Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୧୦ ଜିଲ୍ଲାରେ ଶନି ଓ ରବିବାର ସଟ୍‌ଡାଉନ

ଭୁବନେଶ୍ୱର: ଦେଶରେ ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ ହେବ ଅନ୍‌ଲକ ୨ । ତେବେ ଏହାରି ଭିତରେ ଜୁଲାଇ ମାସ ପାଇଁ ରାଜ୍ୟ ସରକାର କରୋନା ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ଜୁଲଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ସଟ୍‌ଡାଉନ୍ ବଳବତ୍ତର ରହିବ । ତେବେ ଏହି କଟକଣା…

ରାଜ୍ୟରେ ରାତି ୯ଟାରୁ ଭୋର ୫ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ

ଭୁବନେଶ୍ୱର: କୋହଳ ହେଲା ରାତ୍ରୀକାଳିନ କର୍ଫ୍ୟୁ ସମୟ । ଏଣିକି ଆଉ ସନ୍ଧ୍ୟା ୭ଟାରୁ ୫ଟା ନୁହେଁ ରାତି ୯ରୁ ଭୋର ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜୁଲାଇ ପହିଲାରୁ ରାତି ୯ଟାରୁ ସକାଳ ୫ଟା ଯାଏଁ…

ସୁସ୍ଥ ହେଲେ ସର୍ବାଧିକ ୨୪୩ କରୋନା ସଂକ୍ରମିତ

ଭୁବନେଶ୍ୱର: ଭାଙ୍ଗିଲା ରେକର୍ଡ । ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୨୪୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୧୮୯ରେ ପହଁଚିଛି । ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଜପତିରୁ ୫୯ ଜଣ ଅଛନ୍ତି ।…

ଆମିର ଖାନ୍‌ଙ୍କ ରୋଷେୟା, ବଡିଗାର୍ଡଙ୍କ ସମେତ ୭ ଜଣ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ: କରୋନାକୁ ଲାଗୁନି ବ୍ରେକ । ଦେଶରେ ବଢ଼ି ଚାଲିଛି ସଂକ୍ରମଣ । ଏବେ ବଲିଉଡ ସୁପରଷ୍ଟାର ଆମିର ଖାନ୍‌ଙ୍କ ଘରେ କରୋନା ପ୍ରବେଶ କରିଛି । ତାଙ୍କ ଘରର ରୋଷେୟା, ବଡିଗାର୍ଡ ସମେତ ତାଙ୍କ ଟିମ୍‌ର ୭ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆମିର ନିଜେ ଟ୍ୱିଟ୍ କରି ସୂଚନା…

ଆଠଗଡ ଏନ୍‌ଏସି ଅଂଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଆଠଗଡ: ଆଠଗଡ ଡିଏସ୍‌ପିଙ୍କ ସମେତ ୨ ଜଣ କରୋନା ଚିହ୍ନଟ ହେବା ପରେ ଆଠଗଡ ଏନ୍‌ଏସିକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଉପଜିଲ୍ଲପାଳ ଏହି ଘୋଷଣା କରିଛନ୍ତି । ଆଠଗଡ ଅଂଚଳର ୧୮ଟି ୱାର୍ଡକୁ ମଙ୍ଗଳବାର ଦିନ ଦୁଇଟା ଠାରୁ ତିନି ତାରିଖ ଶୁକ୍ରବାର ସକାଳ ୬ଟା ପର‌୍ୟ୍ୟନ୍ତ ଏହି ଅଞ୍ଚଳକୁ…

ଅନ୍‌ଲକ୍‌-୨ରେ ଅଧିକ ସତର୍କତା ଜରୁରୀ: ମୋଦୀ

ନୂଆଦିଲ୍ଲୀ: କରୋନା କଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଷଷ୍ଠଥର ପାଇଁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, କରୋନା ବିଶ୍ଵ ମହାମାରୀ ସହ ଲଢି ଲଢି ଆମେ ଅନଲକ୍‌-୨ରେ ପ୍ରବେଶ କରିଛେ। ଅନଲକ୍‌-୧ ପରଠାରୁ ଆମ ଲୋକମାନେ ଅସତର୍କ ହେବା ଦେଖାଯାଇଛି। ଯେବେ ସତର୍କ ହେବା…

ଗୋଷ୍ଠୀ ସଂକ୍ରମଣ ହେଲେ ସ୍ଥିତି ଭୟାନକ ହେବ, ସଟ୍‌ଡାଉନ୍ କର: ପିସିସି ସଭାପତି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୟା ବିସ୍ତାର କରିବାରେ ଲାଗିଛି କରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ଦିନ ତଳେ ଓଡ଼ିଶାରେ କରୋନା ପ୍ରବାସୀଙ୍କ ମଧ୍ୟରେ ସୀମିତ ଥିଲା । ଏବେ କିନ୍ତୁ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛି । ଥରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ…

କରୋନାରେ ଅଧ୍ୟାପିକାଙ୍କ ସ୍ୱାମୀ ମୃତ; ଭିସୁଟ୍ ସଟଡାଉନ

ସମ୍ବଲପୁର: କରୋନା ସଂକ୍ରମଣରେ ଜଣେ ଅଧ୍ୟାପିକାଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ମଙ୍ଗଳବାର ଦିନ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ) ଗୋଟିଏ ଦିନ ପାଇଁ ବନ୍ଦ ରହିଛି। ସୂଚନାନୁସାରେ, ମୃତକ ଜଣକ ଅନୁଗୁଳର ନାଲକୋରେ…

ଭୁବନେଶ୍ୱରରେ ଆଉ ୬ ପଜିଟିଭ, ୧୧ ସୁସ୍ଥ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ସଂକ୍ରମିତଙ୍କ ମଧ୍ୟରେ ହୋମ୍ କ୍ୱାରେଂଟିନ୍‌ର ଜଣେ ଥିବାବେଳେ ୫ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି । ଜଣେ ୫୬ ବର୍ଷୀୟ ରେଲୱେ କର୍ମଚାରୀ…

ଆଜି ‘ସାମାଜିକ ଗଣମାଧ୍ୟମ ଦିବସ’; ଜାଣନ୍ତୁ, ଏସମ୍ପର୍କରେ କିଛି

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆ ଲୋକମାନଙ୍କ ଜୀବନ ପରିବର୍ତ୍ତନ କରୁଥିବା ବେଳେ ପ୍ରତିବର୍ଷ ଜୁନ୍ ମାସ ୩୦ ତାରିଖରୁ ‘ସାମାଜିକ ଗଣମାଧ୍ୟମ ଦିବସ’ ପାଳନ କରାଯାଇ ଆସୁଅଛି । ଆଗରୁ ଟେଲିଗ୍ରାମ, ଟେଲିଫୋନର ଯୁଗ ଥିଲା । ଏହାପରେ ପରେ ଫେକ୍ସ ମେସିନ୍ ଓ ତା’ପରେ ସୋସିଆଲ୍…