Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିଶୋଧନ ହେଲା ବୁଗୁଡା

ବୁଗୁଡା: ବିଶୋଧନ ହେଲା ବୁଗୁଡା ବିଜ୍ଞାପିତ ଅଚଂଳ ପରିଷଦ । କରୋନା ମୁକାବିଲା ପାଇଁ ପୁରା ବୁଗୁଡା ଅଂଚଳକୁ ସାନିଟାଇଜ କରାଯାଇଛି । ଅଗ୍ନିଶମ ବିଭାଗ ଓ ଏନ୍‌ଏଏସିର ଏକ ଟିମ୍ ପୁରା ଅଂଚଳରେ ରାସାୟନିକ ପାଣି ସ୍ପ୍ରେ କରିଛି । ରାସ୍ତା ଘାଟଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠି ସାନିଟାଇଜ…

କରୋନା ଲକ୍‌-ଡାଉନ୍‌; ବାରିପଦାରେ ସମସ୍ତ ପରିବା ଦୋକାନ ବନ୍ଦ !

ବାରିପଦା: ଲକ୍‌-ଡାଉନକୁ ନେଇ ପୋଲିସର କଡା ତାଗିଦର ପରିଣାମ ସ୍ୱରୂପ ବନ୍ଦ ରହିଛି ବାରିପଦା ସହରର ସମସ୍ତ ପରିବା ହାଟ । ମିଳିଥିବା ସୂଚନା ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନରେ ଖିଲାଫି ଯୋଗୁଁ ଶୁକ୍ରବାର ବାରପଦା କୋର୍ଟ ପାଖରୁ କିଛି ପରିବା ଦୋକାନୀ ଓ ସ୍ଥାନୀୟ ଲୋକଙ୍କୁ ପୋଲିସ ଥାନାରେ…

ରାଜଧାନୀର ୫ଟି ସ୍କୁଲରେ ହେବ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ନମୂନା ସଂଗ୍ରହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୫ଟି ସ୍କୁଲରେ ଚାଲିଛି କରୋନା ସନ୍ଦିଗ୍ଧଙ୍କ ସ୍ୱାବ ନମୂନା ସଂଗ୍ରହ । ଆସନ୍ତା ୧୭ ତାରିଖ ଯାଏଁ ସନ୍ଦିଗ୍ଧଙ୍କ କୋଭିଡ-୧୯ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରିବ ମେଡିକାଲ ଟିମ୍ । ତେବେ ଆଜିଠାରୁ ହିଁ ଏହି କାମ ଆରମ୍ଭ ହୋଇଛି ।ଭୁବନେଶ୍ୱରର ୫ଟି ସ୍କୁଲ ଝାରପଡା…

କରୋନା ମୁକାବିଲା: ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେ ତାଲାବନ୍ଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ମତାମତ ଲୋଡିଛନ୍ତି । ତେବେ ଏହି ସମୟରେ ମୋଦି ମୁହଁରେ ମାସ୍କ ପିନ୍ଧି…

କରୋନା ଅପଡେଟ୍‌; ଜାଣନ୍ତୁ କିଭଳି କରିବେ ପନିପରିବା ଓ ରାସନକୁ ସାନିଟାଇଜ୍ ?

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣରୁ ରକ୍ଷା ପାଇବା ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ହେଲେ ବାହାରେ ମିଳୁଥିବା ପନିପରିବା ଓ ରାସନ କେତେଦୂର କରୋନା ସଂକ୍ରମଣଠୁ ସୁରକ୍ଷୀତ ? ଆସନ୍ତୁ ଜାଣିବା ସାନିଟାଇଜେସନ୍ ର କିଛି ସରଳ ଉପାୟ । ପନିପରିବାକୁ ଖାଲି ପାଣି ବଦଳରେ ବେକିଂ…

ଲକଡାଉନ୍ କଟକଣାରୁ ବାଦ୍ ପଡିଲା ମତ୍ସ୍ୟଚାଷ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହାମାରୀ କରୋନାର କୋକୁଆ ଭୟ । ଏହି ମହାମାରୀର ମୁକାବିଲା ପାଇଁ ପୁରା ଦେଶରେ ତାଲାବନ୍ଦ ଜାରି ରହିଛି । ଫଳରେ ସବୁଠୁ ତାଲା ଝୁଲୁଛି । ଏହାରି ଭିତରେ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଲକଉଡାନ୍‌ରୁ ବାଦ୍ ପଡିଛି ମତ୍ସ୍ୟଚାଷ । କେବଳ ସେତିକି ନୁହେଁ…

ପୁରୀରେ ପହଞ୍ଚିଲା ୫ମ ପର୍ଯ୍ୟାୟ ରଥକାଠ

ପୁରୀ: ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥି । ଏହି ପବିତ୍ର ତିଥିରେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଳିତ ହେବା ସହିତ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ନରେନ୍ଦ୍ର ପୁଷ୍କରିଣୀରେ ଏହି ଦିନ ଚାପ ଖେଳ ଅନୁଷ୍ଠିତ ହେବା ସହିତ ଚନ୍ଦନ ଯାତ୍ରା ଆରମ୍ଭ…

ସାନିଟାଇଜ୍‌ ହେଲା ପୁରୀ ବଡ଼ଦାଣ୍ଡ ସହ ଶ୍ରୀମନ୍ଦିର ଚାରିପାଖ

ପୁରୀ: କରୋନା ମହାମାରୀ କବଳରୁ ବର୍ତ୍ତିବା ଲାଗି ଏବେ ସାରା ଓଡ଼ିଶାରେ ଜାରି ରହିଛି ଲକ୍‌ଡାଉନ୍ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଭକ୍ତମାନଙ୍କ ଲାଗି ବନ୍ଦ ରହିଥିଲେ ମଧ୍ୟ ସେବାୟତମାନଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କ ଦୈନିକ ନୀତିକାନ୍ତି ଚାଲୁ ରହିଛି । କରୋନା ଭୂତାଣୁ…

କରୋନା ପଜିଟିଭ ସୁସ୍ଥ ହେବାର ଶ୍ରେୟ ଡାକ୍ତର, ପାରା ମେଡିକାଲ ଓ ସ୍ୱାସ୍ଥ୍ୟବିଭାଗ ଟିମ୍‌କୁ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ୧୦ ଜଣ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହେବା ଏକ ଅତ୍ୟନ୍ତ ଖୁସି ଖବର ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏଥି ସହ ସ୍ୱାସ୍ଥ୍ୟ ବିଭାଗର ଟିମ୍‌, ସମସ୍ତ ଡାକ୍ତର ଓ ପାରା ମେଡିକାଲ୍ ଷ୍ଟାଫ୍‌ଙ୍କୁ ସେ…

ମାରାତ୍ମକ ହେଉଛି କରୋନା; ଗତ ୨୪ ଘଣ୍ଟାରେ ଦେଶରେ ୧୦୩୫ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୭୪୪୭ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି ୧୦୩୫ଟି…