Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଆତଙ୍କ; ଗୋଟିଏ ଦିନରେ ଆମେରିକାରେ ୧୯୯୭ ମୃତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ପ୍ରାୟ ୧ ହଜାର ୯୯୭ ଜଣଙ୍କ ମୃତ୍ୟୁ ସହ ସର୍ବମୋଟ ମୃତ୍ୟୁ ସଂଖ୍ୟା ୪୦ ହଜାରରେ ପହଞ୍ଚିଛି ।…

ଲକ୍‌ଡାଉନ ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପଶିଲେ ବଡଚଣା ଆଇଆଇସି, ମାମଲା ରୁଜୁ

ପୁରୀ: ନିୟମ ଭାଙ୍ଗିଲେ ପୋଲିସ ବାବୁ । ଲକ୍‌ଡାଉନ କଟକଣା ସତ୍ତ୍ୱେ ଶ୍ରୀମନ୍ଦିରରେ ପରିବାର ସହ ଦର୍ଶନ କରିବା ମହଙ୍ଗା ପଡିଲା । ଫେରିବା ପରେ ସିଂହଦ୍ୱାର ପୋଲିସ ତାଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ, ବଡଚଣା ଆଇଆଇସି ଦୀପକ ଜେନା ପରିବାର ସହ ଶ୍ରୀମନ୍ଦିରକୁ ଦକ୍ଷିଣ ଦ୍ୱାର ପଟେ ପ୍ରବେଶ…

ଆପ୍ ‌(AAP) ସରକାର ବିରୋଧରେ କପିଲ ମିଶ୍ରାଙ୍କ ଖାଦ୍ୟ ଅଭାବ ଅଭିଯୋଗ; ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଦିଲ୍ଲୀର ଏକ ଭିଡିଓ । ଜାହାଙ୍ଗିରପୁରି ମ୍ୟୁନିସିପାଲ ସ୍କୁଲରେ ଖାଦ୍ୟ ବଣ୍ଟନ ନେଇ ବ୍ୟାପକ ଅବ୍ୟବସ୍ଥା । ଏପରିକି ଲୋକେ ସ୍କୁଲ ଗେଟ୍ ଭାଙ୍ଗିବା ସହ ଦଳାଚକଟାର ସମ୍ମୁଖୀନ ହୋଇଥିଲେ । खाने के लिए भागते, गिरते, मरते लोग सीरिया,…

ରାଜଧାନୀରେ ଜାରି ରହିବ ଲକ୍‌ଡାଉନ କଟକଣା, ପରିଚୟପତ୍ର ଦେଖାଇ ଅଫିସ ଯାଇପାରିବେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ସାରା ଦେଶରେ ଲକ୍ ଡାଉନକୁ ମେ ତିନି ଯାଏଁ ବୃଦ୍ଧି କରାଯାଇଥିବା ବେଳେ ଏପ୍ରିଲ ୨୦ ତାରିଖରୁ କେତେକ କ୍ଷେତ୍ରରେ କଟକଣା ସାମାନ୍ୟ କୋହଳ କରାଯିବା ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କରୋନା ହଟସ୍ପଟ ଚିହ୍ôନଟ ହୋଇଥିବା ଭୁବନେଶ୍ୱର ସହରରେ…

କରେନା ଲଢେଇ ଲମ୍ବା ଲଢେଇ: ନବୀନ

ଭୁୁବନେଶ୍ୱର: କରେନା ଲଢେଇ ହେଉଛି ଲମ୍ବା ଲଢେଇ । ଏହି ଲଢେ଼ଇ ପାଇଁ ରାଜ୍ୟବାସୀଙ୍କୁ ଆଗକୁ ଅଧିକ ସାବଧାନ ରହିବାକୁ ପଡିବ । ରାଜ୍ୟବାସୀଙ୍କ ଉଦେ୍ଧଶ୍ୟରେ ବର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି । କରୋନାକୁ ନିୟନ୍ତ୍ରଣ ନେଇ ଚାଲିଥିବା ଲଢେ଼ଇରେ ଓଡ଼ିଶା,…

