Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଅପଡେଟ; ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୧୨ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୩୩୪ ମୃତ

ନୂଆଦିଲ୍ଲୀ: ଦେଶରେ ତାଣ୍ଡବ ରଚୁଛି କରୋନା । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୬୯୪୬ ରେ…

ଘରେ କାହିଁକି ଓ କିପରି କରାଯାଏ କଳସ ସ୍ଥାପନା, ଜାଣନ୍ତୁ

ଭୁବନେଶ୍ୱର: ଅନେକ ଶୁଭ କାର୍ଯ୍ୟ ଯେପରି, ବିବାହ, ବ୍ରତଘର, ପୂଜା ଆଦି ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ କଳସ ସ୍ଥାପନ କରାଯାଇଥାଏ। ତେବେ କାହିଁକି ଓ କେଉଁଠି ଏହି କଳସ ସ୍ଥାପନା କରାଯାଇଥାଏ, କ'ଣ ଏହାର ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା... ଶାସ୍ତ୍ର ଅନୁଯାୟୀ ସମୃଦ୍ଧି ପାଇଁ କଳସ ସ୍ଥାପନ…

ତିନିରଥରେ ଲାଗିଲେ ପାର୍ଶ୍ଵ ଦେବାଦେବୀ…

ପୁରୀ: ଆଉ ପାଞ୍ଚଦିନ ପରେ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ଶେଷ ହୋଇଯିବା ପରେ ଏବେ ରଥରେ ଲାଗିଛନ୍ତି ପାର୍ଶ୍ଵ ଦେବାଦେବୀ । ତିନିରଥରେ ଲାଗିସାରିଛି କଳସ, ଅଁଳା ଓ ଓଲଟ ଶୁଆ । ଆଜି ତିନିରଥରେ ହଂସପଟା ବାଡ଼ିଆ ସରିଛି । ଏହା…

ଟ୍ରେନ୍ ଓ ବିମାନ କଟକଣା ଜାରି ରହୁ: ପ୍ରସ୍ତାବ ରଖିଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନା ବେଳେ କେନ୍ଦ୍ର ନିକଟରେ ନବୀନ କେତେକ ପ୍ରସ୍ତାବ ରଖିଛନ୍ତି । ଓଡ଼ିଶାକୁ ଲକ୍ଷାଧିକ ସଂଖ୍ୟାରେ…

ଖୋଲିଲା ମାର୍କେଟ ବିଲ୍ଡିଂ ହେଲେ ବଢ଼ିଲା କଟକଣା

ଭୁବନେଶ୍ୱର: ଖୋଲିଲା ମାର୍କେଟ ବିଲ୍ଡିଂ । ରଜ ପୂର୍ବରୁ ସିଲ୍ ହୋଇଥିବା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ ପୁଣି ଥରେ ଖୋଲିଛି । ବିଭିନ୍ନ ସର୍ତ୍ତ ରଖି ବିଏମ୍‌ସି ପକ୍ଷରୁ ବୁଧବାର ମାର୍କେଟ ବିଲ୍ଡିଂ ଖୋଲିବାକୁ ଅନୁମତି ଦେଇଛି ବିଏମ୍‌ସି । ବିଏମ୍‌ସି ଜାରି କରିଥିବା ନିର୍ଦ୍ଦେଶାବଳିକୁ…

ଯାତ୍ରୀ ହେଉନ’ଥିବା ଯୋଗୁଁ ଚିନ୍ତାରେ ବସ୍ ମାଲିକ: ବନ୍ଦ କରିପାରନ୍ତି ସେବା

ଭୁବନେଶ୍ୱର: କରୋନା ମହାମାରୀ ଦ୍ରୁତଗତିରେ ବଢି ଚାଲିଥିବା ବେଳେ ଜନସାଧାରଣ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରୁଛନ୍ତି । ତେବେ କରୋନା ଭୂତାଣୁ ସଂକ୍ରମଣ ଭୟରେ ମଧ୍ୟ ସାଧାରଣ ଯାତ୍ରୀ ବସରେ ଯାତ୍ରା କରିବାକୁ ପସନ୍ଦ କରୁନାହାନ୍ତି । କ୍ଷତି ସହୁଛନ୍ତି ବସ୍ ମାଲିକ । ତେଣୁ ଘରୋଇ…

ଭୁବନେଶ୍ୱରରୁ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଥରେ କରୋନା ତାର କାୟା ମେଲାଇବାରେ ଲାଗିଛି । ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୨୫ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ଭୁବନେଶ୍ୱରର ୧୭ ପଜିଟିଭ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଂଟିନ ସେଂଟରର ହୋଇଥିବା ବେଳେ ୩ ଟି ଲୋକାଲ କେସ୍ ରହିଛି । ଏନେଇ…

୧୩ ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୭୩ କରୋନା ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ତ ହୋଇଛନ୍ତି ୭୩ ଜଣ କରୋନା ସଂକ୍ରମିତ । ୧୩ଟି ଜିଲ୍ଲାରୁ ଏହି ସଂକ୍ରମିତମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୦୪୭ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।…

କରୋନାରେ ଆକ୍ରାନ୍ତ ହେଲେ ‘ଆପ୍‌’ ବିଧାୟିକା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟିକା ଅତିଶୀ ବୁଧବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଆଇଏଏନଏସରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଅଧିକ ପଢନ୍ତୁ: ପତଞ୍ଜଳିର ‘କରୋନିଲ୍‌’ ଭଲ କରୁଛି କରୋନା ରୋଗ ! ଦକ୍ଷିଣ ଦିଲ୍ଲୀର କାଲକାଜୀ ବିଧାନସଭା କ୍ଷେତ୍ରରେ ଏହି ୩୯ ବର୍ଷିୟା…

ଓଷଲାଗି, ଚକାବିଜେ ନୀତି ସହ ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଜ୍ୱର ଚିକିତ୍ସା

ପୁରୀ: ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଅନେକ ପାରମ୍ପକରିକ ନୀତି ପାଳିତ ହୋଇଥାଏ । ସ୍ନାନଯାତ୍ରା ହିଁ ରଥଯାତ୍ରା ମହୋତ୍ସବର ଆଦ୍ୟପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ । ଖାଲି ସେତିକି ନୁହେଁ ସାଧାରଣ ମଣିଷ ଯେପରି ରୋଗଗ୍ରସ୍ତ…