Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବୟସ୍କ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ: ବାଗ୍‌ଚୀ

ଭୁବନେଶ୍ୱର : ବୟସ୍କ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ବୟସ ବଢିଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । ତେଣୁ ବୟସ୍କ ବ୍ୟକ୍ତିମାନେ ସାବଧାନ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୧୯ ମୁଖ୍ୟ ମୁଖ୍ୟ ମୁଖପାତ୍ର…

ରଥ ଗଡିଲା, ମୌନବ୍ରତ ଭାଙ୍ଗିଲେ

ପୁରୀ: ପୁରୀର ସୁବାସ ଚନ୍ଦ୍ର ସାମନ୍ତରାୟ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ଉପରେ ତାଙ୍କ ଅତୁଟ ବିଶ୍ୱାସ ରହଛି । ଭାବରେ ବନ୍ଧା ଠାକୁରେ ତାଙ୍କ ବିଶ୍ୱାସ ରଖିଲେ । ତାଙ୍କ ଭକ୍ତିକୁ ଲୋକହସା କଲେ ନାହିଁ । ଟୁଲାନାଙ୍କୁ ଯିଏ ବି କହୁଥିଲେ ରଥଯାତ୍ରା ଏଥର ହେବନି ସେ ଘଂଟା ଘଂଟା ଧରି ଯୁକ୍ତି କରୁଥିଲେ…

ଓଡ଼ିଶାରେ ଆରମ୍ଭ ହେବ କୋଭିଡ ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ୱର: କୋଭିଡ-୧୯ ପାଇଁ ଆଣ୍ଟିବଡି ପରୀକ୍ଷା ଖୁବ୍ ଶୀଘ୍ର ଓଡିଶାରେ ଆରମ୍ଭ ହେବାକୁ ଯାଉଛି। ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍)ର ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର)…

ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ ପୁଣି ହେବ କରୋନା ପରୀକ୍ଷା

ପୁରୀ: ରଥଯାତ୍ରାରେ ନିୟୋଜିତ ହୋଇଥିବା ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ କରୋନା ପରୀକ୍ଷା ହେବ । ପୁରୀ ସର୍କିଟ ହାଉସରେ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର । ପ୍ରାଥମିକ ପର୍ଯ୍ୟାୟରେ ୧୦୦୦…

ଭୁବନେଶ୍ବରରୁ ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୨ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହାକୁ ମିଶାଇ ମୋଟ ସଂଖ୍ୟା ୨୨୦ ଛୁଇଁଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ୧୯ଟି ସ୍ଥାନୀୟ ମାମଲା ଏବଂ ୩ଟି ହୋମ୍ କ୍ବାରେନଣ୍ଟାଇନର ରହିଛି। ଏହାଛଡା ୧୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।…

ଜଗତସିଂହପୁରରେ ୧୧ ଲକ୍ଷଣ ବିହୀନ କରୋନା ରୋଗୀ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରୀତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପ୍ରଶାସନ ବୁଧବାର ଦିନ କରୋନା ରୋଗର କୌଣସି ଲକ୍ଷଣ ନଥିବା ୧୧ ଜଣ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରୀତ କରିଛନ୍ତି । ଅଧିକ ପଢନ୍ତୁ: କଟକରେ ଚିହ୍ନଟ ୪ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ ଗଣମାଧ୍ୟମକୁ ସୂଚନାଦେଇ ଜିଲ୍ଲାପାଳ…

୨୭ କରୋନା ପଜିଟିଭ ଚିହ୍ନଟ ପରେ ମଞ୍ଚେଶ୍ୱରର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କଲା ବିଏମ୍‌ସି

ଭୁବନେଶ୍ୱର : ସିଲ୍ ହେଲା ରାଜଧାନୀର ମଞ୍ଚେଶ୍ୱର ଅଂଚଳରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲ । ସରକାରଙ୍କ କୋଭିଡ୧୯ ଗାଇଡଲାଇନ ଉଲ୍ଲଂଘନ କରିଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏହାକୁ ସିଲ୍ କରାଯାଇଛି । Blue Wheel Hospital, Mancheswar has been sealed by BMC…

ଜନ୍ମବେଦୀରେ ଶ୍ରୀଜଗନ୍ନାଥ: ଜାଣନ୍ତୁ, ଶରଧାବାଲି ପଛରେ ଥିବା କିମ୍ବଦନ୍ତୀ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶରଧାବାଲି ପୁରୀ ବଡ଼ଦାଣ୍ଡର ଅଂଶ ବିଶେଷ । ପୁରାତନ କାଳରେ ପୁରୀ ମାଳିନୀ ନଦୀକୁ ପୋତି ଗୁଣ୍ଡିଚା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରକୁ ଏକ ସିଧା ରାସ୍ତା ସଂଯୋଗ ସକାଶେ ବାଲି ପକାଇ…

କଟକରେ ଚିହ୍ନଟ ୪ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକରେ ବୁଧବାର ଦିନ ୪ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୪୯୯ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । https://twitter.com/CuttackDM/status/1275682247706886150?s=19…

କରୋନା ଆତଙ୍କ: ଆଗାମୀ ୧୦ ଦିନ ଯାଏଁ ବନ୍ଦ ରହିବ ଏହି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଆସନ୍ତା ୧୦ ଦିନ ଯାଏଁ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ। କରୋନା ସଂକ୍ରମିତ ବରିଷ୍ଠ ଅଧିକାରୀଙ୍କ ଯୋଗୁଁ ପ୍ରଶାସନ ଏହି ନିଷ୍ପତ୍ତିକୁ ନେଇଥିବା ପ୍ରକାଶ କରିଛି । ସୂଚନାନୁସାରେ, ୧୦ ଜଣ ପ୍ରଶାସନିକ ଅଧିକାରୀ ମଙ୍ଗଳବାର ଦିନ କରୋନା…