ଧ୍ୱଂସମୁଖରେ ଗନ୍ଧମାର୍ଦ୍ଦନର ପୁରାତନ କୀର୍ତ୍ତି; ଐତିହ୍ୟ ସମ୍ପନ୍ନ ପଣ୍ଡାଘର ନିବାସ, ରଜାବସା

ପଦ୍ମପୁର: ବରଗଡ଼ ଜିଲ୍ଲାର ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିରକୁ ପାଟଣା ରାଜା ବୈଜଳଦେବ ନିର୍ମାଣ କରିଥିଲେ । ଐତିହାସିକ ଙ୍କ ମତ ଅନୁସାରେ ୧୩ ଶହ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହୋଇଥିଲା  । ଲିଙ୍ଗରାଜ ମନ୍ଦିର ର ନିର୍ମାଣ ର ସମସାମୟିକ ନୃସିଂହନାଥ…

ଫସି ରହିଥିବା ଶ୍ରମିକଙ୍କ ପାଇଁ ଏସ୍‌ଓପି ଜାରି କଲେ ସରକାର

ନୂଆଦିଲ୍ଲୀ: ତାଲାବନ୍ଦ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗୃହମନ୍ତ୍ରାଳୟ ପକ୍ଷରୁ ଏସ୍‌ଓପି ଜାରି କରି କୁହାଯାଇଛି ଯେ, ରାଜ୍ୟ ଭିତରେ ଦାଦନ ଶ୍ରମିକ ଅନ୍ୟ ସ୍ଥାନକୁ ଚାହିଁଲେ ଯିବା ଆସିବା କରିପାରିବେ । ଶ୍ରମିକଙ୍କୁ…

ଢେଙ୍କାନାଳରୁ ପୁରୀ ଶ୍ରୀକ୍ଷେତ୍ର; ବାଇକ୍‌ରେ ଭକ୍ତ ଆଣୁଛନ୍ତି ତୁଳସୀ !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ମାତ୍ରାରେ ରହିଥାଏ । ଦୈନିକ ଭକ୍ତମାନେ ବିଭିନ୍ନ ସ୍ଥାନରୁ ତୁଳସୀ ଆଣି ଶ୍ରୀମନ୍ଦିରରେ ଯୋଗାଇଦେଇ ଥାଆନ୍ତି । ଏବେ ଲକ୍‌ଡାଉନ୍…

ଘରମାଲିକ ଦେଖାଇଲେ ମାନବିକତା, ୭ ଭଡାଟିଆଙ୍କୁ ଘରଭଡା ଛାଡ କଲେ

ଭୁବନେଶ୍ୱର: ଲକ୍‌ଡାଉନ ସମସ୍ତଙ୍କ ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି । ଏହି ପରୀପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରମାଲିକମାନଙ୍କୁ ମାନବିକତା ଦୃଷ୍ଟିରୁ ଘର ଭଡା ଛାଡ କିମ୍ବା ଟାଳିବା ନେଇ ପରାମର୍ଶ ଦେଇଥିଲେ । ଏହି କ୍ରମରେ ଭୁବନେଶ୍ୱର ବରମୁଣ୍ଡାର ସୌଦାମିନୀ ସାମନ୍ତରାୟ ନାମକ…

ବେଲଜିୟମ ବୈଜ୍ଞାନିକଙ୍କ ପରୀକ୍ଷଣ ଆଶ ସୃଷ୍ଟି କଲା, କାମେଲିଡ୍ସ ବ୍ଲଡ ମୋଲେକ୍ୟୁଲସ କରୋନା ଭାଇରସକୁ ଭଲ କରିବ !

ନୂଆଦିଲ୍ଲୀ: ବେଲଜିୟମର ଜଣେ ବୈଜ୍ଞାନିକ ଦୀର୍ଘ ଦିନ ଧରି ଗବେଷଣା କରିବା ପରେ ରବିବାର ସାରା ବିଶ୍ୱକୁ ଆଶା ଦେଖାଇଛନ୍ତି । କାମେଲିଡ୍ସ ଶରୀରରେ ଥିବା ବ୍ଲଡ ମଲିକ୍ୟୁଲ କରୋନା ଭାଇରସକୁ ରୋକିବାରେ ସହାୟ ହେବ । ଏହା ସେ ପରୀକ୍ଷା କରିବା ପ୍ରମାଣ ମଧ୍ୟ କରିପାରିଛନ୍ତି । ଡେଲିମେଲ, ଦି…