Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ପ୍ରଚଣ୍ଡ ପ୍ରତିଭାବନ୍ତ ଗାୟନାଚାର୍ଯ୍ୟ: ଗାୟକ ରତ୍ନ ଲୋକନାଥ କର

ଭୁବନେଶ୍ୱର: ବାଣପୁର ନିକଟସ୍ଥ ହରିପୁର ଶାସନରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଲୋକନାଥ । ବାପା ନାରାୟଣ ଶତପଥୀ ଓ ମାଆ ତିଳୋତ୍ତମା ଦେବୀଙ୍କର ଲୋକନାଥ ଥିଲେ ତୃତୀୟ ତଥା କନିଷ୍ଠ ପୁତ୍ର । ପିତୃବ୍ୟ ଶ୍ରୀ ଭଗବାନ କରଙ୍କର ପୋଷ୍ୟପୁତ୍ର ହୋଇଯାଇଥିଲେ ଲୋକନାଥ । ଏହାପରେ…

ପାଲା ଜଗତର ଜାଜ୍ଜ୍ୱଲମାନ ପ୍ରତିଭା: ଗାୟକ ଅଞ୍ଜନ ନାରାୟଣ ଲେଙ୍କା

ଭୁବନେଶ୍ୱର: ଅତି ସରଳ, ଅତି ସ୍ପଷ୍ଟ ତାଙ୍କ ଭାଷା । ଭାଷାର କ୍ଳିଷ୍ଟତା, ଅନାବଶ୍ୟକ ଆଲୋଚନା ନଥାଏ ତାଙ୍କ ପାଲାରେ । ସାଧାରଣ ଗ୍ରାମୀଣ ମହିଳାଙ୍କଠାରୁ ବିଜ୍ଞ, ପଣ୍ଡିତଙ୍କ ପର‌୍ୟ୍ୟନ୍ତ ସମସ୍ତେ ଆଗ୍ରହର ସହିତ ଶୁଣନ୍ତି ତାଙ୍କ ପାଲା । ବର୍ତ୍ତମାନ ଯେଉଁକେତେ ଜଣ ଗାୟକ ପୂରାତନ ପାଲା…

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲିରେ ଏକ ସୁଦୃଶ୍ୟ ଲମ୍ବା ବ୍ୟାଟ ନିର୍ମାଣ କରି ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । #AbhinandanTeamIndia  for winning against Pakistan in…

ରାଜ୍ୟବାସୀଙ୍କୁ ‘ରଜ’ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ‘ରଜ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । https://twitter.com/Naveen_Odisha/status/1139371688078954496 ସୂଚନାଯୋଗ୍ୟ,…

ଋଷି ପ୍ରତୀମ ଗାୟନାଚାର୍ଯ୍ୟ: ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର

ଭୁବନେଶ୍ୱର: ପୂରାତନ ଶୈଳୀର ପାଲା ପରମ୍ପରାକୁ ଯେଉଁକେତେ ଜଣ ବରିଷ୍ଠ ଗାୟକ ବଜାୟ ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଋଷି ପ୍ରତିମ ଗାୟନାଚାର୍ଯ୍ୟ ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର । ୧୯୪୩ ମସିହାରେ ତକ୍ରାଳୀନ ପୁରୀ ଜିଲ୍ଲା ଗଙ୍ଗାଧରପୁର ନିକଟସ୍ଥ ହରିପୁରଶାସନରେ ଜନ୍ମଗ୍ରହଣ କରିଥିଲେ…

ନିର୍ଭୀକ ପାଲା ଗାୟନାଚାର୍ଯ୍ୟ: ଗାୟକ ରତ୍ନ ନରୋତ୍ତମ ମହାପାତ୍ର

ଭୁବନେଶ୍ୱର: ସଂଭ୍ରାନ୍ତ ପରିବାରରେ ଜନ୍ମ, ଉଚ୍ଚ ଶିକ୍ଷିତ, ଚାହିଁଥିଲେ ବଡ ଚାକିରି କରିପାରିଥାନ୍ତେ, ହେଲେ ସେ ବାଛିନେଲେ କଳାକାରର ଜୀବନ । ସାହିତ୍ୟ ସାଧନାର ରାସ୍ତା ବାଛିନେଲେ । ଜଣେ ନିର୍ଭୀକ ପାଲା ଗାୟକ ଭାବେ ସାରା ଓଡିଶାରେ ପରିଚିତ ସେହି ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ଗାୟକ…

‘ଓଡିଶା ସିନେ ୱାର୍କରସ୍ ଆସୋସିଏସନ’ ପକ୍ଷରୁ ‘ବିଶ୍ୱ ଶ୍ରମିକ ଦିବସ’ ପାଳିତ

ବୋଲଗଡ: ବୋଲଗଡ ବ୍ଲକ୍ ଚମ୍ପାଇଲୋର ସାନବାଡ ମେଘ ମହ୍ଲାର ଅନୁଷ୍ଠାନ ପ୍ରାଙ୍ଗଣରେ ବୁଧବାର ଦିନ ‘ଓଡିଶା ସିନେ ୱାର୍କରସ୍ ଆସୋସିଏସନ’ ପକ୍ଷରୁ ‘ବିଶ୍ୱ ଶ୍ରମିକ ଦିବସ’ ଅନୁଷ୍ଠିତ ହୋଇଯାଇଛି । ଏକ ନିଆରା ଢଙ୍ଗରେ କବି ମନୋଜ କୁମାର ଗୁମାନସିଂହଙ୍କ ସଭାପତିତ୍ୱରେ କବି ମାନଙ୍କର ଭାବବିହ୍ୱଳ…

ବାରିପଦାରେ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଚୈତ୍ର ପର୍ବ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଚୈତ୍ର ପର୍ବ ବାରିପଦାରେ ଆରମ୍ଭ ହୋଇଛି । ବାରିପଦା ଛଉ ପଡ଼ିଆର ମଞ୍ଚରେ ଉଦଘାଟିତ ହୋଇଛି ଏହି ଚୈତ୍ର ପର୍ବ । ମୟୂରଭଞ୍ଜ ଦକ୍ଷିଣ ସାହିର କାର୍ତିକେଶ୍ୱର ରଣା ଓ ଉତ୍ତର ସାହିର ଦିଲୀପ କୁମାର ମିଶ୍ର ଅନୁଷ୍ଠାନିକ ଭାବେ ଦୀପ ପ୍ରଜ୍ଵଳନ କରି…

ପବିତ୍ର ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ଆଜିର ଦିନରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ମହାନ ଓଡ଼ିଆ ଭାଷାକୁ ଲୁପ୍ତ କରିଦେବାକୁ ଯେଉଁପରି ଭାବେ ସେତେବେଳେ…

ସର୍ବ ଭାରତୀୟ ରେଲୱେ ପେଣ୍ଟିଂସ: ପୂର୍ବତଟ ରେଳବାଇ କର୍ମଚାରୀ ପୁଣି ଜିତିଲେ ପ୍ରତିଯୋଗିତା

ଭୁବନେଶ୍ୱର: ସର୍ବଭାରତୀୟ ରେଲୱେ ପେଣ୍ଟିଂସ ପ୍ରତିଯୋଗିତାରେ ପୂର୍ବତଟ ରେଳବାଇ କର୍ମଚାରୀ କ୍ରମାଗତ ଭାବେ ଦ୍ୱିତୀୟଥର ଲାଗି ଶ୍ରେଷ୍ଠସ୍ଥାନ ଅଧିକାର କରିଛନ୍ତି । ରେଳବାଇ ବୋର୍ଡ ଦ୍ୱାରା ଗୌହାଟୀ ଠାରେ ଅନୁଷ୍ଠିତ ସର୍ବଭାରତୀୟ ରେଳବାଇ ପେଣ୍ଟିଙ୍ଗସ ପ୍ରତିଯୋଗିତାରେ ଭୁବନେଶ୍ୱରସ୍ଥ…