Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭୁବନେଶ୍ୱରରେ ପୁଣି ୩ କୋଭିଡ ଯୋଦ୍ଧାଙ୍କ ସମେତ ୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ପଜିଟିଭ ବାହାରିଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରର ୯ ଜଣ ଅଛନ୍ତି । ୪ ଜଣ ହୋମ୍‌କ୍ୱାରେଂଟିନ୍‌ର ଥିବା ବେଳେ ୩ ଜଣ କୋଭିଡ ଯୋଦ୍ଧା ଅଛନ୍ତି ଏବଂ ଅନ୍ୟ ୨ଟି ଲୋକାଲ କେସ୍ ରହିଛି ।…

ଗଜପତି ଜିଲ୍ଲାର ଏହି ଦୁଇ ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଗଜପତି: ଗଜପତି ଜିଲ୍ଲାର ଗୋସାନି ବ୍ଲକ ଅନ୍ତର୍ଗତ ଦୁଇଟି ଗ୍ରାମକୁ ଗୁରୁବାର ଦିନ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯାଇଛି। ବ୍ଲକର ଉପାଲଡା ଏବଂ ତମ୍ପାର୍କକିଟି ଗାଁର ତିନି ଜଣ ବ୍ୟକ୍ତି କରୋନା ପଜିଟିଭ ବାହାରିବା ପରେ ସ୍ଥାନୀୟ ପ୍ରଶାସନ ଏହି ଗ୍ରାମଗୁଡ଼ିକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ…

‘ମୁଁ’ ସେଇ ‘ଦେହୀ’ କି ?

ସକାଳୁ ଟି.ଭି. ବା ରେଡିଓ, ଏପରିକି ଫୋନ୍ କଲେ ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ବାର ବାର ସାବୁନ୍‌ରେ ହାତ ଧୁଅନ୍ତୁ’- ଏହି ମର୍ମରେ ବାକ୍ୟଗୁଡିଏ ଏବେ ଶୁଣିବାକୁ ମିଳୁଛି । ଏହା ‘କରୋନା’ର ଦାନ । ସମସ୍ତଙ୍କ ଭଲ ପାଇଁ ସମସ୍ତଙ୍କୁ ଏ କଥା କୁହାଯାଉଛି । ଖୁବ୍ ଭଲ କଥା…

ପୁରୀରେ ମହିଳା ଏଏସଆଇ କରୋନା ପଜିଟିଭ

ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ଥାନାର ଜଣେ ମହିଳା ପୋଲିସ୍ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି ଉମାଶଙ୍କର ଦାଶ ଗୁରୁବାର କହିଛନ୍ତି ଯେ ନିକଟ ଅତୀତରେ ଏହି ମହିଳା ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ଗିରଫ ହୋଇଥିବା ଜଣେ ଅପରାଧୀଙ୍କ…

ଶୌଚାଳୟରେ ବିତିଲା ପ୍ରବାସୀ ଶ୍ରମିକଙ୍କ ୭ ଦିନିଆ ହୋମ୍ କ୍ୱାରେଣ୍ଟାଇନ ସମୟ

ଜଗତସିଂହପୁର: ତାମିଲନାଡୁ ଫେରନ୍ତା ଜଣେ ପ୍ରବାସୀ ଯୁବକଙ୍କ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ ଗୁହାରି ପ୍ରତ୍ୟାଖ୍ୟାନ କରାଯିବା ପରେ ଜିଲ୍ଲାର ନୁଆଗାଓଁ ବ୍ଲକର ଜାମୁଗାଓଁ ଗ୍ରାମରେ ଥିବା ଶୌଚାଳୟରେ ସେ ସାତ ଦିନିଆ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ସୂଚନାନୁସାରେ, ମାନସ ପାତ୍ର (୨୮)…

ପୁରୀ କଣ୍ଟେନମେଣ୍ଟ ଜୋନରେ ଜୋରସୋର ଚାଲିଛି ସାନିଟାଇଜେସନ କାର୍ଯ୍ୟ

ପୁରୀ: ପୁରୀ ଜିଲ୍ଲାରସିଭିଲ କୋର୍ଟ ପରିସରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ଗୋଟିଏ ଦିନ ପରେ ପୁରୀ ପ୍ରଶାସନ  ପକ୍ଷରୁ ଗୁରୁବାର ଦିନ  ସାନିଟାଇଜେସନ କାମ ଆରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ ଅଫିସ ସମେତ ଅନ୍ୟାନ୍ୟ ସରକାରୀ ଅଟ୍ଟାଳିକାକୁ ପରିଷ୍କାର କରିବା ପାଇଁ ଅଗ୍ନିଶମ ବିଭାଗ…

ଚକ୍ରରାଜ ସୁଦର୍ଶନ: ଜାଣନ୍ତୁ, ଏହି ମହାଶକ୍ତିଙ୍କ ପଛରେ କ’ଣ ରହିଛି ରହସ୍ୟ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦିବ୍ୟ ଆୟୁଧ ଚକ୍ରରାଜ ସୁଦର୍ଶନ, 'ସୁ' ଓ ଦର୍ଶନ ଦୁଇଟି ଶଦ୍ଦର ଆଧାରରେ ସୃଷ୍ଟି ସୁଦର୍ଶନ । ବାମନ ପୂରାଣ କୁହେ, ବିଶ୍ୱକର୍ମା ସବୁ ଦେବତାଙ୍କ…

ଓଡିଶାରେ ଆଉ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୪୫ଶହ ଟପିଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୭୪ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୫୧୨ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

୫୬ ଟି ନୂଆ ମାମଲା ସହ ୭୦୦ ଟପିଲା ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଗୁରୁବାର ଦିନ ଆଉ ୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୭୫୫କୁ ବୃଦ୍ଧି ପାଇଛି। ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଆଜି ଚିହ୍ନଟ ୫୬ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ…

ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ଶ୍ରୀବିଗ୍ରହ; ଗଜପତି ମହାରାଜାଙ୍କୁ ଦିଆଗଲା ଖବର

ପୁରୀ: ଅଣସର ଘରେ ଜରରେ ପଡିଥିବା ଶ୍ରୀଜୀଉ ଗତକାଲି ବିଳମ୍ବିତ ରାତିରେ ସୁସ୍ଥ ହୋଇଛନ୍ତି। ମହାପ୍ରଭୁ ସୁସ୍ଥ ହୋଇଥିବାରୁ ଆଜି ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ ନୀତି। ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି…