Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମୁଲେଠୀ ଚା’ ଦୂର କରେ ଶରୀରର ଅନେକ ସମସ୍ୟା !

ଭୁବନେଶ୍ବର: ମୁଲେଠୀକୁ ଆୟୁର୍ବେଦରେ ଅତ୍ୟନ୍ତ ଉପକାରୀ ଔଷଧ ଭାବରେ ବିବେଚନା କରାଯାଏ । ଏହାର ବ୍ୟବହାର ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । କିନ୍ତୁ ଆପଣ କେବେ ମୁଲେଠୀ ଚା ’ ପିଇଛନ୍ତି କି? ଏହାର ଚା'ପିଇଲେ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିସହ ଲିଭର, ଦାନ୍ତ…

ଏମିତି ବନନ୍ତୁ କୋଟିପତିଙ୍କ ସ୍ତ୍ରୀ…

ନୂଆଦିଲ୍ଲୀ: ସବୁ ସ୍ତ୍ରୀଙ୍କର ଇଚ୍ଛା ଥାଏ ତାଙ୍କ ସ୍ବାମୀ ଗୋଟିଏ କୋଟିପତି ହୋଇଥାଉ । ତାଙ୍କର ସବୁ ସ୍ବପ୍ନ ପୂରଣ କରିପାରୁଥିବା ଦରକାର । ଏମିତିକି ସେ ହାତ ରଖୁ ଥିବା ଜିନିଷକୁ ବି ତାଙ୍କ ନାଁରେ କରିଦେଉଥିବ । ହେଲେ ବାସ୍ତବିକତା କିଛି ଅଲଗା ହୋଇଥାଏ । କିନ୍ତୁ ଏବେ ଆଉ ଚିନ୍ତା…

ଆସିଗଲା 200MP କ୍ୟାମେରା ଥିବା Xiaomi 15 Ultra ସ୍ମାର୍ଟଫୋନ୍; ଜାଣନ୍ତୁ ପ୍ରାଇସ

ନୂଆଦିଲ୍ଲୀ: ସାଓମି (Xiaomi) ନିଜର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ୍ Xiaomi 15 Ultraକୁ ଲଞ୍ଚ କରିଛି । ସାଓମି ପୁଣିଥରେ ନିଜର ଲାଟେଷ୍ଟ ସ୍ମାର୍ଟଫୋନ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କମ୍ପାନୀ ଅନେକ ଦମଗାର ଫିଚର ସହିତ Xiaomi 15 Ultra କୁ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ୍…

ଏହିପରି ସହଜ ଉପାୟରେ କ୍ରେଡିଟ୍ କାର୍ଡକୁ କରନ୍ତୁ ଡିଆକ୍ଟିଭ..

ଭୁବନେଶ୍ବର:ଅନେକ ଲୋକଙ୍କ ପାଖରେ ଏକରୁ ଅଧିକ କ୍ରେଡିଟ୍ କାର୍ଡ ଥାଏ । ଏକାଧିକ କାର୍ଡ ବ୍ୟବହାର କରି ବିଲ୍ ପୈଠ କରିବା କଷ୍ଟକର ହୋଇପଡେ । ଏହା ଫଳରେ ସେମାନେ ଋଣ ଜାଲରେ ଫସି ଯାଆନ୍ତି । ଯଦି ଆପଣ ଏକରୁ ଅଧିକ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ଓ ଏବେ ସମସ୍ତ କ୍ରେଡିଟ୍ କାର୍ଡକୁ ଠିକ୍…

ଏମାନଙ୍କ ଉପରେ ଶୀଘ୍ର ପଡିଥାଏ ଖରାପ ଶକ୍ତିର ପ୍ରଭାବ..

ଭୁବନେଶ୍ବର: କିଛି ଜଣଙ୍କ ଉପରେ ଶୀଘ୍ର ଖରାପ ଶକ୍ତିର ପ୍ରଭାବ ପଡିଥାଏ । ପରେ ଏହାର ପ୍ରଭାବ ବହୁତ ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଦୁଷ୍ଟଆତ୍ମାର ପ୍ରଭାବ କାହା ଉପରେ ଅଧିକ ପଡେ ଓ କେତେବେଳେ .. - ଆପଣ ଘରକୁ ଖାଲି ଛାଡି ବାହାରକୁ ଯାଉଛନ୍ତି ,ସେତେବେଳେ ଭୁଲରେ ସଂପୂର୍ଣ୍ଣ ଘରକୁ…

ଅଜଣା ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ କ’ଣ?

ଭୁବନେଶ୍ବର: ବେଳେବେଳେ ଆମେ ଆମ ସ୍ବପ୍ନରେ ଅଜଣା ବ୍ୟକ୍ତିଙ୍କୁ ଦେଖିଥାଉ । ନିଦରୁ ଉଠିଲା ପରେ ଆମେ ଭାବି ଥାଉ ସେହି ବ୍ୟକ୍ତି କିଏ ଥିଲା । ତେବେ ଜାଣି ରଖନ୍ତୁ, ସ୍ବପ୍ନଶାସ୍ତ୍ର ଅନୁସାରେ ସବୁ ସ୍ୱପ୍ନ ଭିନ୍ନ ଭିନ୍ନ ସୂଚନା ଦେଇଥାଏ।  ଆସନ୍ତୁ ଜାଣିବା ଅଜଣା ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିବା…

କାକୁଡି କେଉଁ ସମୟରେ ଖାଇବା ଭଲ ?

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ କାକୁଡି ଆମ ଖାଇବାରେ ସାମିଲ କରିଥାଉ । ଏହା କେବଳ ଶରୀରକୁ ହାଇଡ୍ରେଟିଂ କରି ନଥାଏ ଏହା ପୋଷକତତ୍ତ୍ବରେ ମଧ୍ୟ ପରିପୂର୍ଣ୍ଣ । ଓଜନ ହ୍ରାସଠାରୁ ଆରମ୍ଭ କରି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଚର୍ମକୁ ସୁସ୍ଥ ରଖିବା ପର୍ଯ୍ୟନ୍ତ କାକୁଡ଼ି ବେଶ୍ ଲାଭଦାୟକ ।…

ଓଜନ ବଢୁ ନାହିଁ ବୋଲି ଚିନ୍ତିତ କି ! ଏହି ସବୁ ଖାଦ୍ୟ ଖାଆନ୍ତୁ ..

ଭୁବନେଶ୍ବର: ପତଳା ବୋଲି ଲୋକହସା ହେଉଛନ୍ତି କି ? ତେବେ ଚିନ୍ତା କରନ୍ତୁ ନାହିଁ । କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ପତଳା ଶରୀର ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ନିଜ ଖାଇବାରେ ଏପରି କିଛି ଖାଦ୍ୟ ସାମିଲ କରିବା ଦ୍ବାରା ଓଜନ ବଢେ । ତାମାନେ ନୁହେଁ ଫାଷ୍ଟଫୁଡ୍ , ଅଧିକ ତେଲମସଲା…

ଫୋପାଡନ୍ତୁନି ପିଆଜ ଚୋପା, ଏଥିରେ ରହିଛି ଅନେକ ଗୁଣ !

ଭୁବନେଶ୍ବର: ସାଧାରଣତଃ ପିଆଜ ଚୋପା ଆମେ ଫୋପାଡି ଦେଉ । କିନ୍ତୁ ଏଥିରେ ଭରିରହିଛି ଅନେକ ଗୁଣ । ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ .. -କେଶକୁ କଣ୍ଡିସନ କରିବା ପାଇଁ ପିଆଜ ଚୋପାକୁ ବ୍ୟବହାର କରନ୍ତୁ।  ପ୍ରଥମେ କେଶକୁ ଧୋଇସାରିବା ପରେ ପିଆଜଚୋପା ପାଣିରେ ଧୋଇ ଦିଅନ୍ତୁ। ଦେଖିବେ କେଶ…

ଘରେ ଏପରି ମନିପ୍ଲାଣ୍ଟ ରଖିଛନ୍ତି କି? ହୋଇଯିବେ ଭିକାରୀ..

ଭୁବନେଶ୍ବର: ମନିପ୍ଲାଣ୍ଟ ଘରେ ଲଗାଇଲେ ଧନ ସମ୍ପତ୍ତି ବଢେ । ମାତ୍ର ବାସ୍ତୁ ଅନୁସାରେ ଏହାକୁ ଲଗାଇବା କଥା, ଏଥିପାଇଁ  କିଛି ବିଶେଷ ନିୟମ ରହିଛି । ନହେଲେ ମନିପ୍ଲାଣ୍ଟ ଧନୀକୁ ବି କରିଦବ ଦରିଦ୍ର । -ମନିପ୍ଲାଣ୍ଟ ଘରର ଦକ୍ଷିଣ-ପୂର୍ବ ଦିଗରେ ଲଗାନ୍ତୁ, ଏହା ଘର ପାଇଁ ଉତ୍ତମ । ବାସ୍ତୁ…