Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିଡ-୧୯ ମୁକାବିଲା: ସରକାର, ଲୋକମାନଙ୍କୁ ସହାୟତାର ହାତ ବଢାଇଲା ‘ଜେଏସପିଏଲ’

ଭୂବନେଶ୍ୱର: କୋଭିଡ-୧୯ ମୁକାବିଲା ପାଇଁ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ଲୋକମାନଙ୍କୁ ସହାୟତାର ହାତ ବଢାଇ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌) ଓଡିଶାର ତିନି ଜିଲ୍ଲାରେ ତାର କାରଖାନା କିମ୍ବା ଖଣି ନିକଟବର୍ତ୍ତି ଅଞ୍ଚଳରେ କରୋନା ଭୂତାଣୁ ରୋକିବା ପାଇଁ ସଚେତନ କରିବା ଠାରୁ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; କଳା ଜିରାରେ ରହିଛି ୧୦୦% ହାଇଡ୍ରୋଅକ୍ସିକ୍ଲୋରୋକ୍ୱିନ୍ (HCQS) !

ଭୁବନେଶ୍ୱର: ହାଇଡ୍ରୋଅକ୍ସିକ୍ଲୋରୋକ୍ୱିନ୍ ରପ୍ତାନୀ ଉପରେ ଆଂଶିକ ପ୍ରତିବନ୍ଧକ ଉଠାଇଛି ଭାରତ ସରକାର । ମ୍ୟାଲେରିଆ ପାଇଁ ଉଦ୍ଧିଷ୍ଟ ଏହି ଔଷଧକୁ ଆମେରିକା ସମେତ ଅନ୍ୟ କିଛି ରାଷ୍ଟ୍ରଙ୍କୁ ବି ଭାରତ ରପ୍ତାନୀ କରିଛି । ଏପରି ସ୍ଥିତିରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।…

ଡ୍ରୋନ୍ ଜରିଆରେ ବିଶୋଧନ ହେଲା ରାଜଧାନୀ

ଭୁବନେଶ୍ୱର: ରାଜଧାନୀକୁ ବିଶୋଧନ କରିବା ପାଇଁ ସାମିଲ ହେଲା ଡ୍ରୋନ୍ । ଡ୍ରୋନ୍ ଜରିଆରେ ଭୁବନେଶ୍ୱର ରାଜମହଲରୁ ଶିଶୁଭବନ ଛକ ଯାଏଁ କରାଯାଉଛି ସାନିଟାଇଜ ସ୍ପ୍ରେ । ବିଏମ୍‌ସି ପକ୍ଷରୁ ବିଭିନ୍ନ ଅଂଳଚକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ବିଭକ୍ତ କରାଯାଇ ବିଶୋଧନ କରାଯାଉଛି । ଏଥିରେ ତିନୋଟି ଡ୍ରୋନ୍…

ଆଉ ୪୮ ଘଂଟା ପାଇଁ ବିଶ୍ରାରେ ବଢ଼ିଲା କଣ୍ଟେନମେଣ୍ଟ ଅବଧି

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବିଶ୍ରା ଅଂଚଳରେ ଆଉ ୪୮ ଘଂଟା ପାଇଁ କଂଟେନମେଂଟ ଅବଧି ବୃଦ୍ଧି କରାଯାଇଛି । ଏନେଇ ସୁନ୍ଦରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୁର୍ବରୁ ୧୨ ତାରିଖରେ ଏଠାରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୪୮ ଘଂଟା ପାଇଁ ବିଶ୍ରା ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍…

ଲକଡାଉନ୍ ବେଳେ ବଢ଼ୁଛି ଘରୋଇ ହିଂସା: କମିଶନରେଟ ପୋଲିସ

ଭୁବନେଶ୍ୱର: ଲକଡାଉନ୍ ବଢ଼ିଚାଲିଛି ଘରୋଇ ହିଂସା । ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ବଡ ପଦକ୍ଷେପ ନେଇଛି । ମହିଳାଙ୍କ ପାଇଁ ସବୁ ଥାନାରେ ସ୍ୱତନ୍ତ୍ର ଫୋନ୍ ନମ୍ବର ଜାରି ହେବ । ନିର୍ଯାତନା ଦେଇ ଯଦି ମହିଳା ଫୋନ୍ କରିବେ ତେବେ ଘରକୁ ପୋଲିସ ଯିବ । ପ୍ରଥମେ କାଉନସେଲିଂ କରାଯିବ ତା’ପରେ…

ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ନବୀନ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ଏକ ଶୁଭ ଲକ୍ଷଣ ବୋଲି ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ବେଳେ କହିଛନ୍ତି । ଏଥିସହ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଯେଉଁମାନେ ଏ ଦିଗରେ କାମ କରୁଛନ୍ତି ସେମାନଙ୍କୁ ନବୀନ ଧନ୍ୟବାଦ ଦେଇଛନ୍ତି । ସେ…

ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା ଟେଲିମେଡିସିନ୍ ସେବା

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ଏବଂ ଲକଡାଉନ ଯୋଗୁଁ ଓପିଡି ଗୁଡିକ ବନ୍ଦ ଥିବାରୁ ଏମ୍ସ, ଭୁବନେଶ୍ୱର ପକ୍ଷରୁ ଟେଲିମେଡିସିନ୍ ସେବା ଆରମ୍ଭ କରାଯାଇଛି। ଏହି ସେବା ପ୍ରଦାନ ନେଇ ଏମ୍ସ ପକ୍ଷରୁ ଟ୍ବିଟ କରାଯାଇଛି। ଏହାବ୍ୟତୀତ ହ୍ବାଟସ ଆପ୍ ନମ୍ବର ଜାରି ହୋଇଛି, ଯାହା ମାଧ୍ୟମରେ ରୋଗୀମାନେ…

ଘଡ଼ିସନ୍ଧି ସମୟରେ ଗୁଡ୍ ସାଇନ୍ସ

ଗୋଟାଏ ଅଦୃଶ୍ୟ ଭୂତାଣୁର ବିଭୀଷିକାରୁ ବର୍ତ୍ତିବା ପାଇଁ ମନୁଷ୍ୟ ସକଳ ଚେଷ୍ଟା ଜାରିରଖିଛି| ଏହି ସମୟରେ ସରକାର ଓ ଜନସାଧାରଣଙ୍କ ପ୍ରତିକାରମୂଳକ ପଦକ୍ଷେପ ସ୍ପଷ୍ଟ ଦୃଷ୍ଟିଗୋଚର ହେଉଥିଲା ବେଳେ ଚିକିତ୍ସା ବ୍ୟବସ୍ଥା ମାଧ୍ୟମରେ ବିପଜ୍ଜନକ କରୋନା ସଂକ୍ରମଣରୁ ମାନବ ସମାଜକୁ ରକ୍ଷାକରିବା ପାଇଁ…

ଲକଡାଉନ ପ୍ରଭାବ: ମେ ୩ ଯାଏଁ ବନ୍ଦ ରହିବ ବିମାନ ଓ ରେଳ ଚଳାଚଳ

ନୂଆଦିଲ୍ଲୀ: ସାରାଦେଶରେ ଆସନ୍ତା ମେ ୩ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମସ୍ତ ଘରୋଇ ତଥା ଆନ୍ତର୍ଜାତୀୟ ବିମାନ ଚଳାଚଳକୁ ମେ ମାସ ୩ ତାରିଖ ରାତି ୧୧.୫୯ ପର୍ଯ୍ୟନ୍ତ ସ୍ଥଗିତ ରଖିବା ନେଇ ଘୋଷଣା କରିଛି ।…

ଏହି ୭ଟି କଥା ମାନିବାକୁ କହିଛନ୍ତି ମୋଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଆସନ୍ତା ମେ ୩ ତାରିଖ ଯାଏଁ ଲକଡାଉନ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏପ୍ରିଲ୍ ୨୦ ପର୍ଯ୍ୟନ୍ତ ଏହି ଲକଡାଉନ ପ୍ରତିବନ୍ଧକକୁ କଡାକଡି ଭାବେ ପାଳନ କରାଯିବ ଏବଂ…