Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିଡ-୧୯: ହୋମ କ୍ୱାରେଣ୍ଟାଇନ ନିୟମ ଉଲଂଘନ କରିଥିବା ବ୍ୟକ୍ତିଙ୍କ ନାମରେ ଅଭିଯୋଗ

କଟକ: ବିଦେଶରୁ ରାଜ୍ୟକୁ ଫେରିଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ ହୋମ କ୍ୟାରେଣ୍ଟାଇନ ନିୟମର ଉଲ୍ଲଂଘନ ଅଭିଯୋଗରେ ରବିବାର ଦିନ ପୁରୀ ଘାଟ ଥାନାରେ ଏକ ମାମଲା ଦାୟର କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଆମେରିକାରୁ ଫେରିବା ପରେ ହୋମ କ୍ୱାରେଣ୍ଟାଇନ ପାଇଁ ନାମ ପଞ୍ଜୀକୃତ…

ଜନତା କର୍ଫ୍ୟୁକୁ ସମର୍ଥନ ପାଇଁ ଫ୍ୟାନ୍ସଙ୍କୁ ଅପିଲ କଲେ ସଲମାନ ଖାନ

ମୁମ୍ବାଇ: କରୋନା ମୁକାବିଲା ଓ ଜନତା କର୍ଫ୍ୟୁକୁ ସମର୍ଥନ କରିବା ପାଇଁ ଅପିଲ କଲେ ବଲିଡଉର ଦବଙ୍ଗ ଅଭିନେତା ସଲମାନ ଖାନ । ସେ ଏକ ଭିଡିଓ ପୋଷ୍ଟ କରି ନିଜ ଫ୍ୟାନ୍ସ ମାନଙ୍କୁ ଘରେ ରହିବା ପାଇଁ ଅପିଲ କରିଛନ୍ତି । ସେ ଭିଡିଓରେ ଜରିଆରେ ପ୍ରଥମେ ଡକ୍ଟର ଏବଂ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ।…

କୋଭିଡ-୧୯: କ୍ୱାରେଣ୍ଟାଇନରେ ରହିଲେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ

ସମ୍ବଲପୁର: ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ସମେତ ତାଙ୍କର ପୁରା ପରିବାର ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଏନେଇ ନିତେଶ ଗଙ୍ଗଦେବ ନିଜେ ସୂଚନା ଦେଇଛନ୍ତି । ତେବେ ସାଂସଦଙ୍କ ସାନ ପୁଅ ଇଂଲଣ୍ଡର କେମ୍ବ୍ରିଜ ସହରରୁ ଫେରିବା ପରେ ତାଙ୍କର ପୁରା ପରିବାର ସରକାରଙ୍କ ଦ୍ୱାରା ଜାରି ହୋଇଥିବା…

କରୋନା ସତର୍କତା: ଅନଲାଇନରେ ସକ୍ରିୟ ହେଲେ ବଲିଉଡ ଷ୍ଟାର

ମୁମ୍ବାଇ: ଦେଶରେ କରୋନାଭାଇରସ୍ ଆତଙ୍କ ହୁଏତ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପକାଇଥାଇ ପାରେ କିନ୍ତୁ ଏହା ବଲିଉଡ ସେଲିବ୍ରିଟିମାନଙ୍କୁ ଅଟକାଇ ପାରି ନାହିଁ । ସେମାନଙ୍କ ଅନଲାଇନ୍ ପ୍ରଭାବକୁ ସେମାନଙ୍କ ଅନୁଗାମୀମାନଙ୍କୁ ମନୋରଞ୍ଜନ କରିବା ସହିତ ଫିଟନେସ୍, ନୃତ୍ୟ ଏବଂ ଜଡିତ କରିବାରେ ରୋକି…

୩୧ ଯାଏଁ ରାଜ୍ୟ ବାହାରକୁ ଗଡିବନି ବସ୍‌

ଭୁବନେଶ୍ୱର: ଆଜିଠୁ ରାଜ୍ୟ ବାହାରକୁ ଗଡିବନି ଘରୋଇ ବସ୍ । ଆସନ୍ତା ୩୧ ଯାଏଁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ । କରୋନା ଭୂତାଣୁ ସହ ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ମହାମାରୀ କରୋନା ଭାଇରସର ଭୟାବହତାକୁ ଦେଖି ସତର୍କତା ମୂଳକ ସପ୍ତାହବ୍ୟାପୀ ଘରୋଇ…

ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ ହଜାର ଟପିଲା

ୱାଶିଂଟନ: ସାରା ଦୁନିଆରେ ଘାତକ ସାଜିଥିବା କରୋନାଭାଇରସ ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ଜୋନ୍ସ ହୋପକିନ୍ସ ବିଶ୍ୱବିଦ୍ୟାଳୟର ଟ୍ରାକର ଅନୁସାରେ, ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ ହଜାରକୁ ଟପିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷରୁ ଅଧିକ ରହିଛି ।…

‘ଜନତା କର୍ଫ୍ୟୁ’କୁ ସମର୍ଥନ: ଶାହିନ ବାଗରୁ ହଟିଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ପାଳନ ହେଉଛି ଜନତା କର୍ଫ୍ୟୁ । ଚାରିଆଡେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଜନତା କର୍ଫ୍ୟୁର ପ୍ରଭାବ ରାଜଧାନୀ ଦିଲ୍ଲୀର ଶାହିନ ବାଗରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ କରି ଆଜି ଆନ୍ଦୋଳନ ସ୍ଥଳରୁ ବିକ୍ଷୋଭକାରୀମାନେ…

କରୋନାଭାଇରସ୍‌: କିପରି ରହିଛି ଭାରତର ୯ ପଡୋଶୀ ଦେଶର ହାଲଚାଲ ?

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବଢିଚାଲିଛି କୋଭିଡ-୧୯ର ଭୟାଭହତା । ସବିଶେଷ ରିପୋର୍ଟ ଅନୁୟାୟୀ ଭାରତରେ ପାଖାପାଖି ୩୪୧ ଟି ମାମଲା ସାମ୍ନାକୁ ଆସିଛି । ଭାରତ ଉପମହାଦ୍ୱୀପରେ ଚାଇନା ପରେ ପାକିସ୍ତାନର ଅବସ୍ଥା ସବୁଠୁ ଖରାପ ରହିଛି । ଶ୍ରୀଲଙ୍କା ଓ ଆଫଗାନିସ୍ତାନ କିଛିଟା ମାତ୍ରାରେ ପ୍ରଭାବିତ…

‘ଆପଲ’ କମ୍ପାନୀ ତରଫରୁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ମାସ୍କ ପ୍ରଦାନ

କାଲିଫର୍ଣ୍ଣିଆ: କରୋନାଭାଇରସ ସହ ଲଢ଼େଇ କରୁଥିବା ଆମେରିକା ଓ ୟୁରୋପର ସ୍ୱାସ୍ଥ୍ର ସେବା ପ୍ରଦାନକାରୀଙ୍କୁ ମିଲିୟନ ସଂଖ୍ୟାରେ ମାସ୍କ ପ୍ରଦାନ କରୁଛି ‘ଆପଲ’ କମ୍ପାନୀ । ଏନେଇ ‘ଆପଲ’ କମ୍ପାନୀର ସିଇଓ ଟିମ କୁକ ରବିବାର ଦିନ ଘୋଷଣା କରିଛନ୍ତି । ଏନେଇ ସେ ଟ୍ୱିଟ କରିଛନ୍ତି, “କରୋନାଭାଇରସ ସହ…

ମହାରାଷ୍ଟ୍ରରେ ସର୍ବାଧିକ ୭୪ କରୋନା ପଜିଟିଭ

ମହାରାଷ୍ଟ୍ର: ଦିନକୁ ଦିନ ଉଗ୍ର ହେଉଛି ମାହାମାରୀ କରୋନା ଭାଇରସ । ଭାରତରେ କୋକୁଆ ଭୟ ସୃଷ୍ଟି କରିଛି କରୋନା । ଧୀରେ ଧୀରେ ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସର୍ବାଧିକ ହୋଇଛି । ଏଠାରେ ରବିବାର ସକାଳେ ଆଉ ୧୦…