Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କେଦାରନାଥରୁ ରାମେଶ୍ୱରମ; ଜାଣନ୍ତୁ ଏକ ସରଳରେଖାରେ ୭ଟି ଶିବମନ୍ଦିରର ରହସ୍ୟ !

ଭୁବନେଶ୍ୱର: ଭାରତୀୟ ହିନ୍ଦୁ ପରମ୍ପରାରେ ମହାଦେବ ଶିବଙ୍କୁ ଯୋଗେଶ୍ୱର କୁହାଯାଇଥାଏ । ଶିବଶଙ୍କର ସଦା ସର୍ବଦା ଯୋଗମୁଦ୍ରାରେ ରହିଥାଆନ୍ତି । କୈଳାଶ ପର୍ବତରେ ଆଜି ପର୍ଯ୍ୟନ୍ତ ଭଗବାନ ଶିବ କେଉଁ ଅନାଦିକାଳରୁ ତପସ୍ୟାରତ ରହିଥିବା କଥା ପୁରାଣରେ ବର୍ତ୍ତିତ ରହିଛି । ଭାରତର ପ୍ରାୟ ସମସ୍ତ…

ମହାଭାରତରେ ବର୍ଣ୍ଣିତ ସ୍ଥାନସବୁ ବର୍ତ୍ତମାନ କେଉଁଠି ଅବସ୍ଥିତ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁ ଧର୍ମର ଏକ ମୁଖ୍ୟ ଗ୍ରନ୍ଥ ହେଉଛି ମହାଭାରତ । ଏହି ପବିତ୍ର ଗ୍ରନ୍ଥରେ ବିଭିନ୍ନ ପ୍ରକାର ଧାର୍ମିକ କଥା ବର୍ଣ୍ଣନା କରାଯାଇଛି। ଏହି କାବ୍ୟଗ୍ରନ୍ଥ ଭାରତର ଅନୁପମ ଧାର୍ମିକ, ପୌରାଣିକ, ଇତିହାସ ଓ ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଏ। ମହାଭାରତ ହେଉଛି ହିନ୍ଦୁମାନଙ୍କର…

ଦେବ ଦୀପାବଳିର ଦ୍ଵିତୀୟ ଦିନ: ଆଜି ଦଶରଥ ଓ ବାସୁଦେବଙ୍କୁ ପିଣ୍ଡଦାନ କରିବେ ମହାପ୍ରଭୁ

ପୁରୀ: ସୋମବାର ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଆଲୋକର ଉତ୍ସବ। ତିନିଦିନ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଏହି ଉତ୍ସବକୁ ଦେବଦୀପାବଳି ବୋଲି କୁହାଯାଏ । ଆଜି ଏହି ଦେବ ଦୀପାବଳିର ଦ୍ଵିତୀୟ ଦିନ । ପରମ୍ପରା ଅନୁସାରେ ଏହିଦିନ ତିନି ଦିଅଁଙ୍କର ଶ୍ରାଦ୍ଧ ବେଶ ହୋଇଥାଏ । ତିନିଠାକୁର ନିଜର…

ଶ୍ରୀମନ୍ଦିରରେ ଦେବ ଦୀପାବଳିର ପ୍ରଥମ ଦିନ: ଆଜି ପିଣ୍ଡ ପାଇବେ ରାଜା ଇନ୍ଦ୍ରଦ୍ୟୁମ୍ନ

ପୁରୀ: ଆଜିଠାରୁ ଆଗାମୀ ତିନିଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳନ ହେବ ଆଲୋକର ଉତ୍ସବ। ଏହାକୁ ଦେବ ଦୀପାବଳି ବୋଲି କୁହାଯାଏ । ଏହି ଉତ୍ସବ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ପାଳନ କରାଯାଏ । ପରମ୍ପରା ଅନୁସାରେ ଏହିଦିନ ତିନି ଦିଅଁଙ୍କର ଶ୍ରାଦ୍ଧ ବେଶ ହୋଇଥାଏ । ତିନିଠାକୁର…

ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି

ପୁରୀ: ଆସନ୍ତାକାଲିଠାରୁ ତିନିଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳନ ହେବ ଆଲୋକର ଉତ୍ସବ। ଏହାକୁ ଦେବଦୀପାବଳି ବୋଲି କୁହାଯାଏ । ଏହି ଉତ୍ସବ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ପାଳନ କରାଯାଏ । ପରମ୍ପରା ଅନୁସାରେ ଏହିଦିନ ତିନି ଦିଅଁଙ୍କର ଶ୍ରାଦ୍ଧ ବେଶ ହୋଇଥାଏ । ତିନିଠାକୁର…

ଭଦ୍ରକର ପୁରାତନ ମହାବୀର ମନ୍ଦିର; ଯେଉଁଠି ବଢିଚାଲିଛନ୍ତି ସ୍ୱୟଂ ହନୁମାନ !

