Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ସହ ଲଢେଇ: ସଚେତନତା ସହ ସେବା କରିଚାଲିଛନ୍ତି ସଞ୍ଜୟ…

ଜଗତସିଂହପୁର: ସମ୍ପ୍ରତି ସମଗ୍ର ବିଶ୍ୱରେ କରୋନା ମହାମାରିର ଭୂତାଣୁ ତାର କାୟା ବିସ୍ତାର କରିଥିବା ବେଳେ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ପ୍ରତିଟି ମଣିଷ ନିଜ ନିଜର ବାସ ଗୃହରେ ରହି ମାକ୍ସ ପିନ୍ଧିବା ସହିତ ସାନିଟାଇଜରରେ ରହିବା ଦ୍ୱାରା ହିଁ ଏହି ମହାମାରିକୁ ପ୍ରତିହତ କରିପାରିବା । …

ଲକ୍‌ଡାଉନ ଡାଏରୀ : ପଶୁପ୍ରେମୀ ପୂରବୀ ଓ ତାଙ୍କ ଟିମ୍ ରାସ୍ତାରେ ବୁଲୁଥିବା ପଶୁଙ୍କୁ ଖାଇବାକୁ ଦେବାକୁ ଲୋକଙ୍କୁ…

ଭୁୁବନେଶ୍ୱର: କରୋନା ସଂକ୍ରମଣ ଭୟରେ ଘରୁ ବାହାରିବା ଉପରେ ରୋକ ଲଗାଯାଇଛି । ତେଣୁ ଏବେ ସମସ୍ତେ ଘରେ । କିଏ ରାମାୟଣ ମହାଭାରତ ଦେଖି ତ କିଏ ବିଭିନ୍ନ ପ୍ରକାର ରୋଷେଇ କରି ସମୟ କାଟୁଛନ୍ତି । କିନ୍ତୁ ଭୁବନେଶ୍ୱରର ନିଆରା ପଶୁପ୍ରେମୀ ପୂରବୀ ପାତ୍ରଙ୍କ ପାଇଁ କାମ ବଢିଯାଇଛି । ପୂରବୀ…

ରଥଯାତ୍ରା: ପୁରୀରେ ପହଞ୍ଚିଲା ନବମ ପର୍ଯ୍ୟାୟ ରଥକାଠ

ପୁରୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଅନିଶ୍ଚିତତା ଜାରି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ତିନିରଥ ନିର୍ମାଣ ଲାଗି ରଥ କାଠ ମଧ୍ୟ ପର୍ଯ୍ୟାୟ କ୍ରମେ ପୁରୀରେ ପହଞ୍ଚିବାରେ ଲାଗିଛି । ଗୁରୁବାର ଦିନ ୯ମ ପର୍ଯ୍ୟାୟରେ…

ଖୋଲିଲା ଚୀନର କୀଟ ପତଙ୍ଗ ଖାଦ୍ୟର ବଜାର

ବେଜିଂ: କରୋନା ଭାଇରସ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପରେ ଚୀନରେ ବିଭିନ୍ନ ବଜାର ଖୋଲିବା ଆରମ୍ଭ ହୋଇଛି । ଡେଲି ମେଲ ରିପୋର୍ଟ ମୁତାବକ ଗୁରୁବାର ନାନିଂରେ ଥିବା ଝୋଙ୍ଗଶାନ ରୋଡ ଫୁଡ ଚୀନର କୀଟ ପତଙ୍ଗ ଖାଦ୍ୟର ବଡ ବଜାର ଅଟେ । ଏହା ଏବେ ଗ୍ରାହକଙ୍କ ପାଇଁ ଖୋଲିଛି । ଉହାନ ଠାରୁ ଏହା ୧୩୫୦…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଏବେ ଗଡିବନି ଟ୍ରେନ୍‌: କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଏବେ ଗଡିବନି ଟ୍ରେନ୍ । ଉପୁଜିଥିବା ପରିସ୍ଥିତିରେ ଟ୍ରେନ ଚଳାଇବା ସମ୍ଭବ ନୁହେଁ ବୋଲି ଆଜି ସ୍ପଷ୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ସାରା ଦେଶରେ ଲକଡାଉନ୍ ଜାରି ରହିଛି । ବିଭିନ୍ନ ରାଜ୍ୟ ସରକାର ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅଟକି ରହିଥିବା ସେମାନଙ୍କ ରାଜ୍ୟବାସୀଙ୍କୁ…

