Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିଶ୍ୱ ଅର୍ଥନୀତିକୁ ସାହାଯ୍ୟ କରୁଛି ଏଆଇ, ମିଳିପାରେ ୪.୪ ଟ୍ରିଲିୟନ ଡଲାର!

ଏଆଇର ଆଗମନ ସହିତ ଲୋକେ ନୂତନ ବୈଶିଷ୍ଟ୍ୟଗୁଡ଼ିକର ଅଭିଜ୍ଞତା ହାସଲ କରିଛନ୍ତି। ଏଆଇ ଯୋଗୁଁ ବିଶ୍ୱ ଅର୍ଥନୀତି ମଧ୍ୟ ବହୁତ ଲାଭବାନ ହେଉଛି। ବିଶ୍ୱ ଅର୍ଥନୀତି ଫୋରମର ସାମ୍ପ୍ରତିକ ବାର୍ଷିକ ବୈଠକରେ ଏକ ଉପସ୍ଥାପନା ଅନୁଯାୟୀ, ଏଆଇ ପ୍ରତିବର୍ଷ ବିଶ୍ୱ ଅର୍ଥନୀତିରେ ୨.୬ ଟ୍ରିଲିୟନ ଡଲାରରୁ ୪.୪…

ଉପହାର ଦେଲା ୟୁଟ୍ୟୁବ, ବିନା ଦେୟରେ ଉଠାନ୍ତୁ ଏହି ଫିଚରର ଲାଭ

ନୂଆଦିଲ୍ଲୀ: ଗୁଗୁଲ୍ ମାଲିକାନା ୟୁଟ୍ୟୁବ୍ ଏବେ ଅନେକ ନୂତନ ଫିଚରକୁ ନେଇ ଏକ୍ସପେରିମେଣ୍ଟ କରୁଛି । କମ୍ପାନୀ ଏବେ ତା’ର ପ୍ରିମିୟମ୍ ଗ୍ରାହକମାନଙ୍କ ସହିତ ପରୀକ୍ଷା କରିବା ଆରମ୍ଭ କରିଛି । ଅର୍ଥାତ୍ ଏବେ ୟୁଟ୍ୟୁବ୍ ର ପ୍ରିମିୟମ୍ ଉପଭୋକ୍ତାମାନେ ବିନା କୌଣସି ଦେୟରେ ଏହି ଫିଚରର ଲାଭ…

ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ – ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ଭୁବନେଶ୍ଵର: ପ୍ରତିବର୍ଷ ୨୩ ଜାନୁଆରୀରେ ପାଳନ କରାଯାଏ ସ୍ୱାଧୀନତା ସଂଗ୍ରାମୀ ତଥା ବୈପ୍ଳବିକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ । ନେତାଜୀଙ୍କ ପୁରା ଜୀବନ ସାହସ ଏବଂ ପରାକ୍ରମର କାହାଣୀ ଅଟେ । ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ ସେ ଏପରି ସ୍ଲୋଗାନ ଦେଇଥିଲେ ଯାହା…

ସୁସ୍ଥ ହାର୍ଟ ପାଇଁ କରନ୍ତୁ ଏହି ଯୋଗାସାନ…

ଭୁବନେଶ୍ବର:ଯୋଗ ଦ୍ବାରା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ତେବେ ସୁସ୍ଥ ହାର୍ଟ ପାଇଁ ପୃଷ୍ଟିକର ଖାଦ୍ୟ ଖାଇବା ସହ ନିୟମିତ ଯୋଗ ଅଭ୍ୟାସ କରିବା ଜରୁରୀ । ତେବେ ଆସନ୍ତୁ ଜାଣିବା ଯୋଗାସନ ବିଷୟରେ ଯାହା ହାର୍ଟ ସ୍ବାସ୍ଥ୍ୟରେ ଉନ୍ନତି ଆଣିଥାଏ । -…

ଘରର ଦକ୍ଷିଣ ଦିଗରେ ଏହିସବୁ ଜିନିଷ ରଖନ୍ତୁ ନାହିଁ

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ପିତୃପୁରୁଷଙ୍କ ଦିଗ କୁହାଯାଏ । ଏଥିସହ ଦକ୍ଷିଣ ଦିଗ ଲାଲ ରଙ୍ଗ ସହିତ ଜଡିତ ତେଣୁ ଏହି ଦିଗରେ ଲାଲ ରଙ୍ଗର ଜିନିଷ ରଖିଲେ ଶୁଭ ଫଳାଫଳ ଦେଇଥାଏ । ତେବେ ଏପରି କିଛି ଜିନିଷ ରହିଛି ଦକ୍ଷିଣ ଦିଗରେ ରଖିଲେ ଘରେ ଅଶାନ୍ତି ଆସିଥାଏ । -…

