତଣ୍ଡି ଫୁଲ । ଏବେ ଖାଲି ଅପେକ୍ଷା ମା'ଙ୍କ ଆଗମନକୁ । ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ଧରାବତରଣ କରିବେ ମା' ଦୁର୍ଗତିନାସିନି ଦୂର୍ଗା । ସେଥିପାଇଁ ଏବେ ସମସ୍ତ ଦେବୀ ପୀଠରେ ମା ଙ୍କ ନବରାତ୍ରୀ ପୂଜା । ଏହି ଅବସରରେ ସକାଳୁ ବିଭିନ୍ନ ଦେବୀ ପୀଠ ମାନଙ୍କରେ…

ନବଦୁର୍ଗା: କୁଷ୍ମାଣ୍ଡା ବେଶରେ ପୂଜା ପାଉଛନ୍ତି ମା’

ଭୁବନେଶ୍ଵର: ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ । ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୁଏ । ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ ।…

ଚଳଚଞ୍ଚଳ ମା’ ବିରଜାଙ୍କ ପୀଠ

https://youtu.be/Sn0uSRPHubU ଯାଜପୁର: ନବରାତ୍ର ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ମାଙ୍କ ଷୋଡଶ ଉପଚାର ରେ ପୂଜା ଜାରି ରହିଥିବା ବେଳେ ନବରାତ୍ରର ତୃତୀୟ ଦିନରେ ମାଙ୍କ ଗର୍ଭ ଗୃହ କୁ ଯାଇ ପାଦ ସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁ…

ତ୍ରିପୁରା ସୁନ୍ଦରୀ ବେଶରେ ମା’ ସୁରେଶ୍ୱରୀ

https://youtu.be/3cMe7tMVFUY ନବରଙ୍ଗପୁର: ଆଜି ଆଶ୍ୱୀନ ତୃତୀୟା ତିଥି । ସୁବର୍ଣ୍ଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ସୁରେଶ୍ୱରୀ ଆଜି ଷୋଡ଼ଶୀ(ତ୍ରିପୁରା ସୁନ୍ଦରୀ) ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତ କାଲି ତାରା ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ତ୍ରିପୁରା…

ନବରାତ୍ରୀ ୨୦୨୩: ମା’ଙ୍କ ଆଗମନ ପାଇଁ ଶେଷ ପର୍ଯ୍ୟାୟରେ ପୂଜା ପ୍ରସ୍ତୁତି

ନବରଙ୍ଗପୁର: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ହେବ ମା'ଙ୍କ ଆଗମନ । ମା'ଙ୍କ ଧରବତାରଣ ପୂର୍ବରୁ ବଧୁ ବେଶ ରେ ସଜେଇ ହେଉଛି ପୃଥିବୀ । କାଶତାଣ୍ଡି ଫୁଲର ଧବଳ ଚାଦର ସହିତ ପଦ୍ମ ଓ କଇଁ ଫୁଲର ଅପାର ସମ୍ଭାରରେ ମହି ଆଚ୍ଛାଦିତ ହୋଇ ମା'ଙ୍କୁ ସ୍ୱାଗତ ଜଣାଉଛି ।   ଅନ୍ୟପକ୍ଷରେ ନବରଙ୍ଗପୁର…

ନବଦୁର୍ଗା: ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମା

ଭୁବନେଶ୍ଵର: ଧରାପୃଷ୍ଠରେ ବିରାଜିବେ ମା ଜଗତଜନନୀ ଦୁର୍ଗା । ମାଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁଠୁ ସହର । ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ ପୂଜା । ନବରାତ୍ରି ହେଉଛି ମାଆଙ୍କ ଉପାସନାର ପର୍ବ । ଏହି ନବଦିନାତ୍ମକ ପୂଜାରେ ନଅ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବେ ଆଦିଶକ୍ତି ମାଆ…

ନବରାତ୍ରୀ ୨୦୨୩: ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜେ ପୁରୀର ଗୋଷାଣୀ ଯାତ

ପୁରୀ: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଆଉ କିଛି ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଶକ୍ତି ସ୍ବରୂପିଣୀ ମା' ଦୁର୍ଗା । ଶ୍ରୀକ୍ଷେତ୍ର ପୁରୀରେ ଗୋଷାଣୀ ପୂଜାକୁ ନେଇ ପ୍ରସ୍ତୁତି ଆଗେଇ ଚାଲିଛି । ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କୁ ସବୁଆଡ଼େ ଆରାଧନା କରାଯାଉଥିବା ବେଳେ…

ନବରାତ୍ରୀ ୨୦୨୩: ମାଁ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା

ନବରଙ୍ଗପୁର: ବାଜାବାଜଣା, ଶଙ୍ଖ ଧ୍ବନି ସହିତ ଭକ୍ତ ମାନଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ହେଉଛି ନବରଙ୍ଗପୁର ସହରର ମା ଭଣ୍ଡାରଘରଣୀଙ୍କ ପୀଠ । ମନ୍ଦିର ପ୍ରାଙ୍ଗଣ ଚଳଚଞ୍ଚଳ ହୋଇଉଠିବା ସହ ଆରମ୍ଭ ହୋଇଛି ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ  ପୀଠରେ ନବରାତ୍ରୀ ପୂଜା । ନବରାତ୍ରୀ ପୂଜାର…

ଲୋକ ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ‘ବିହାଇଣ୍ଡ ଦ ଉଡ଼’ ଆୟୋଜିତ

ଭୁବନେଶ୍ୱର : ଲୁପ୍ତ ହୋଇଯାଉଥିବା ଲୋକ କଳା, ସଙ୍ଗୀତ ତଥା ନୃତ୍ୟ ଶୈଳୀକୁ ଉଜ୍ଜୀବିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସମୃଦ୍ଧି ଓ ବିକାଶ ପାଇଁ ସମ୍ମିଳିତ ପ୍ରୟାସ କରିବା ଦିଗରେ ଓଡ଼ିଶା ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ କଳିଙ୍ଗ କଳା କେନ୍ଦ୍ର ଟ୍ରଷ୍ଟ, ପୁନେର ମିଳିତ…

ଅକ୍ଟୋବର ୧୭ରୁ ଆୟୋଜିତ ହେବ ‘ସପ୍ତ-ରୂପମ୍’

ଭୁବନେଶ୍ୱର : ଅଗ୍ରଣୀ ନାଟ୍ୟାନୁଷ୍ଠାନ ନବୀନ ବର୍ଣ୍ଣାଳୀ ଥିଏଟର ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅକ୍ଟୋବର ୧୭ ରୁ ୨୩ ପର୍ଯ୍ୟନ୍ତ ନାଟକ ଉତ୍ସବ ‘ସପ୍ତରୂପମ୍’ ଆୟୋଜିତ ହେବ । ସପ୍ତାହ ବ୍ୟାପି ହେବାକୁଥିବା ଏହି ଉତ୍ସବରେ ପ୍ରତ୍ୟହ ଗୋଟିଏ ନାଟକ ପରିବେଷିତ ହେବ ।…