Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିଡ଼ -୧୯ ପରାମର୍ଶ ପାଇଁ ଆପୋଲୋ ଓ ଏୟାରଟେଲ ସହଭାଗୀତା

ନୂଆଦିଲ୍ଲୀ: ଆପୋଲୋ ହସ୍ପିଟାଲ ଗ୍ରୁପର ଡ଼ିଜିଟାଲ ବ୍ୟବସାୟିକ ୟୁନିଟ ଆପୋଲୋ ୨୪ ଘଣ୍ଟିଆ ସହ ଭାରତୀ ଏୟାରଟେଲ ଏକ ନବସର୍ଜନା ସହଭାଗୀତା କରିଛି । ଏହାଦ୍ୱାରା ସମାଜ ରେଡ଼ିଜିଟାଲ ପ୍ରଯୁକ୍ତିର ଉତ୍ତମ ବ୍ୟବହାର ହୋଇପାରିବ । କୋଭିଡ଼-୧୯ ବିରୋଧରେ ଦେଶର ସଂଗ୍ରାମ ପ୍ରତିଏହି ପ୍ରଯୁକ୍ତି ସହାୟକ…

କରୋନା ପ୍ରଭାବ ; କେମିତି ରହିଛି ଟିଭି ଚ୍ୟାନେଲ୍, ଡିଜିଟାଲ୍ ନ୍ୟୁଜ୍ ୱେବ୍‌ସାଇଟ୍ ଓ ଖବର କାଗଜ ଉଦ୍ୟୋଗମାନଙ୍କର…

ଭୁବନେଶ୍ୱର: ଗଣମାଧ୍ୟମ ଉଦ୍ୟୋଗ ପାଇଁ ଅମାବାସ୍ୟାର ଗ୍ରହଣ ସାଜିଛି କରୋନାଭାଇରସ୍ । ଗଣମାଧ୍ୟମର ତିନୋଟି ସ୍ରୋତ ଟିଭି ଚ୍ୟାନେଲ୍ ଓ ଡିଜିଟାଲ୍ ନ୍ୟୁଜ୍ ୱେବ୍‌ସାଇଟ୍ ଓ ଖବର କାଗଜ/ମ୍ୟାଗାଜିନ୍ ମୁଖ୍ୟତଃ ପ୍ରସାର, ରେଟିଂ ଓ ବିଜ୍ଞାପନ ଦାତାଙ୍କ ଉପରେ ନିର୍ଭର କରିଥାନ୍ତି । ତେବେ…

ଲକଡାଉନ୍ ଭାଙ୍ଗିଲା ପରମ୍ପରା: ବନ୍ଦ ହେଲା ମୟୂରଭଞ୍ଜର ପ୍ରସିଦ୍ଧ ‘ଛଉ ଉତ୍ସବ’

ମୟୂରଭଞ୍ଜ: ପରମ୍ପରା ଭାଙ୍ଗିଗଲା ଲକଡାଉନ । ଆରମ୍ଭ ହେବ ଦିନରୁ କୌଣସି ଥର ମଧ୍ୟ ବନ୍ଦ ହୋଇନଥିବା ମୟୁରଭଞ୍ଜର ଛଉ ଉତ୍ସବ, ପ୍ରଥମ ଥର ପାଇଁ ବାତିଲ କରାଯାଇଛି । ଛଉ ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲୁଥିବା ବେଳେ କରୋନା ଭାଇରସ ଏହାକୁ ଫିକା କରି ଦେଇଛି । ସାରଦେଶରେ ମେ ୩ ତାରିଖ…

ଏକ ସପ୍ତାହ ମଧ୍ୟରେ ପ୍ରତି ଜିଲ୍ଲାରେ ହେବ କୋଭିଡ ହସ୍ପିଟାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । ଏକ ସପ୍ତାହ ମଧ୍ୟରେ ପ୍ରତି ଜିଲ୍ଲାରେ ତିଆରି ହେବ କୋଭିଡ ହସ୍ପିଟାଲ । ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬ହଜାର ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ତିଆରି ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କରୋନା ମୁକାବିଲା: ୧୦୦ କୋଟିର ସହାୟତା ପ୍ରଦାନ କଲା ଆଇସିଆଇସିଆଇ

ମୁମ୍ବାଇ: କରୋନା-୧୯ ଭୂତାଣୁ ବିରୋଧରେ ସରକାର ଚଳାଇଥିବା ସଂଗ୍ରାମ ପ୍ରତି ଆଇସିଆଇସିଆଇ ବ୍ୟାଙ୍କ ୧୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛି । ଏହି ଅର୍ଥ ମଧ୍ୟରୁ ୮୦ କୋଟି ଟଙ୍କା ‘ପିଏମ କେୟାର ଫଣ୍ଡ’କୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ୨୦ କୋଟି ଟଙ୍କା ରାଜ୍ୟ ସରକାର ଓ ସ୍ଥାନୀୟ…

ହାରିବ କରୋନା ଜିତିବ ଓଡିଶା: ଦେଖନ୍ତୁ, ଗୀତ ଗାଇ ଲୋକଙ୍କୁ ସଚେତନ କରାଇଲେ ଯାଜପୁର ଥାନା ଅଧିକାରୀ

ଯାଜପୁର: ମାରାତ୍ମକ କୋରୋନାକୁ ହରାଇବାକୁ ହେଲେ ଆବଶ୍ୟକ ରହିଛି ସଚେତନତା । ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛନ୍ତି ଯାଜପୁର ଜିଲା ବିଂଝାରପୁର ଥାନା ଅଧିକାରୀ ଶିବଚରଣ ବେହେରା । ଅଭିନବ ଉପାୟରେ ଗୀତଗାଇ ଲୋକଙ୍କୁ ସଚେତନ କରାଇଛନ୍ତି ବିଞ୍ଝାରପୁର ଥାନା ଅଧିକାରୀ ଶିବ ଚରଣ ବେହେରା ।…

ଚୀନଠାରୁ ଅର୍ଥ ଫେରସ୍ତ ମାଗିଲା ବ୍ରିଟେନ

ଲଣ୍ଡନ: ଚୀନଠାରୁ ୩.୫ ମିଲିୟନ ଆନଟି ବଡି ଟେଷ୍ଟ କିଣି ଗ୍ରେଟ ବ୍ରିଟେନ ଅଡୁଆରେ ପଡିଛି । ଏହା ଖରାପ ଥିବାରୁ ଏବଂ କାର୍ଯ୍ୟ କରୁ ନ ଥିବାରୁ ଏ ବାବଦକୁ ଦେଇଥିବା ଅର୍ଥ ଫେରସ୍ତ ମାଗିଛି ବ୍ରିଟେନ । ବ୍ରିଟେନ କରୋନା ଭାଇରସର ମୁକାବିଲା ପାଇଁ ଚୀନ୍ ଠାରୁ ୩.୫ ନିୟୁତ ଆଂଟିବଡି ଟେଷ୍ଟକିଟ୍…

ମହାରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ରଙ୍କ ଦାୟିତ୍ୱହୀନତା ଯୋଗୁ ୧୬ ଲୋକଙ୍କୁ କରୋନା ପଜିଟିଭ

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ଜିତେନ୍ଦ୍ର ଆହ୍ୱାଡ କରୋନା ପଜିଟିଭ ଥିବା ଜଣାପଡିବା ପରେ ସମସ୍ତେ ବ୍ୟସ୍ତ ହୋଇ ପଡିଥିଲେ । ତାଙ୍କର ଦାୟିତ୍ୱହୀନତା ଯୋଗୁ ୧୬ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ବିଭିନ୍ନ ମହଲରେ ତାଙ୍କୁ ନିନ୍ଦା କରାଯିବା ପରେ ସେ ନିଜକୁ କ୍ୱାରେଂଟାଇନରେ ରଖିଥିଲେ ।…

ଭାରତ ଲକ୍‌ଡାଉନ୍‌: ମେ ୩ ପରେ ମ୍ୟାଟ୍ରିକ୍ ଖାତା ମୂଲ୍ୟାଙ୍କନ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ଆସନ୍ତା ମେ ୩ ତାରିଖରେ ହଟିବ ଲକ୍‌ଡାଉନ୍ । ମେ ୩ ତାରିଖ ଲକ୍‌ଡାଉନ ହଟିଯିବା ପରେ ହିଁ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାଙ୍କନ ହେବାନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । “ଏପ୍ରିଲ୍ ୧୪ ପରେ ଖାତା…

କ୍ୱାରେଂଟାଇନ ଅବଧି ସରିଲା, ପୁଣି ଲୁଚିଲେ ମୌଲାନ ସାଦ

ନୂଆଦିଲ୍ଲୀ:କ୍ୱାରେଂଟାଇନ ଅବଧି ସରିବା ସତ୍ୱେ ମୌଲାନ ସାଦ ସମ୍ମୁଖକୁ ନ ଆସିବା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି । ତବଲିଗ ଜମାତଙ୍କ ଦାୟିତ୍ୱହୀନତା ଓ ମୂର୍ଖାମୀ ଯୋଗୁ ଭାରତରେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିଥିଲା । ପୋଲିସ ଏବଂ ଯାଂଚ ଏଜେନ୍ସି ଘଟଣାର ତଦନ୍ତ କରୁଛି । ଇତି ମଧ୍ୟରେ…