କ’ଣ ଆପଣ କୋଷ୍ଠକାଠିନ୍ୟକୁ ନେଇ ସମସ୍ୟାରେ ଅଛନ୍ତି? ଜାଣନ୍ତୁ କିପରି ପାଇବେ ଆରାମ…

ଭୁବନେଶ୍ବର: କୋଷ୍ଠକାଠିନ୍ୟ କାରଣରୁ ଲୋକମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଅନେକ ଲୋକ ଏହି ସମସ୍ୟାରେ ଦୀର୍ଘ ସମୟ ଧରି ବହୁ ଅସୁବିଧା ଭୋଗ କରନ୍ତି । ସେମାନେ ବୁଝିପାରନ୍ତି ନାହିଁ ଯେ ଏହି ପରିସ୍ଥିତିରେ କ'ଣ କରିବେ ଏବଂ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ । ଏହି…

ଗୋଲ୍ଡ ଲୋନ୍ ନେବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍ ସହିବେ କ୍ଷତି

ଭୁବନେଶ୍ବର: ଗୋଲ୍ଡ କେବଳ ଏକ ଅଳଙ୍କାର ନୁହେଁ ବରଂ ଏହାଏକ ଶକ୍ତିଶାଳୀ ଆର୍ଥିକ ସୁରକ୍ଷା ପ୍ରଦାନରେ ସହାୟକ ହୋଇଥାଏ । ଯେତେବେଳେ ବି ଅର୍ଥର ଆବଶ୍ୟକତା ଥାଏ, ଲୋକମାନେ ସେମାନଙ୍କର ସୁନା ବନ୍ଧକ ରଖି ଋଣ ନେଇଥାନ୍ତି । ଏହାକୁ ଗୋଲ୍ଡ ଲୋନ୍ କୁହାଯାଏ । କିନ୍ତୁ ଜଲଦି ଜଲଦିରେ ନିଆଯାଇଥିବା ଏକ…

କ୍ୟାମ୍ପିଂରେ ଯାଉଥିଲେ ଏହି ସବୁ ଜନିଷ ସାଥିରେ ରଖନ୍ତୁ..

ଭୁବନେଶ୍ବର: ଆଜିର ଯୁବବର୍ଗ କ୍ୟାମ୍ପିଂ ଯିବା ପାଇଁ ବେଶ୍ ଉତ୍ସାହିତ । ଉତ୍ସାହିତ ହୋଇ କ୍ୟାମ୍ପିଂରେ ବାହାରୁଥିବା ଯୁବବର୍ଗ ସାଙ୍ଗରେ ଆବଶ୍ୟକୀୟ ଜିନିଷ ନ ନେଇ ବାହାରି ପଡନ୍ତି, ଖବର ଆସେ ଜଙ୍ଗଲରେ ହଜିଯାଇଛନ୍ତି ଅବା ଶୀତ ବର୍ଷାରେ ଅସୁବିଧାରେ ପଡିଛନ୍ତି । ତେଣୁ ଧ୍ୟାନ ରଖନ୍ତୁ…

ଆପଣଙ୍କ ଆଧାର କାର୍ଡକୁ ନେଇ ହେଉଛି କି ଅପବ୍ୟବହାର, କରନ୍ତୁ ଏହି କାମ…

ଭୁବନେଶ୍ଵର: ଭାରତରେ ରହୁଥିବା ଲୋକଙ୍କ ପାଇଁ ଏମିତି କିଛି କାଗଜପତ୍ର ଅଛି, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଡକ୍ୟୁମେଣ୍ଟଗୁଡ଼ିକ ପ୍ରତିଦିନ, କେଉଁଠି ନା କେଉଁଠି, କୌଣସି ବି ମୁହୂର୍ତ୍ତରେ ଅନେକ କାମ ପାଇଁ ଆବଶ୍ୟକ ହୁଏ। ଆଉ ଏହା ବିନା, ଅନେକ କାମ ଅଟକିଯାଇଥାଏ । ଡ୍ରାଇଭିଂ…

ଫେକ୍ ଏନକାଉଣ୍ଟରରେ ପୋଲିସକୁ ମିଳେ କି ଦଣ୍ଡ? ଦେଶର ଏହି ରାଜ୍ୟରୁ ଆସିଛି ଅଧିକ ମାମଲା

ନୂଆଦିଲ୍ଲୀ: ଗତ ବର୍ଷ ସେପ୍ଟେମ୍ବର ୨୩ ତାରିଖରେ ମହାରାଷ୍ଟ୍ରର ବଦଲାପୁରରେ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ ଅକ୍ଷୟ ସିନ୍ଦେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲା। ଏହା ପରେ, ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଜାନୁଆରୀ ୨୦ ତାରିଖରେ ଏହି ମାମଲାରେ ମୁମ୍ବାଇ…