Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗାଡି ଚଳାଚଳ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ପାଇଁ ଜାରି ହୋଇଥିବା କଟକଣା ଆସନ୍ତାକାଲି ଠାରୁ କିଛି ମାତ୍ରାରେ କୋହଳ ହେବ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଗାଡି ଚଳାଚଳ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାର୍ହି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ…

କରୋନା ପାଇଁ କଟିବନି ପେନ୍‌ସନ୍‌: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ପାଇଁ କଟିବନି ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍ । ପେନ୍‌ସନ୍ ବନ୍ଦ କରିବାକୁ ମଧ୍ୟ କୌଣସି ପ୍ରସ୍ତାବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଏ ସମ୍ପର୍କରେ ମନ୍ତ୍ରଣାଳୟର ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ କରୋନା…

ମେ’ ୩ ପରେ ବି ଗଡିବନି ଟ୍ରେନ୍‌, ଉଡିବନି ବିମାନ !

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ପଡିଥିବା ତାଲାବନ୍ଦ ମେ’ ୩ ପରେ ଖୋଲିବ । ହେଲେ ଲକଡାଉନ ହଟିବା ପରେ ବି ବିମାନ ଓ ଟ୍ରେନ ଚଳାଚଳ ହୋଇ ନପାରେ । ଏନେଇ ସମ୍ଭାବନା କମ୍ ରହିଛି । ଆଜି ମନ୍ତ୍ରୀ ସମୂହ ବୈଠକରେ ବିମାନ ଓ ଟ୍ରେନ୍ ଚଳାଚଳ ଆରମ୍ଭ ନକରିବା ପାଇଁ ନିଷ୍ପତ୍ତି ହୋଇଛି । ଏହାପରେ…

ସୋମବାରଠୁ ଅଫିସ ଆସିବେ ସମସ୍ତ ଗ୍ରୁପ ‘ଏ’ ଅଧିକାରୀ

ଭୁବନେଶ୍ୱର: ଆସନ୍ତକାଲି ଅର୍ଥାତ ଏପ୍ରିଲ ୨୦ ତାରିଖରୁ ଅଫିସ ଆସିବେ ସମସ୍ତ ଗ୍ରୁପ ‘ଏ’ ଅôଡ଼କାରୀ । ଏନେଇ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତାକାଲି ଠାରୁ ସମସ୍ତ ‘ଏ’ ଗ୍ରେଡ୍ ଅଧିକାରୀ ଅଫିସ ଆସିବେ । ସେହିପରି ‘ବି’, ‘ସି’ ଓ ‘ଡି’…

ବଦଳିଲା କଟକର ୪ଟି ପରିବା ହାଟର ସ୍ଥାନ

କଟକ: କରୋନା ମୁକାବିଲା ପାଇଁ କଟକ ସହରର ୪ଟି ପରିବା ହାଟକୁ ସ୍ଥାନନ୍ତର କରିଛି କଶିନରେଟ ପୋଲିସ । ନୟାସଡକରେ ବସୁଥିବା ପରିବା ମାର୍କେଟକୁ ଶିଶୁଭବନ ସାମ୍ନା ରିଙ୍ଗରୋଡକୁ ସ୍ଥାନାନ୍ତର କରାଯାଇଛି । ସେହିପରି କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିପିଟାଲ ନିକଟ ୪ ଲେନ୍‌କୁ ସ୍ଥାନାନ୍ତର…

ଗଞ୍ଜାମରେ କାଲିଠୁ କୋହଳ ହେବ କଟକଣା

ଗଞ୍ଜାମ: ଆସନ୍ତାକାଲିଠାରୁ ଗଂଜାମରେ କୋହଳ ହେବ କଟକଣା । ଏନେଇ ଗଂଜମା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କଟକଣାକୁ କୋହଳ କରାଯିବ । ତେବେ ବିନା ଅନୁମତିରେ କେହି ବାହାରକୁ ବାହାରି ପାରିବେ ନାହିଁ । ଅତି ଆବଶ୍ୟକ ଥିଲେ ଲୋକେ…

ଦିଲ୍ଲୀ: ଗୋଟିଏ ପରିବାରର ୩୧ ଜଣ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ମାରାତ୍ମକ ରୂପ ନେଉଛି ମହାମାରୀ କରୋନା ଭୂତାଣୁ । ଏହାର ଭୟାବହତାକୁ ଅନୁଭବ କରି ସରକାର ଆଗାମୀ ମେ ମାସ ୩ ତାରିଖ ଯାଏଁ ସାରା ଭାରତକୁ ଲକଡାଉନ ଘୋଷଣା କରାଯାଇଛି । ଏହା ସତ୍ତ୍ୱେ ମଧ୍ୟ ଭାରତରେ ଧୀରେ ଧୀରେ ଏହାର ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୧୫ ହଜାର ୭୧୨…

ଲକଡାଉନ: କଟକର ଇଲେକ୍ଟ୍ରିସିଆନ ଓ ପ୍ଲମ୍ବରଙ୍କ ଯୋଗାଯୋଗ ନମ୍ବର ପ୍ରକାଶ କଲା ସିଏମସି

କଟକ: ଲକଡାଉନ ସମୟରେ ଜନସାଧାରଣଙ୍କ ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ସେବାକୁ କୋହଳ କରିଛି କଟକ ମ୍ୟୁନିସିପାଲିଟି କର୍ପୋରେସନ୍ । କଟକ ମ୍ୟୁନିସିପାଲିଟି କର୍ପୋରେସନ କିଛି , ପ୍ଲମ୍ବର ଏବଂ ଏସି ଟେକ୍ନିସିଆନଙ୍କ ଯୋଗାଯୋଗ ବିବରଣୀ ପ୍ରକାଶ କରିଛି । ନିମ୍ନରେ ପ୍ରକାଶ କରାଗଲା…

ବାଲେଶ୍ଵରର ଏହିସବୁ ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ବାଲେଶ୍ଵର: ବାଲେଶ୍ଵର ସହରରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତି କୋଭିଡ-୧୯ ଦ୍ବାରା ସଂକ୍ରମିତ ହେବାର ଗୋଟିଏ ଦିନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ତିନୋଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହି ଅଞ୍ଚଳଗୁଡିକୁ ଆସନ୍ତା ସାତ ଦିନ ପାଇଁ ସିଲ୍ କରାଯାଇଥିବା…

ଏହିସବୁ ମୋବାଇଲ କମ୍ପାନୀ ମେ ୩ ଯାଏଁ ବଢାଇଲେ ନିଜ ଉପଭୋକ୍ତାଙ୍କ ନମ୍ବରର ବୈଧତା

ନୂଆଦିଲ୍ଲୀ: କରୋନା ପାଇଁ ସାରଦେଶରେ ତାଲା । ଏହି ସଙ୍କଟ ସମୟରେ କିଛି ମୋବାଇଲ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଆଣିଦେଇଛନ୍ତି ଖୁସି ଖବର । ରିଲାଏନ୍ସ ଜିଓ, ଏୟାରଟେଲ, ବିଏସଏନଏଲ ଓ ଭୋଡାଫୋନ ଭଳି ମୋବାଇଲ କମ୍ପାନୀ ମାନେ ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ନିଜ ପ୍ରିପେଡ୍ ସେବା…