Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଝଡ଼ର ଇଗଲ୍‌: ହଁ, ମୁଁ ପାରିବି…

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

କରୋନା ସ୍ଥିତି ଅନୁଧ୍ୟାନ କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ

ଯାଜପୁର: କରୋନା ସ୍ଥିତିର ଅନୁଧ୍ୟାନ କରିବାକୁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ । ଯାଜପୁର କୁଆଖିଆ ଥାନା ଗୋପିନାଥପୁରରେ ଏଭଳି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି ।ସୂଚନା ମୁତାବକ, ଆଜି ଯାଜପୁର ଜିଲ୍ଲାପାଳ ରଂଜନ ଦାସଙ୍କ…

କରୋନା ମୁକାବିଲା: ଭୁବନେଶ୍ୱରରେ ମେଗା ନମୂନା ସଂଗ୍ରହ ଅଭିଯାନ

ଭୁବନେଶ୍ୱର: କରୋନା ରୋକିବାକୁ ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ବଡଧରଣର ଅଭିଯାନ ଆରମ୍ଭ ହୋଇଛି । ୭ ଦିନ ଭିତରେ ୫ ହଜାର ସ୍ୱାବ ପରୀକ୍ଷା କରିବାକୁ ସରକାର ଅଂଟା ଭିଡିଛନ୍ତି । ୧୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ନମୂନା ସଂଗ୍ରହ କରାଯାଉଛି । ପ୍ରତି ଟିମରେ ୩ ଜଣ ସଦସ୍ୟ ଅଛନ୍ତି । ଜଣେ…

ପଶ୍ଚିମ ଓଡିଶାରେ କୋଭିଡ ହସପିଟାଲ ସ୍ଥିତି ପରଖିଲେ ସଚିବ

ଭୁବନେଶ୍ୱର: କରୋନା ମୁକାଲିବା ପାଇଁ ସାରା ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିିଟାଲ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ପଶ୍ଟିମ ଓଡିଶାରେ କୋଭିଡ ହସ୍ପିିଟାଲର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ।ବଲାଙ୍ଗୀର, ବରଗଡ,…

ଆଉ ନାହିଁ ଚିନ୍ତା, ଏବେ ଲକ୍‌-ଡାଉନରେ ହେବ ବିବାହ !

ଭୁବନେଶ୍ୱର: କରୋନା ଲକ୍‌-ଡାଉନ୍ ପରେ ଅନେକ ଲୋକ ନିର୍ଦ୍ଧାରିତ ବିବାହ ତାରିଖକୁ ନେଇ ଚିନ୍ତାରେ ପଡିଛନ୍ତି । ହେଲେ ଆଉ ବ୍ୟସ୍ତ ହୁଅନ୍ତୁନି ସରକାରୀ ନିୟମ ଅଧିନରେ ବି ଏବେ ହୋଇପାରିବ ବାହାଘର । କରୋନାଭାଇରସ, ସାମାଜିକ ଦୂରତ୍ୱ ଓ ସାମୁହିକ ଉତ୍ସବ ଭଳି ତିନୋଟି ଶବ୍ଦକୁ ନେଇ ବିଚଳିତ ବିବାହ…

ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ଶତାଧିକ ଲୋକ !

କର୍ଣ୍ଣ।ଟକ: ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ହେଲେ ଶତାଧିକ ଲୋକ । କର୍ଣ୍ଣ।ଟକ ରାଜ୍ୟର କରୋନା ହଟସ୍ପଟ୍ କଲବୁର୍ଗିରେ ଚାଲିଥିଲା ରଥଟଣା ଉତ୍ସବ । ସରକାରୀ ନିୟମକୁ ବେଖାତିର ଓ ସାମାଜିକ ଦୂରତ୍ୱକୁ ଭୁଲି ଏକତ୍ରିତ ହେଲେ ଶତାଧିକ ଶ୍ରଦ୍ଧାଳୁ । A village in Chittapur of…

ଆମେରିକାରେ ସ୍ଥିତି ଅସମ୍ଭାଳ; କରୋନା ମୃତ୍ୟୁ ସଂଖ୍ୟା ୩୬ ହଜାର ଛୁଇଁଲା

ୱାଶିଂଟନ: କରୋନାର ଆତଙ୍କରେ ସାରା ବିଶ୍ୱ ଭୟଭୀତ ହୋଇ ପଡିଛି। ଏପରିକି ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଆମେରିକାରେ ସର୍ବାଧିକ କରୋନା ସଂକ୍ରମଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକାରେ ଏଯାବତ…

ସଂକ୍ରମଣକୁ ନୁହେଁ ଆକ୍ରମଣକୁ ଭୟ; ଏମ୍ସ ଡାକ୍ତର ସଂଘ !

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଆଗ ଧାଡିରେ ଛିଡା ହୋଇଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ହେଲେ ଦିନକୁଦିନ ହସ୍ପିଟାଲ କର୍ମଚାରୀଙ୍କ ପ୍ରତି ଆକ୍ରମଣର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଏମ୍ସ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍‌ର (RDA) ସମସ୍ତ ସଦସ୍ୟ…

ଆସ କିଏ ଖାଇବ ଲକ୍‌-ଡାଉନରେ କରୋନା ଭୋଜି !

ତାମିଲନାଡୁ: ସରିଥିଲା କରୋନା ଭୋଜି ହେଲେ ମହଙ୍ଗା ପଡିଲା ସୋସିଆଲ୍ ମିଡିଆରେ ବାହାଦୁରୀ । ଯେଉଁଠି କରୋନା ମହାମାରୀ ପାଇଁ ସାରା ଦେଶ ଲକ୍‌-ଡାଉନ୍ ସେଠି, ସାଙ୍ଗମାନଙ୍କୁ କରୋନା ଭୋଜି ଦେଇ ଗିରଫ ହୋଇଛି ଜଣେ ୨୯ବର୍ଷିୟ ବ୍ୟକ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଘଟଣା…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଦିନ ୧୪,୩୭୮ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ…