Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିଗ ବେନ୍‌ଠାରୁ ୩ଗୁଣା ଅଧିକ ଉଲକାପିଣ୍ଡ ପୃଥିବୀ ନିକଟ ଦେଇ ଯିବ

ନୂଆଦିଲ୍ଲୀ:  ମହାକାଶରୁ ଏକ ବିରାଟକାୟ ଉଲକାପିଣ୍ଡ ପୃଥିବୀ ମୁହାଁ ହୋଇଛି । ଏହା ଆଉ କିଛି ଘଣ୍ଟା ମଧ୍ୟରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ଏହି ଉଲକାପିଣ୍ଡ ଏତେ ବେଗରେ ଖସୁଛି ଯେ ଯଦି ଏହା ଏହା ପୃଥିବୀରେ ମାଡ଼ ହୁଏ ତେବେ  ବ୍ୟାପକ କ୍ଷୟକ୍ଷତି ଘଟାଇବ । ଏପରିକି ଏହା ଯଦି ସମୁଦ୍ରରେ…

ରେକର୍ଡ ଭାଙ୍ଗିଲା କରୋନା; ୨୪ ଘଣ୍ଟାରେ ଓଡିଶାରେ ୨୮୨ ଆକ୍ରାନ୍ତ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୮୨ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୫୨ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଆପଣଙ୍କୁ ଧନବାନ କରାଇବ ଗରୁଡ଼ ପୁରାଣର ଏହି ସରଳ ନିୟମ !  

ଭୁବନେଶ୍ୱର: ଧନବାନ ହେବାକୁ କିଏ ବା ନଚାହେଁ । ଯାହା ପାଖରେ ଯେତେ ଧନ ଥିଲେ ବି ଆଉ କିଛି ପାଇବା ଆଶାରେ ସଭିଏଁ ଥା'ନ୍ତି ।ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ ଗରୁଡ ପୁରାଣରେ ବର୍ଣ୍ଣିତ ଧନପ୍ରାପ୍ତିର ଏକ ଉପାୟ । ଆମ ଜାଣିବା ଅନୁସାରେ, ଗରୁଡ଼ ପୁରାଣରେ କେବଳ ଭୟଙ୍କର କିମ୍ବା ନର୍କ ବିଷୟରେ…

୧୪ କରୋନା ଯୋଦ୍ଧାଙ୍କ ସହ ଗଞ୍ଜାମରେ ୭୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ ।…

୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୫ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା ୪,୫୬,୧୮୩କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଗଂଜାମ ଜିଲ୍ଲାରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ ମନା

ଗଂଜାମ : ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କୁ ସରକାରୀ ଅଫିସ ଯିବା ନେଇ କଟକଣା ଜାରି ହୋଇଛି । ଆସନ୍ତା ୧୦ ଦିନ ଯାଏଁ ସମସ୍ତ ସରକାରୀ ଅଫିସକୁ ବନ୍ଦ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । କିଛି ବରିଷ୍ଠ ଅଧିକାରୀଙ୍କ କରୋନା ସଂକ୍ରମିତ ହୋଇଥିବାରୁ…

ଆଜି ଶ୍ରୀଜୀଉଙ୍କ ଆଡପ ମଣ୍ଡପ ବିଜେ

ପୁରୀ : ତିନି ରଥ ଗତକାଲି ଠାରୁ ଗୁଣ୍ଡିଚା ମନ୍ଦିରରେ ଲାଗିଛି । ଆଜି ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ଦିନ ଦୁଇଟା ସୁଦ୍ଧା ପହଣ୍ଡି କରି ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । କରୋନା କଟକଣା ମଧ୍ୟରେ ସବୁ ରୀତିନୀତି କରାଯିବ । ଶ୍ରୀଜୀଉଙ୍କୁ ଆଡପମଣ୍ଡପରେ ଦର୍ଶନ ପାଇଁ…

କାହିଁକି ରଥଯାତ୍ରା ଉତ୍ସବ କେବଳ ଏକ ରୀତିନୀତି ବା ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ ନୁହେଁ?

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ କାହିଁକି ଏତେ ହୋହଲ୍ଲା? ଏପରି ପରସ୍ଥିତିକୁ କ’ଣ ସ୍ୱାଭାବିକ ଭାବେ ପରିଚାଳନା କରାଯାଇ ପାରିନଥାନ୍ତା? ମଙ୍ଗଳବାର ଦିନ ଯେଉଁ ବିଶେଷ ଉତ୍ସବ ଅନୁଷ୍ଠିତ ହେଉଛି ତାହା ପୂର୍ବରୁ ଯାହା ସବୁ ଘଟିଗଲା ତାହାକୁ କ’ଣ ଏଡ଼ାଇ ଦିଆଯାଇ ପାରିନଥାନ୍ତା?…

ଆଜ୍ଞାମାଳ ନେବା ବେଳେ ରଥଯାତ୍ରା ହେବ ବୋଲି ବିଶ୍ୱାସ ଥିଲା: ପୂଜାପଣ୍ଡା ସାମନ୍ତ ଗଣେଷ

ପୁରୀ: ରଥଯାତ୍ରା ହେବା ନେଇ ସମସ୍ତେ ସନ୍ଦେହରେ ଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୂ ପୁନର୍ବାର ତାଙ୍କ ଆଲୌକିକ କରାମତି ଦେଖାଇଲେ । ସବୁ କିଛି ଏପଟ ସେପଟ ହୋଇଗଲା । ପ୍ରବଳ ଖରାରେ ସେବକମାନେ ଯେଉଁଭଳି ଭାବେ ରଥକୁ ଭିଡି ନେଲେ ତାହାକୁ ଯେତେ ପ୍ରଶଂସା କରାଯିବ କମ୍ ହେବ । ଆମେ ପୂଜାପଣ୍ଡା ସାମନ୍ତ…

ଦାରୁପ୍ରାପ୍ତି ସ୍ଥାନ ଦଧିମାଛ ଗାଡ଼ିଆରେ ରଥରେ ପୂଜା ପାଇଲେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର: ଆଜି ପାଳିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ଗୁଣ୍ଡିଚା ଯାତ୍ରା କରିଛନ୍ତି । ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଦଧିମାଛ ଗାଡ଼ିଆ ଠାରେ ଶ୍ରୀଜଗନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା…