Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜନତା କର୍ଫ୍ୟୁ ପ୍ରଭାବ: ୩ ବର୍ଷ ମଧ୍ୟରେ ସବୁଠୁ ସ୍ୱଚ୍ଛ ପବନରେ ନିଶ୍ୱାସ ନେଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ରବିବାର ୨୨ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପି ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ। ଏହାକୁ ସଫଳତାର ସହ ଦେଶବାସୀ ପାଳନ କରିଛନ୍ତି । ଦେଶ ମୁଖିଆଙ୍କ କଥା ମାନି ଏହି ମାରାତ୍ମକ ରୋଗ ଉପରର…

କୋଭିଡ-୧୯: “ମି ଠୁ” ମାମଲାରେ ଦଣ୍ଡ ଭୋଗିଥିବା ଏହି ଚଳଚ୍ଚିତ୍ର ନିର୍ମାତାଙ୍କ ରିପୋର୍ଟ ପଜେଟିଭ

ୱାଶିଂଟନ୍: "ମି ଠୁ" ମାମଲାରେ ଦଣ୍ଡ ଭୋଗୁଥିବା ହଲିଉଡ଼ ଚଳଚ୍ଚିତ୍ର ନିର୍ମାତା ହାର୍ଭେ ୱେନଷ୍ଟାଇନଙ୍କ ଠାରେ କରୋନାଭାଇରସ୍ ଥିବା ଜଣାପଡିଛି । ୱେନଷ୍ଟାଇନ ଆମେରିକାରେ କୋଭିଡ-୧୯ ପରୀକ୍ଷା କଟିଥିଲେ ଯାହାର ରିପୋର୍ଟ ପଜିଟିଭ୍ ଆସିଥିବା ଆମେରିକାର ଗଣମାଧ୍ୟମ ପ୍ରକାଶ କରିଛି । ଯୌନ…

ହାତରେ ଟଙ୍କା ଧରୁଥିଲେ ଭଲଭାବେ ହ୍ୟାଣ୍ଡୱାସ କରନ୍ତୁ: ଆଇବିଏ

ମୁମ୍ବାଇ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଭିନ୍ନ ରାଷ୍ଟ୍ରକୁ କାୟା ବିସ୍ତାର କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅବସରରେ ଭାରତୀୟ ବ୍ୟାଙ୍କ ଆସୋସିଏସନ (ଆଇବିଏ) ମଧ୍ୟ ଜନସାଧାରଣଙ୍କୁ ସଚେତନ ଲାଗି ଆଗଭର ହୋଇଛି । ଜାତୀୟ…

କୋଭିଡ-୧୯: ଲକଡାଉନ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ, ଉଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଶ୍ୱ ତଥା ଦେଶରେ କରୋନାର ପ୍ରଭାବ ଜାରି ରହିଛି । ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୪୧୫ କୁ ବୃଦ୍ଧି ପାଇଛି । ଏହି ମାରାତ୍ମକ ଭୂତାଣୁର ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତ ସରକାର ରାଜ୍ୟଗୁଡିକୁ ଲକଡାଉନ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ…

କୋଭିଡ-୧୯: ମହାରାଷ୍ଟ୍ରରେ ୮୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ: ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ କୋଭିଡ-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ୍ ହୋଇଥିବା ଅଧିକାରୀ ମାନେ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଦେଇଥିବା ସୂଚନା ଅନୁସାରେ ଭାରତରେ ମୋଟ…

ଅଜାଣତରେ ଏହି ଭୁଲ ଯୋଗୁଁ ଦ୍ରୁତ ଗତିରେ ବ୍ୟାପୁଛି କରୋନା; ଜାଣନ୍ତୁ ଓ ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ ସହ ଲଢ଼ିବା ପାଇଁ ପ୍ରତ୍ୟେକ ଲୋକ ପ୍ରସ୍ତୁତି କରୁଛନ୍ତି । ନିଜକୁ ଭାଇରସ ଦାଉରୁ ରକ୍ଷା କରିବା ପାଇଁ ସାନିଟାଇଜର ଓ ମୁହଁରେ ମାସ୍କର ବ୍ୟବହାର କରୁଛନ୍ତି । ଏହାପରେ ମଧ୍ୟ ଆମେ ପ୍ରତିଦିନ ଏମିତି କିଛି ଭୁଲ କରୁଛେ, ଯାହା ଭାଇରସକୁ ସହଜରେ ସଂକ୍ରମଣ କରିବାକୁ…

କୋଭିଡ-୧୯ ବନାମ୍ ଭାରତ, ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲଙ୍କ ୧୦୦ କୋଟି ଟଙ୍କା ର ସହଯୋଗ

ମୁମ୍ବାଇ: କରୋନାଭାଇରସ୍ ପାଇଁ ସାରା ବିଶ୍ୱ ସମେତ ଆତଙ୍କିତ ଭାରତବାସୀ । ଜରୁରୀକାଳୀନ ସ୍ଥିତିରେ ଆଗେଇ ଆସିଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ । କରୋନା ମହାମାରୀ ଆକ୍ରାନ୍ତଙ୍କ ପାଇଁ ସହଯୋଗ କରିଛନ୍ତି ୧୦୦ କୋଟି ଟଙ୍କା ଭଳି ମୋଟା ଅଙ୍କର ରାଶି । ରବିବାର ମାଇନିଂ ଟାଇକୁନ୍…

କରୋନା ସଂକ୍ରମଣ ବିପଦ ପାଇଁ ଆଜିଠାରୁ ବନ୍ଦ ହେଲା ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କାରଖାନା କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏସମ୍ପର୍କରେ ସମସ୍ତ ରେଳ କର୍ମଚାରୀ…

ସମ୍ବଲପୁରରେ କ୍ୱାରେଣ୍ଟାଇନ୍ ନିୟମାବଳୀ ଉଲ୍ଲଂଘନ ନେଇ ମାମଲା ରୁଜୁ

ସମ୍ବଲପୁର: ସାରା ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣର ଭୟାବହତା ଦୃଷ୍ଟିରୁ ବିଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ୧୪ ଦିନର ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନ ପାଇଁ ନିର୍ଦ୍ଦେଶାବଳୀ ରହିଛି । ତେବେ ଅନେକ ସ୍ଥାନରେ ବିଦେଶ ଫେରନ୍ତା ବ୍ୟକ୍ତି କ୍ୱାରେଣ୍ଟାଇନ ପାଇଁ ସରକାରୀ…

ଘଣ୍ଟ ବଜାଇ ଓ ତାଳି ମାରି ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଲେ ପ୍ରମୁଖ ରାଜନେତା, ଅଭିନେତା ଓ ଶିଳ୍ପପତି

ଭୁବନେଶ୍ୱର: ଜନତା କର୍ଫ୍ୟୁକୁ ଆଜି ସବୁ ସ୍ତରର ଲୋକେ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନ ଛାତ ଉପରେ ତାଳି ମାରି ଓ ଥାଳି ବଜାଇ ସମର୍ଥନ କରିଥିଲେ । ଏହି ମହାମାରୀକୁ ପରାସ୍ତ କରିବା ପାଇଁ ଯୋଦ୍ଧା ଭାବେ ସହେଯାଗ କରୁଥିବା ସବୁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଓ…