Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନାଭାଇରସ ଆତଙ୍କ; ଓପିଡି ସେବା ବନ୍ଦ କଲା ଏମ୍ସ

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ପକ୍ଷରୁ ସମସ୍ତ କେନ୍ଦ୍ରରେ ଥିବା ଓପିଡି ସେବାକୁ ସାମୟିକ ଭାବେ ବନ୍ଦ କରାଯିବ । ଏହାପୂର୍ବରୁ ନୂଆଦିଲ୍ଲୀସ୍ଥିତ ଏମ୍ସ ପକ୍ଷରୁ ମାର୍ଚ୍ଚ ୨୩ତାରିଖରୁ ଓପିଡି ରୋଗୀଙ୍କ…

୬ ମାସ ପାଇଁ ଏସମା ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସରକାର ୬ ମାସ ପାଇଁ ରାଜ୍ୟରେ ଜରୁରୀ ସେବା ରକ୍ଷଣାବେକ୍ଷଣା ନିୟମ ତଥା ଏସମା ଲାଗୁ କରିଛନ୍ତି । ଜଳଯୋଗାଣ ଓ ସଫେଇ କର୍ମଚାରୀଙ୍କ ପାଇଁ ଏହି ଏସମା ଲାଗୁ ହୋଇଛି । ଏମାନେ ୬ ମାସ ଯାଏଁ ଛୁଟି ନେଇପାରିବେ ନାହିଁ । ଏଥିସହ ୬ ମାସ ପାଇଁ ଆନ୍ଦୋଳନକୁ ମଧ୍ୟ…

ଓଡିଶାରେ କରୋନା ସତର୍କତା; ୧୫୦୦ ପ୍ରବାସୀ ଶ୍ରମିକଙ୍କୁ ଗଞ୍ଜାମରେ ସ୍କ୍ରିନିଂ

ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନରେ ସୋମବାର ଦିନ ପ୍ରାୟ ୧୫୦୦ ପ୍ରବାସୀ ଶ୍ରମିକଙ୍କର କୋରାନାଭାଇରସ ସମ୍ପର୍କିତ ସ୍କ୍ରିନିଂ କରାଯାଇଛି । ଏହି ସମସ୍ତ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଏମାନେ ମହାରାଷ୍ଟ୍ର ଏବଂ ଗୁଜରାଟରୁ ଫେରିଛନ୍ତି । “ସେମାନଙ୍କର ବ୍ୟକ୍ତିଗତ…

କରୋନାଭାଇରସ ସଂକ୍ରମଣରୁ କିଭଳି ରହିବେ ସାବଧାନ, ଜାଣନ୍ତୁ

ନୂଆଦିଲ୍ଲା: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରାୟ ୧୯୦ରୁ ଅଧିକ ଦେଶକୁ ବ୍ୟାପୁଛି । କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଠାରେ ଥଣ୍ଡା, କାଶ ଓ ଜ୍ୱର ଆଦି ଲକ୍ଷଣ ଦେଖାଦେଇଥାଏ । ଏହାବ୍ୟତିତ କିଛି ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ…

ମାସ୍କ ପିନ୍ଧିବା ବେଳେ ଏହି ସବୁ ଜରୁରୀ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ କବଳରେ ସାରା ବିଶ୍ୱ । କରୋନା ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିପାଇଁ ସମସ୍ତଙ୍କୁ ଆହୁରି ସାବଧାନତା ଅବଲମ୍ବନ କରିବାକୁ ପଡିବ । ମାସ୍କକୁୁ କେବଳ ପିନ୍ଧି ଦେଲେ ହେବନି, ଏହାର ସଠିକ ଢ଼ଙ୍ଗ ଜାଣିବା…

କରୋନା ପରିପ୍ରେକ୍ଷୀରେ ଟେଲିକମ ସେବା ଜାରି ରଖିବାକୁ କମ୍ପାନୀଙ୍କୁ ଭାରତ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଦେଶର ଅନେକ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ସମସ୍ତ ଟେଲିକମ କମ୍ପାନୀମାନଙ୍କୁ ନିରବଚ୍ଛିନ୍ନ ଟେଲି ଯୋଗାଯୋଗ ବ୍ୟବସ୍ଥା ଜାରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ ଡାଉନ୍…

କରୋନା ମୁକାବିଲା: ଆଉ ଦୁଇଟି ସହର ଲକଡାଉନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ନବରଙ୍ଗପୁର: କରୋନାଭାଇରସ ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପ୍ରୟାସରେ ସରକାର । ଆଜି ନବରଙ୍ଗପୁର ଜିଲ୍ଲାର ଦୁଇଟି ସହରକୁ ଲକ୍ ଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ନବରଙ୍ଗପୁର କଲେକ୍ଟର ଅଜିତ କୁମାର ମିଶ୍ର ଦେଇଥିବା ସୁଚନା ଅନୁସାରେ, ମାର୍ଚ୍ଚ ୨୩ ତାରିଖ ସକାଳ ୭ ଟାରୁ…

କରୋନା ମୁକାବିଲା: କ’ଣ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା କବଳରେ ପୁରା ବିଶ୍ୱ । ଧୀରେ ଧୀରେ ସାରା ବିଶ୍ୱକୁ ଲଟା ଭଳି ମାଡି ଗଲାଣି ମାରାତ୍ମକ ଭୂତାଣୁ କରୋନା । ଏହାକୁ ନେଇ ଏବେ ସମସ୍ତେ ଭୟଭୀତ । ଡାକ୍ତର ଏବଂ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯେତେବେଳେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୁଅନ୍ତି ସେତେବେଳେ ତାଙ୍କ ଶରୀରରେ…

ଅଲିମ୍ପିକ୍ ୨୦୨୦, ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ !

ଜାପାନ: ଟୋକିଓରେ ହେବାକୁ ଥିବା ଅଲିମ୍ପିକ ଗେମ୍ସ(୨୦୨୦)କୁ ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ । କୋଭିଡ୍ -୧୯କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି ଦୁଇ ଦେଶର ଅଲିମ୍ପିକ କମିଟି । ଟୋକିଓ ଅଲିମ୍ପିକକୁ ୨୦୨୧ପର୍ଯ୍ୟନ୍ତ ସ୍ଥଗିତ ରଖିବା ଲାଗି ଆୟୋଜକଙ୍କୁ ନିବେଦନ କରିଛନ୍ତି…

ଜନତା କର୍ଫ୍ୟୁ ଯୋଗୁଁ କୋଳାହଳ ମୁକ୍ତ ହେଲା ମାୟାନଗରୀ

ମୁମ୍ବାଇ: ରବିବାର ୨୨ ମାର୍ଚ୍ଚ ହୋଇଥିବା ଜନତା କର୍ଫ୍ୟୁ ଯୋଗୁଁ ମାୟା ନଗରୀ ମୁମ୍ବାଇରେ କମିଛି କୋଳାହଳ। କର୍ଫ୍ୟୁ ମଧ୍ୟରେ ଅମିତାଭ ବଚ୍ଚନ ଟ୍ୱିଟରରେ ମୁମ୍ବାଇ ସ୍ଥିତ ସମୁଦ୍ରର ନୀରବ କୂଳର ଏକ ଭିଡିଓ ସେୟାର କରି ଲେଖିଛନ୍ତି ଏହା ହେଉଛି ଜାତୀୟ ଅନୁଶାସନର ଅର୍ଥ, ଜୟହିନ୍ଦ '| ୨୪ ଘଣ୍ଟା…