Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସାମସଙ୍ଗର ଗାଲାକ୍ସି ଏ ଲଞ୍ଚ ଇଭେଣ୍ଟରେ ଆସିବ ଏହି ନୂଆ ସ୍ମାର୍ଟଫୋନ..

ଭୁବନେଶ୍ବର: ସାମସଙ୍ଗ ଗାଲାକ୍ସି ଏ (Galaxy A) ସିରିଜକୁ ଲଞ୍ଚ କରିବ। ମାର୍ଚ୍ଚ ୨ରେ ଏହି ଲଞ୍ଚ ଇଭେଣ୍ଟର ଆୟୋଜନ ହେବ । ଏହି ଇଭେଣ୍ଟରେ କମ୍ପାନୀ କେଉଁ କେଉଁ ସ୍ମାର୍ଟଫୋନକୁ ଲଞ୍ଚ କରିବ ସେ ନେଇ ସ୍ପଷ୍ଟ କରିନାହିଁ । ଲିକ୍‌ ତଥ୍ୟ ଅନୁସାରେ ଏହି ଇଭେଣ୍ଟରେ Galaxy A56, A36 ଓ A26…

ଏହି ପତ୍ରର କାଢା ପ୍ରତିଦିନ ପିଇଲେ ଦୂର ହେବ ଅନେକ ରୋଗ..

ଭୁବନେଶ୍ବର: ଲୋକମାନେ ଖାଇବା ପରେ ପାନ ଖାଇବାକୁ ପସନ୍ଦ କରନ୍ତି । କୁହାଯାଏ ଯେ ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି, ପାନକୁ ପାଣିରେ ଫୁଟାଇ ସେଇ ପାଣି ପାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ । ଏହା ଉଭୟ କଫ ଏବଂ ପିତ୍ତ ଦୋଷରୁ ମୁକ୍ତି ପ୍ରଦାନ…

ମହାକାଶରେ ପ୍ଲାନେଟ୍‌ ପରେଡ୍‌; ଆସନ୍ତାକାଲି ସରଳରେଖାରେ ଏକାସାଙ୍ଗରେ ଦୃଶ୍ୟମାନ ହେବେ ୭ ଗ୍ରହ

ନୂଆଦିଲ୍ଲୀ: ୨୮ ଫେବୃଆରୀ ତଥା ଆସନ୍ତାକାଲି ସୌରମଣ୍ଡଳର ସମସ୍ତ ୭ଟି ଗ୍ରହ ରାତିରେ ଏକତ୍ର ଦୃଶ୍ୟମାନ ହେବେ । ଏହା ଏକ ବିରଳ ଏବଂ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ହେବାକୁ ଯାଉଛି । ପ୍ଲାନେଟୋରୀ ପରେଡ୍‌ର ପ୍ରଥମ ଭାଗରେ ୬ଟି ଗ୍ରହ ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ ଏବଂ ନେପଚୁନ୍ ଗୋଟିଏ…

ଏପରି କରନ୍ତୁ ଥାଇରଏଡ୍ ନିୟନ୍ତ୍ରଣ..

ଭୁବନେଶ୍ବର: ଆଜିକାଲି ପ୍ରାୟ ଲୋକଙ୍କ ଠାରେ ଥାଇରଏଡ୍ ସମସ୍ୟା ଦେଖାଯାଉଛି । ଥାଇରଏଡ୍ ସମସ୍ୟା ଥିଲେ ଶରୀରରେ ହରମୋନ ଶକ୍ତି କମ୍ ବେଶୀ ହେବା ସହ ଓଜନରେ ମଧ୍ୟ ସମସ୍ୟା ଦେଖାଯାଏ । ଏଥିସହ ଥାଇରଏଡ୍ ସ୍ମରଣ ଶକ୍ତିକୁ ଦୁର୍ବଳ କରିଦିଏ । ଥାଇରଏଡ୍ ରୋଗୀଙ୍କ ପାଖରେ ଆଳସ୍ୟ, ଥକାପଣ, କେଶ ଝଡିବା,…

ମାର୍ଚ୍ଚରେ ଏହି ରାଶିଙ୍କ ହଠାତ୍‌ ବଦଳିଯିବ ଭାଗ୍ୟ..

ଭୁବନେଶ୍ବର: ମାର୍ଚ୍ଚରେ ବୁଧ ଚଳନ କରି ମୀନ ରାଶିରେ ପ୍ରବେଶ କରିବେ । ଏହାସହ ଶୁକ୍ର ମଧ୍ୟ ମୀନ ରାଶିରେ ଚଳନ କରିବେ । ବୁଧ ଶୁକ୍ର ଏକାଠି ହେବା ଦ୍ୱାରା ଦୁର୍ଲ୍ଲଭ ରାଜଯୋଗ ସୃଷ୍ଟି ହେଉଛି । ଏହି ରାଜଯୋଗ କିଛି ରାଶି ଉପରେ ବିଶେଷ ପ୍ରଭାବ ପକାଇବ । କୁମ୍ଭ- ଏହି ରାଶି ବ୍ୟକ୍ତି…

ଘରେ ସୂର୍ଯ୍ୟ କିରଣ ପଡିବା ଜରୁରୀ !

ଭୁବନେଶ୍ବର: ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ତେଣୁ ସୂର୍ଯ୍ୟ କିରଣ ଘରେ ପଡିବା ଜରୁରୀ । ବାସ୍ତୁଶାସ୍ତ୍ରରେ ଅନ୍ୟ ଗ୍ରହଙ୍କ ଅପେକ୍ଷା ସୂର୍ଯ୍ୟଙ୍କୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି। ବାସ୍ତୁଶାସ୍ତ୍ରଙ୍କ ମତରେ ଗୃହର ନିର୍ମାଣ ଏହିପରି ହେବା ଦରକାର ଯେମିତି ସୂର୍ଯ୍ୟଙ୍କ କିରଣ…

ବଜାରକୁ ଆସିଲା ରୟାଲ୍ ଏନଫିଲ୍ଡ ର ନୂଆ Guerrilla 450

ନୂଆଦିଲ୍ଲୀ: ରୟାଲ ଏନଫିଲ୍ଡ ବାଇକ୍ କୁ ଯୁବବର୍ଗ ବେଶ୍ ପସନ୍ଦ କରନ୍ତି । କମ୍ପାନୀ ନିଜର ଲୋକପ୍ରିୟ ବାଇକ୍ ଗୁରିଲା 450 (Royal Enfield Guerrilla 450 )ପାଇଁ ଏକ ନୂଆ ପିକ୍ସ ବ୍ରୋଞ୍ଜ୍ (Peix Bronze) ରଙ୍ଗ ଆଣିଛି, ଯାହା କେବଳ ମିଡ୍ ସ୍ପେକ୍ ଡ୍ୟାସ୍ ଭାରିଆଣ୍ଟରେ ମିଳିବ । ଏହାର…

କେଉଁ ବ୍ଲଡ୍ ଗ୍ରୁପର ଲୋକମାନେ ଅତ୍ୟନ୍ତ ବୁଦ୍ଧିମାନ? ଆପଣ ଏହି ତାଲିକାରେ ଅଛନ୍ତି କି…

ନୂଆଦିଲ୍ଲୀ: ପ୍ରାୟତଃ ଲୋକଙ୍କ ବ୍ୟକ୍ତିତ୍ୱ ଏବଂ ଚେହେରା ଦେଖି ସେମାନଙ୍କର ବୁଦ୍ଧିମତା ପରଖାଯାଏ । କିଏ ଚାହିଁବ ନାହିଁ ଯେ ତାଙ୍କ ମନ ତୀକ୍ଷ୍ଣ ହେଉ? କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଆମର ବ୍ଲଡ ଗ୍ରୁପ୍ ଦ୍ୱାରା ମଧ୍ୟ ତୀକ୍ଷ୍ଣ ବୁଦ୍ଧି ନିର୍ଣ୍ଣୟ କରାଯାଇପାରିବ? କାଲିଫର୍ନିଆ…

ମହାଶିବରାତ୍ରୀରେ ଏପରି ଚନ୍ଦନ ତିଳକ ଲଗାଇ ପୂଜା କଲେ ଦୂର ହୁଏ କଷ୍ଟ

ଭୁବନେଶ୍ବର:ଆଜି ହେଉଛି ମହାଶିବରାତ୍ରୀ । ଯଦି ଏହି ଦିନ ରୀତିନୀତି ଅନୁଯାୟୀ ମହାଦେବଙ୍କୁ ପୂଜା କରାଯାଏ ,ତେବେ ବ୍ୟକ୍ତିଙ୍କ ସମସ୍ତ ଇଚ୍ଛା ପୂରଣ ହୁଏ । ଭୋଳାନାଥଙ୍କ ଆଶୀର୍ବାଦ ପାଇବା ପାଇଁ ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଚନ୍ଦନ ତିଳକ ଲଗାନ୍ତୁ । ବିଶ୍ବାସ କରାଯାଏ ମହାଦେବ ଅତ୍ୟନ୍ତ…

ଜାଣନ୍ତୁ ପ୍ରୟାଗରାଜ ପରେ କେଉଁଠି ହେବ ପରବର୍ତ୍ତୀ କୁମ୍ଭମେଳା?

ପ୍ରୟାଗରାଜ: ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଥିବା ମହାକୁମ୍ଭ ଆଜି ଫେବୃଆରୀ ୨୬ ତାରିଖ ତଥା ମହାଶିବରାତ୍ରି ଦିନ ଶେଷ ହେଉଛି । ମହାଶିବରାତ୍ରି ଅବସରରେ ଲକ୍ଷ ଲକ୍ଷ ଲୋକ ମହାକୁମ୍ଭକୁ ଆସୁଛନ୍ତି ଏବଂ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି । ବିଶ୍ୱାସ କରାଯାଏ ଯେ…