Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତର ଏହିସ୍ଥାନରୁ ଦେଖାଯାଏ ପାକିସ୍ତାନର ସମ୍ପୂର୍ଣ୍ଣ ଚିତ୍ର !

ଭୁବନେଶ୍ୱର: ଭାରତର ପରମ ଶତୃ କିଏ ବୋଲି ପ୍ରଶ୍ନ କଲେ ପ୍ରାୟତଃ ଅଧିକାଂଶ ଭାରତୀୟ ପାକିସ୍ତାନ ବୋଲି ଉତ୍ତର ଦେବେ । ପଡୋଶୀ ଦେଶ ପାକିସ୍ତାନ ସହ ଆମଦେଶର ଏତେଟା ଭଲ ସମ୍ପର୍କ ନଥିବାରୁ ପ୍ରାୟତଃ ଭାରତୀୟ ପାକିସ୍ତାନ ଯାଆନ୍ତି ନାହିଁ କିମ୍ବା ସେଠାକାର ଲୋକ ମଧ୍ୟ ସେତେ ପରିମାଣରେ ଏଠାକୁ ଆସନ୍ତି…

ଟ୍ରେନ୍ ପଛରେ ଥିବା ଚିହ୍ନସବୁ କି ସଙ୍କେତ ଦିଏ, ଜାଣନ୍ତୁ…

ଅନେକ ବ୍ୟକ୍ତି ପ୍ରତିଦିନ ଟ୍ରେନରେ ଯିବାଆସିବା କରିଥାନ୍ତି । ଟ୍ରେନର ଶେଷ ଆଡକୁ ଥିବା ଡବା ପଛରେ ଅଙ୍କା ଯାଇଥିବା ଚିହ୍ନ ଉପରେ ସମସ୍ତଙ୍କର ନଜର ପଡିଥିବ । କେହିକେହି ଚିହ୍ନକୁ ଦେଖିଥିବେ ତ ଆଉ କାହାର ନଜର ସେ ଦିଗ ଆଡେ ଯାଇନଥିବ । ବଗି ଗୁଡିକର କନେକ୍ସନରେ କୌଣସି ଯାନ୍ତ୍ରିକ…

ମାର୍ଗଶିର ମାସରେ ଏହିଭଳି କରନ୍ତୁ ଭଗବାନଙ୍କ ଆରାଧନା, ନିଶ୍ଚିତ ପାଇବେ ଶୁଭଫଳ !

ଭୁବନେଶ୍ୱର: ହିନ୍ଦୁ ଧର୍ମ ଅନୁସାରେ ବର୍ଷର ନବମ ମାସ ହେଉଛି ମାର୍ଗଶିର ମାସ । ପୁରାଣ ଅନୁଯାୟୀ ଏହି ମାସରେ ବ୍ରତ, ପୂଜା ଆଦି କଲେ ଭଗବାନ ଶ୍ରୀ କୃଷ୍ଣଙ୍କ କୃପା ପ୍ରାପ୍ତି ହୋଇଥାଏ। ମାର୍ଗଶିର ମାସରେ ନଦୀରେ ସ୍ନାନ କରିବାରେ ଭଗବାନଙ୍କ ମହିମା ରହିଛି । ଶାସ୍ତ୍ର ଅନୁସାରେ, ଯେତେବେଳେ…

ଓଡ଼ିଆ ଘରର ମାଣବସା ଗୁରୁବାର ସହ ଜଡିତ କିମ୍ବଦନ୍ତୀ ଓ ପୂଜାବିଧି ସମ୍ପର୍କରେ ଜାଣନ୍ତୁ..

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଆ ଘରର ମାଣବସା ଓଷା । ଏହା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ…

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ: ଜଗତର ବଡ଼ଠାକୁର ଶ୍ରୀଜଗନ୍ନାଥ କିପରି ହୁଅନ୍ତି ପଢୁଆଁ, ଜାଣନ୍ତୁ…

ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ‘ ପ୍ରଥମାଷ୍ଟମୀ’ କୁହାଯାଏ । ଓଡ଼ିଆ ପଞ୍ଜିକା ଅନୁସାରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମମାସ ଭାବରେ ଗଣନା କରାଯାଏ । ସେଥପାଇଁ ‘ମାର୍ଗଶିର’ ମାସକୁ ‘ଅଗ୍ରହାୟଣ ମାସ’ ବୋଲି କୁହାଯାଇଥାଏ । ବର୍ଷର ପ୍ରଥମମାସର ପ୍ରଥମ ଅଷ୍ଟମୀକୁ…