ଟ୍ୱିନ୍ ସିଟି ପାଇଁ ନୂଆ ଗାଇଡ୍‌ଲାଇନ୍‌: ସାମାଜିକ ଦୂରତା ନରଖିଲେ ୫ଶହ ଟଙ୍କା ଫାଇନ୍‌

ଭୁବନେଶ୍ୱର: ସାରା ଦେଶରେ କରୋନା ମହାମାରୀ ଯୋଗୁଁ ତାଲାବନ୍ଦ ପଡିଛି । ରାଜ୍ୟରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମାସ୍କ ପରେ ଏବେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । କଟକ-ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରଖି ଦୋକାନ ବଜାର ଅଞ୍ଚଳରେ ଭିଡ଼ ନକରିବା…

ଦେଶରେ ୨୫% ବୃଦ୍ଧି ପାଇଛି କରୋନା ଆରୋଗ୍ୟ ହାର: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ନିୟମିତ ଭାବେ ବଢ଼ି ଚାଲିଛି କରୋନା ଆରୋଗ୍ୟ ହାର । ମାତ୍ର ୧୪ ଦିନ ପୂର୍ବେ ଦେଶର ଆରୋଗ୍ୟ ହାର ୧୩ ପ୍ରତିଶତ ଥିବାବେଳେ ଏବେ ତାହା ୨୫.୧୯ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ମୃତ୍ୟୁହାର ୩.୨ ପ୍ରତିଶତରେ ସ୍ଥିର ରହିଛି ଓ ଦେଶର ମୃତକଙ୍କ ମଧ୍ୟରୁ ୭୮ ପ୍ରତିଶତଙ୍କର ପୂର୍ବରୁ…

ବୁଲେଟ୍ ପ୍ରୁଫ, ଧିମା ଓ ଦାମୀ ମଦ; କିମ୍ ଜୋଙ୍ଗ୍ ଉନ୍‌ଙ୍କ ରହସ୍ୟମୟ ବିଳାସପୂର୍ଣ୍ଣ ଟ୍ରେନ୍ !

ଭୁବନେଶ୍ୱର: କିଛି ଦିନ ପୂର୍ବରୁ ୱନ୍‌ସାନ୍‌ରେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଟ୍ରେନ୍ ଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସାଉଣ୍ଟିଥିଲା । କିମ୍‌ଙ୍କ ଉଭାନ ହେବା ଘଟଣା ଯେତିକି ରହସ୍ୟମୟ, ତାଠୁ ଅଧିକ ଆଶ୍ଚର୍ଯ୍ୟଜନକ ତାଙ୍କ ବିଳାସମୟ ଟ୍ରେନର ପ୍ରଚ୍ଛଦପଟ୍ଟ କାହାଣୀ ।…

ନୂଆ ୧୪ କରୋନା ପଜିଟିଭ୍‌ଙ୍କ ମଧ୍ୟରେ ଦୁଇ ଶିଶୁ, ସମସ୍ତଙ୍କର କୋଲକାତା ଲିଙ୍କ୍

ଭୁବନେଶ୍ୱର : ଗୁରୁବାର ଚିହ୍ନଟ ହୋଇଥିବା ୧୪ ଜଣଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଶିଶୁ ଅଛନ୍ତି । ଉଭୟଙ୍କ ବୟସ ତିନି ବର୍ଷ ବୋଲି ଜଣାପଡିଛି ।ଏମାନେ ସମସ୍ତେ କଟିକଟା କଣ୍ଟେନମେଣ୍ଟ ଅଂଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତଙ୍କର କୋଲକାତା ଲିଙ୍କ୍ ଥିବା…