Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାଇରାଲ୍ ପୋଷ୍ଟମୋର୍ଟମ୍ : ଖବର କାଗଜରେ ନିଜାମୁଦ୍ଦିନ୍ ମର୍କଜର ଡାହା ମିଛ !

ଭୁବନେଶ୍ୱର: ଅନେକ ସମୟରେ ଭାରତ ସରକାରଙ୍କୁ ସହାୟତା ମିଳୁଥିବା ନେଇ ଆମେ ସୋସିଆଲ ମିଡିଆରେ ଜାଣିଥାଉ । ହେଲେ ମାତ୍ର ୪ଦିନ ପୂର୍ବରୁ ଏକ ଖବରକାଗଜର ସାମ୍ନା ପୃଷ୍ଠା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ନ୍ୟୁଜ୍ ପେପରରେ ଥିବା ଫଟୋ ଓ ଖବର ଅନୁଯାୟୀ ପିଏମ୍ ରିଲିଫ ପାଣ୍ଠିକୁ ମୌଲାନା ସାଦ୍…

ଓଡିଶାରେ ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ; ମୋଟ ସଂଖ୍ୟା ୫୦ ଛୁଈଁଲା

ଭୁବନେଶ୍ୱର: ଶୁକ୍ରବାର ଦିନ ଓଡିଶାରେ ଦୁଇଜଣ ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୫୦ ରେ ପହଞ୍ଚିଛି । ଶୁକ୍ରବାର ଆସିଥିବା ୨୯୮ ଟି ନମୁନା ପରୀକ୍ଷଣ ରିପୋର୍ଟରୁ ଦୁଇଜଣ…

ଅମାନିଆ ସାବଧାନ୍‌: ଲକ୍‌ଡାଉନକୁ ନେଇ ସାମାଜିକ କର୍ମୀ ଇମ୍ରାନ ଅଲ୍ଲୀଙ୍କ ସଚେତନତା

ଭୁବନେଶ୍ୱର: ଯୁବ ସାମାଜିକ କର୍ମୀ ମହମ୍ମଦ ଇମ୍ରାନ ଅଲ୍ଲୀ ଏବେ ଓଡ଼ିଶାରେ ଚାଲିଥିବା ଲକ୍‌ଡ଼ାଉନକୁ ନେଇ କବିତା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି । ଘରେ ନ’ରହି ବାହାରେ ବୁଲିଲେ କିପରି କରୋନା ଜନିତ ଭୂତାଣୁ ସଂକ୍ରମଣ ହେବାର ଭୟ ରହିଛି ସେନେଇ ଇମ୍ରାନ ସମସ୍ତ ଜନସାଧାରଣଙ୍କୁ…

ରାଜ୍ୟର ଆଉ ୧୦ କରୋନା ପଜିଟିଭ ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଖୁସି ଖବର ଆସିଛି । ପୂର୍ବରୁ ଦୁଇ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜି ଆଉ ୧୦ ଜଣ ରୋଗୀଙ୍କ କୋଭିଡ୧୯ ନମୁନା ନେଗେଟିଭ ଆସିଥିବା ବିଭାଗ ପକ୍ଷରୁ ସୂଚନା…

ଆସନ୍ତାକାଲିଠୁଁ ‘ଆରଏମଆରସି’ରେ ହେବ ଦୈନିକ ୧୦୦୦ଟି କୋଭିଡ୍‌-୧୯ ଟେଷ୍ଟ

ଭୁବନେଶ୍ୱର: ଶନିବାର ଠାରୁ ରାଜ୍ୟରେ ଦୈନିକ ୧୧୦୦ଟି କୋଭିଡ୍‌-୧୯ ପରୀକ୍ଷା ହେବା ନେଇ ରାଜ୍ୟ ସରକାର ଶୁକ୍ରବାର ଦିନ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ ସୂଚନା ଦେଇ କହିଛନ୍ତି ଯେ, ଏବେ ଆରଏମଆରସି, ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ଏବଂ…

ଓଡିଶା ପରେ ପଂଜାବରେ ବଢିଲା ଲକ୍ ଡାଉନ ଅବଧି

ହରିଆଣା : ମେ ୧ ଯାଏଁ ପଂଜାବରେ ବଢିଲା ଲକ୍‌ଡାଉନ ଅବଧି । ଆଜି ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହି ଘୋଷଣା କରିଛନ୍ତି । ଓଡିଶା ପରେ ପଂଜାବ ଲକ୍ ଡାଉନ ଅବଧି ବଢାଇବାରେ ଦ୍ୱିତୀୟ ରାଜ୍ୟ । ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ୨୧ ଦିନିଆ ଲକ୍ ଡାଉନ ଆସନ୍ତା…

ଜାଣନ୍ତୁ, କଳାହାଣ୍ଡିର ଦ୍ୱିତୀୟ କୋଭିଡ-୧୯ ରୋଗୀ କେମିତି ହେଲେ ସଂକ୍ରମିତ

ଭୁବନେଶ୍ୱର : ଗୁରୁବାର ଚିହ୍ନଟ ହୋଇଥିବା ଛଅ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଗୋଲାମୁଣ୍ଡାର ବୋଲି ସରକାର ଜଣାଇଛନ୍ତି । ଗୋଲାମୁଣ୍ଡା ବାହାରିଗୁଡାର ଏହି ୨୦ ବର୍ଷୀୟ ଯୁବକ ମାର୍ଚ୍ଚ ୨୦ ଓ ୨୧ ତାରିଖ ଅପରାହ୍ନରେ ସାଙ୍ଗମାନଙ୍କୁ ଭେଟିଥିଲେ । ୨୨ରୁ ୨୪ ତାରିଖ ସେ ଘରେ…

ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ଆଉ ତିନିଟି କୋଭିଡ୧୯ ହସ୍ପିଟାଲ

ଭୁବନେଶ୍ୱର: ଶୁକ୍ରବାର ଓଡିଶାରେ ତିନିଟି କୋଭିଡ୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଆଉ ନଅଟିକୁ ଖୁବ୍ ଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୨୦୦ ଶଯ୍ୟା ବିଶିଷ୍ଟ ଗଂଜାମ ଶିତଳାପଲ୍ଲୀ କୋଭିଡ ୧୯ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ…

ଓଡିଶାରେ ପ୍ରଥମ ଥର ପାଇଁ ଦୁଇ ଶିଶୁ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନା ପଜିଟିଭଙ୍କ ମଧ୍ୟରେ ଦୁଇ ଶିଶୁ । ଗୁରୁବାର ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୪ କରୋନା ପଜିଟିଭଙ୍କ ମଧ୍ୟରେ ୫ ବର୍ଷ ଓ ୯ ବର୍ଷର ଦୁଇଜଣ ଶିଶୁ କନ୍ୟା ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଶିଶୁଙ୍କ ସମେତ କରୋନା ପଜିଟିଭ…

ପୁରୀରେ ଲକ୍‌ଡାଉନ୍‌: ଏବେବି ବଞ୍ଚିଛି ମାନବିକତା

ପୁରୀ: ମହାମାରୀର ଭୟାବହତା ମଧ୍ୟରେ ମଧ୍ୟ ମାନବିକତାର ଜ୍ୱଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି । ମରଣାନ୍ତକ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଏବେ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ପୁରୀରେ କିଛି ଏନଜିଓ ଏବଂ ସରକାରୀ ସଂସ୍ଥା ଦ୍ୱାରା ଗରିବ ଓ ଅସହାୟ ମାନଙ୍କୁ ଦୈନିକ ଭୋଜନ…