ପଶ୍ଚିମ ଓଡ଼ିଶାର ନିଆରା ବାଲିଯାତ୍ରା…

ସୋନପୁର: ପଶ୍ଚିମ ଓଡିଶାର ସୋନପୁର ଜିଲ୍ଲାରେ ବଦଳି ଯାଏ ବାଲିଯାତ୍ରାର ଅର୍ଥ । ବାଲିଯାତ୍ରା ବଦଳରେ ଏଠାରେ ପାଳନ ହୁଏ ବଳିଯାତ୍ରା । ଇଂରାଜିରେ ଏହାକୁ ଉଚ୍ଚାରଣ କଲେ ବାଲିଯାତ୍ରା ଉଚ୍ଚାରିତ ହେଇଥିବାରୁ କେତକ ଏହାକୁ ପଶ୍ଚିମ ଓଡିଶାର ବାଲିଯାତ୍ରା ବୋଲି କୁହନ୍ତି। କିମ୍ବଦନ୍ତୀ ଅନୁଯାୟୀ…

ଦେଖନ୍ତୁ: ବାଲିଯାତ୍ରାରେ ଓଡିଆ ପାରମ୍ପରିକ ଖାଦ୍ୟର ପସରା..

କଟକ: ଓଡ଼ିଶାର ଶହଶହ ବର୍ଷ ପୁରୁଣା ସଂସ୍କୃତି ଓ ଇତିହାସକୁ ଉଜ୍ଜୀବିତ କରି ରଖିବା ପାଇଁ ବଡ଼ ଯାକଜକମରେ ପାଳନ ହେଉଛି କଟକର ଐତିହାସିକ ବାଲିଯାତ୍ରା। ଖାଲି ଓଡ଼ିଆ ସଂସ୍କୃତି ନୁହେଁ, ଏହି ଭବ୍ୟ ବଲିଯାତ୍ରା ଓଡ଼ିଶାର ପରମ୍ପରିକ ଖାଦ୍ୟ ସମୂହକୁ ମଧ୍ୟ ନିଜ ଭିତରେ ସ୍ଥାନ ଦେଇଛି। ଆଜିର ସହରି…

ଓଡ଼ିଆ ସଂସ୍କୃତିରେ ଗୁଆ…

ଭୁବନେଶ୍ୱର: ଗୁଆ ବା ସୁପାରୀ ବିନା ପାନର କୌଣସି ମଜା ନାହିଁ । ଏହା ଦକ୍ଷିଣ-ପୂର୍ବ ଏସିଆରୁ ଓଡ଼ିଶାକୁ ଆମଦାନୀ ହୋଇଥାଏ। ସେସବୁ ଦେଶରେ ଗୁଆର ଅନେକ ଲୋକପ୍ରିୟତା ରହିଛି । ଦକ୍ଷିଣ-ପୂର୍ବର ଗ୍ରାମୀଣ ଅଞ୍ଚଳରେ ଲୋକେ ପାନ ଓ ଗୁଆର ବ୍ୟବହାରରେ ଅଭ୍ୟସ୍ଥ ହୋଇ ଗଲେଣି। ଓଡ଼ିଶାରେ କୌଣସି…

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର ସୁଦର୍ଶନ ମହାପାତ୍ର…

ଭୁବନେଶ୍ୱର: ପାଲାର ମୌଳିକତା ରକ୍ଷା କରିବା ସହ ସଂସ୍କୃତ ଏବଂ ଓଡିଆ ସାହିତ୍ୟକୁ ଲୋକଙ୍କ ନିକଟରେ ପରିବେଷଣ କରିବାରେ ଜଣେ ଧୁରୀଣ ଗାୟକ ସୁଦର୍ଶନ ମହାପାତ୍ର । ପାଲାରେ ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ପରିବେଷଣ କରିବାରେ ସେ ସ୍ୱତନ୍ତ୍ର ପ୍ରତିଭାର ଅଧିକାରୀ । ୧୯୪୪ ମସିହା ନଭେମ୍ବର ୧୭…

ରବିବାର ଦିନ ଏଭଳି କରନ୍ତୁ ସୂର୍ଯ୍ୟ ଉପାସନା !

ଆମେ ସମସ୍ତେ ପିଲାବେଳେ ଦେଖିଛନ୍ତି ଜେଜେବାପା ସକାଳୁ ଉଠି ଗାଧୋଇସାରି ସୂର୍ଯ୍ୟଙ୍କୁ ଗୋଟିଏ ଢାଳରେ ପାଣି ଟେକନ୍ତି । ହଁ, ହିନ୍ଦୁଶାସ୍ତ୍ରାନୁସାରେ ଏହା ବିଶ୍ୱାସ ରହିଛି ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି…