Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନବରଙ୍ଗପୁରର ମା’ ଭଣ୍ଡାରଘରଣୀ: ଯାହାଙ୍କୁ ବିନା ଦର୍ପଣରେ ଦେଖିବା ମନା 

ନବରଙ୍ଗପୁର : ଓଡ଼ିଶାରେ ଏମିତି ଅନେକ ସ୍ଥାନ ରହିଛି, ଯାହାର ପ୍ରାକୃତିକ ଶୋଭାରାଜି ଆମକୁ ଆକର୍ଷିତ କରିଥାଏ । ନବରଙ୍ଗପୁର ଏଥିମଧ୍ୟରୁ ଅନ୍ୟତମ । ପ୍ରକୃତି ମା’ ତାର ସବୁତକ ସୌନ୍ଦର୍ଯ୍ୟ ସତେ ଯେପରି ଏଇଠି ଅଜାଡି ଦେଇଛି । ଆରାଧ୍ୟ ଦେବୀ ମା’ ଭଣ୍ଡାରଘରଣୀଙ୍କ ମନ୍ଦିର ସାଙ୍ଗକୁ ଇନ୍ଦ୍ରାବତୀ…

ପ୍ରଥମ ଭାରତୀୟ ଭାବେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜିତିଲେ ‘ଇଟାଲିୟନ ସ୍ୟାଣ୍ଡଆର୍ଟ ଆୱାର୍ଡ଼’

ଭୁବନେଶ୍ୱର: ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମ୍ମାନଜନକ ୨୦୧୯-ଇଟାଲିୟନ ଗୋଲ୍ଡେନ୍ ବାଲୁକାକଳା ପୁରସ୍କାର ହାସଲ କରିଛନ୍ତି । I have received the Italian Golden Sand Art Award 2019 by Mr. Vito Maraschio the…

ସପ୍ତମ ଓଡ଼ିଶୀ ରାଗ ମହୋତ୍ସବ: ଗୁରୁ ରାମହରି ଦାଶଙ୍କୁ ‘ଗୁରୁ ସିଂହାରୀ ସମ୍ମାନ’

ଭୁବନେଶ୍ୱର:ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀ ତରଫରୁ ସପ୍ତମ ଓଡ଼ିଶୀ ରାଗ ମହୋତ୍ସବ-୨୦୧୯ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ଅତିଥିମାନେ ଗୁରୁ ରାମହରି ଦାସଙ୍କୁ ‘ଗୁୁରୁ ସିଂହାରୀ ସମ୍ମାନ’, ସୁଶ୍ରୀ ବୀଣାପାଣି ନାୟକଙ୍କୁ ‘ଭଗବତୀ ସ୍ମୃତି ସମ୍ମାନ’ ଏବଂ ରୁପକ ପରିଡ଼ାଙ୍କୁ ‘ଗୁରୁ ଗୋପାଳ…

ଜାଣନ୍ତୁ, ‘କପାଳଭାତି ପ୍ରାଣାୟାମ’ର ଅଦ୍ଭୁତ ଉପକାରିତା…

ଭୁବନେଶ୍ୱର: ମହାନ ହିନ୍ଦୁ ସାଂସ୍କୃତିକ ଚେତନା ଅନୁଯାୟୀ ଯୋଗ କରିବା ହିଁ ଏକ ପ୍ରକାରର ଜୀବନଦର୍ଶନ । ଯୋଗ ସମସ୍ତ ମନୁଷ୍ୟ ଲାଗି ଏକପ୍ରକାର ଜୀବନ ପଦ୍ଧତି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାଦ୍ୱାରା ବାଧିମୁକ୍ତ ହୋଇ ମଣିଷ ସୁସ୍ଥଜୀବନ ଯାପନ କରିପାରିବ । ନିୟମିତ ଯୋଗ ତଥା ପ୍ରାଣାୟାମ କରିବା…

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଏଥର ବି ଭୁବନେଶ୍ୱର ପ୍ରଧାନ କଂସ ହେବେ !