ଭଦ୍ରକ: ରାମାୟଣରେ ବର୍ଣ୍ଣନା ଅନୁଯାୟୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ସର୍ବ ଶକ୍ତିମାନ ହନୁମାନଜୀଙ୍କ ଅସାଧ୍ୟ ସାଧନ କଥା ସମସ୍ତେ ଜାଣିଛନ୍ତି । ଯେଉଁ ସ୍ଥାନକୁ ଯିବା ଅସମ୍ଭବ ସେହି ସ୍ଥାନକୁ ଯାଇ ଶ୍ରୀ ହନୁମାନଜୀ ଅନେକଙ୍କ ପ୍ରାଣରକ୍ଷା କରିଛନ୍ତି । ମର୍ଯ୍ୟାଦା ପୁରୁଷ ପ୍ରଭୁ…

ଜାନୁଆରୀ ୧ରୁ ମହଙ୍ଗା ହେବ ଫ୍ରିଜ୍ ଓ ଏସି…

ଭୁବନେଶ୍ୱର: ଫ୍ରିଜ ଓ ଏସି ଇତ୍ୟାଦି କିଣିବାକୁ ଚାହୁଁଥିବା ଉପଭୋକ୍ତା ଏକ ଜାନୁଆରୀ ପୂର୍ବରୁ କିଣିଦିଅନ୍ତୁ | କାରଣ ୧ ଜାନୁଆରୀ ୨୦୨୦ ରୁ ପକେଟରୁ ଅଧିକା ୬୦୦୦ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିପାରେ | ଜାନୁଆରୀରୁ ବ୍ୟୁରୋ ଅଫ ଏନର୍ଜି (ବି.ଇ.ଇ) ପାଞ୍ଚ ତାରକା ମାନଙ୍କ ଲାଗୁକରିବାକୁ…

ଫେସବୁକ ଲଞ୍ଚ କଲା ‘ହ୍ବେଲ୍’ ଆପ୍ସ, ସହଜରେ ତିଆରି କରିପାରିବେ ମେମେସ୍

ଭୁବନେଶ୍ୱର : ବିଶ୍ୱର ସବୁଠୁ ଲୋକପ୍ରିୟ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ଲଞ୍ଚ କରିଛି ନୂଆ ଆପ୍ସ | ଏହି ଆପ୍ସ ଫେସବୁକ ଓ 'ନିୟୁ ପ୍ରଡ଼କ୍ଟ ଏକ୍ସପେରିମେଂଟ (ଏନ.ପି.ଆଇ)' ଟିମ୍ ମିଳିତ ଭାବେ ତିଆରି କରିଛନ୍ତି | ସୋସିଆଲ ମିଡ଼ିଆ ଫେସବୁକରେ ବିଭିନ୍ନ ବିଷୟକୁ ନେଇ ମେମେସ ତିଆରିକରିବା…

ଦୁନିଆର କିଛି ଅଜବ-ଗଜବ ହୋଟେଲ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ବାହାରକୁ ବୁଲିବାକୁ ଯିବା ସମୟରେ ପ୍ରାୟତଃ ସମସ୍ତେ ଭଲ ହୋଟେଲରେ ରହିବାକୁ ପସନ୍ଦ କରିଥା'ନ୍ତି । ହୋଟେଲ ଯେତେ ଲାକଜୁରିଅସ ହୋଇଥାଏ, ରହିବାର ଆନନ୍ଦ ମଧ୍ୟ ସେହି ଭଳି ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଦୁନିଆର କିଛି ଅଜବ ହୋଟେଲ ସମ୍ପର୍କରେ କହିବୁ । ସମୁଦ୍ର ଭିତରେ…

ରାଜସ୍ଥାନର ଏହି ଗ୍ରାମର ସମସ୍ତ ପୁରୁଷ କରନ୍ତି ୨ଥର ବିବାହ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମ ଦେଶରେ ଦୁଇଟି ପତ୍ନୀଙ୍କୁ ଏକା ସାଙ୍ଗରେ ରଖିବା ବେଆଇନ୍ ଅଟେ। କିନ୍ତୁ ରାଜସ୍ଥାନର ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଏକା ସାଙ୍ଗରେ ଦୁଇଟି ପତ୍ନୀ ରଖିବା ସାଧାରଣ କଥା। ଏହି ଗାଁର ଲୋକମାନେ ମଉଜ ମସ୍ତି ପାଇଁ ଦୁଇଟି ବିବାହ କରିନଥାନ୍ତି। ଏହା ଏକ ବାଧ୍ୟ ବାଧକତା ମଧ୍ୟ। ତେବେ ବେଳେ ବେଳେ…