ବରଗଡ଼: କଂସ ଭୂମିକାର ଅଭିନେତା ଚୟନ ନେଇ ଗତ କିଛିଦିନ ହେଲା ଯେଉଁ ଅଚଳାବସ୍ଥା ଜାରି ରହିଥିଲା ଶେଷରେ ତାହାର ଅବସାନ ଘଟିଛି । ଗତଥର ଧନୁଯାତ୍ରାରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତା ଭୁବନେଶ୍ୱର ପ୍ରଧାନ ଏଥର ମଧ୍ୟ ଏହି ବିଶାଳ ଖୋଲାମଞ୍ଚରେ କଂସ ଭୂମିକାରେ ଅଭିନୟ ଜାରି ରଖିବେ ।…

ଆଉ ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ତୃତୀୟ ଦିନ । ଗତ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା କଟକର ଐତିହାସିକ ବାଲିଯାତ୍ରା ଏଥର ଆଉ ଗୋଟିଏ ଦିନ ଅଧିକ ଚାଲିବ ବୋଲି ସୂଚନା ମିଳିଛି। ଏହି ଅବସରରେ ଆଉ ୧ ଦିନ ଲାଗି ବାଲିଯାତ୍ରାକୁ ବୃଦ୍ଧି କରାଯାଇଥିବା ବେଳେ…

ଆଜି ଶିଶୁ ଦିବସ; ଜାଣନ୍ତୁ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସମ୍ପର୍କରେ କିଛି

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖ ଆଜିର ଦିନକୁ ସାରା ଦେଶରେ ‘ଶିଶୁ ଦିବସ’ ଭାବେ ପାଳନ କରାଯାଉଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ଦେଶବ୍ୟାପୀ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ । ଆଜି ଏହି ମହାନ ବ୍ୟକ୍ତିତ୍ୱଙ୍କର ୧୩୦ ତମ ଜୟନ୍ତୀ ।…

ଜାଣନ୍ତୁ ‘ଲାଲ୍ କିଲ୍ଲା’ ସମ୍ବଦ୍ଧରେ କିଛି ଅଜଣା କଥା

କଳା ସଂସ୍କୃତିର ସାମ୍ରାଜ୍ୟ ଆମଦେଶ ଭାରତ । ନିଜର ଐତିହ ଓ ପରମ୍ପରା ପାଇଁ ସାରା ବିଶ୍ୱରେ ଏହା ସୃଷ୍ଟି କରିପାରିଛି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଭାରତର କୋଣ ଅନୁକୋଣରୁ ଭାସି ଆସେ ଏହାର ମହାନତାର ବାସ୍ନା । ଏଠାକାର ମନ୍ଦିର ଓ ପ୍ରସ୍ତର ଆଜିବି ନିଜ ଭିତରେ ସାଇତି ରଖିଛନ୍ତି ହଜାର ହଜାର…

ନ୍ୟୁୟର୍କ ମେଟ୍ରୋପଲିଟାନ ‘ମ୍ୟୁଜିୟମ୍ ଅଫ୍ ଆର୍ଟ ବୋର୍ଡ’ରେ ସାମିଲ ହେଲେ ନୀତା ଅମ୍ବାନି

ଭୁବନେଶ୍ୱର: ଭାରତର କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବାରୁ ଫିଲାନଥ୍ରୋପିଷ୍ଟ (ଦାତବ୍ୟ କର୍ମୀ), ଶିକ୍ଷାଦ୍ୟୋଗୀ ତଥା ମହିଳା ଉଦ୍ୟୋଗୀ ନୀତା ଅମ୍ବାନିଙ୍କୁ ନ୍ୟୁୟର୍କ ସ୍ଥିତ ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟ (ଦି ମେଟ୍)ର…

ଉଦଘାଟିତ ହେଲା ଐତିହାସିକ ବାଲିଯାତ୍ରା ମହୋତ୍ସବ

କଟକ: ପ୍ରାଚୀନ ଉତ୍କଳୀୟ ବାଣିଜ୍ୟ ପରମ୍ପରାର ସ୍ମୃତିବହନ କରୁଥିବା ଐତିହାସିକ ବାଲିଯାତ୍ରା ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ଐତିହ୍ୟ ସମ୍ପନ୍ନ ବାଲିଯାତ୍ରା ଉତ୍ସବକୁ ଉଦଘାଟନ କରିଛନ୍ତି । କଟକ ମହାନଦୀକୂଳର…