Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜାଣନ୍ତୁ, ନବରାତ୍ରୀରେ କନ୍ୟା ପୂଜନର ବିଧି ଓ ମହତ୍ତ୍ୱ

ନବରାତ୍ରୀ ସମୟରେ ଶ୍ରଦ୍ଧାଳୁମାନେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି । ଏହି ନବରାତ୍ରୀ ଅବସରରେ କେହି କେହି ଘରେ କନ୍ୟାମାନଙ୍କୁ ପୂଜା କରିଥା’ନ୍ତି । ପ୍ରତିବର୍ଷ ଚୈତ୍ର ଓ ଦୁର୍ଗାପୂଜାର ଅଷ୍ଟମୀ ଏବଂ ନବମୀ ତିଥିରେ କନ୍ୟା ପୂଜନର ବିଧି ରହିଛି । ନବରାତ୍ରୀ କେବଳ ବ୍ରତ…

ଆଜି ମା’ଙ୍କ ମହାନବମୀ, ଉତ୍ସବମୁଖର ସମସ୍ତ ପୂଜା ମଣ୍ଡପ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ହେଉଛି ମହାନବମୀ ପୂଜା । ଗାଁରୁ ସହର ଯାଏଁ ସବୁଠି ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ଢୋଲବାଦ୍ୟରେ ଉଚ୍ଛୁଳି ପଡୁଛି ବିଭିନ୍ନ ପୂଜା ମଣ୍ଡପ । ମହାନବମୀ ଅବସରରେ ସକାଳୁ ସକାଳୁ ଦେବୀଙ୍କ ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପୂଜା ।…

ଘଟଗାଁ ପୀଠରେ ମହାଷ୍ଟମୀ; ଆଜି ମଧ୍ୟରାତ୍ରୀରେ ହେବ ଏହି ବିଶେଷ ଉପଚାର ପୂଜା

ଘଟଗାଁ: ପବିତ୍ର ମହାଷ୍ଟମୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ପୀଠ । ସମସ୍ତ ଶକ୍ତିପୀଠ ଗୁଡିକରେ ଆଜି ନବମୀ ପାଳନ ହୋଇଥିବା ବେଳେ ମା'ତାରିଣୀଙ୍କ ପୀଠରେ ପାଳନ କରାଯାଇଛି ମହାଷ୍ଟମୀ ପୂଜା । କଳିଯୁଗରେ ଦୁର୍ଗାଙ୍କ ଅବତାର କୁହାଯାଉଥିବା କରୁଣାମୟୀ…

ଆଜିବି ବଞ୍ଚିଛନ୍ତି ମହିଷାସୁରର ବଂଶଜ, ଖୁସିରେ ନୁହେଁ ଶୋକରେ ପାଳନ କରୁଛନ୍ତି ଦଶହରା

ଭୁବନେଶ୍ୱର: ଦେଶର ପ୍ରାୟ ସମସ୍ତ ସ୍ଥାନରେ ଅତି ଆନନ୍ଦ ଉଲ୍ଲାସରେ ଦଶହରା ପର୍ବ ପାଳନ କରାଯାଏ । ନୂଆ ପୋଷାକ ଭିନ୍ନଭିନ୍ନ ଖାଦ୍ୟ ସାଙ୍ଗକୁ ବନ୍ଧୁବାନ୍ଧବ ମେଳରେ ଘର ଉଲ୍ଲସିତ ହୋଇଉଠେ । ମାଆଙ୍କ ସ୍ୱାଗତ ପାଇଁ ଖାଲି ମଣିଷ ନୁହେଁ ପ୍ରକୃତି ମଧ୍ୟ ତା'ର ରୂପର ପସରା ମେଲାଇ ଦେଇଥାଏ । ମାଆଙ୍କ…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭା: ଗାୟକ ଶିରୋମଣି ନିରଞ୍ଜନ କର

ଭୁବନେଶ୍ୱର: ପାଲା ଜଗତରେ ସର୍ବୋଚ୍ଚ ଶିଖରେ ପହଞ୍ଚିଥିବା ବ୍ୟକ୍ତି ତଥା ପାଲାକୁ ସାଧାରଣ ଲୋକଙ୍କଠାରୁ ନେଇ ବୁଦ୍ଧିଜୀବୀଙ୍କ ପାଖରେ ପହଞ୍ଚାଇଥିବା ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଗାୟକ ଶିରୋମଣି ନିରଞ୍ଜନ କର । ନିରଞ୍ଜନଙ୍କ ପୂର୍ବରୁ ପାଲା ଥିଲା ଅନ୍ୟ ଏକ ରୂପରେ, କିନ୍ତୁ ଗାୟକ ରତ୍ନ…

ଆଜି ମା’ଙ୍କ ମହାଷ୍ଟମୀ ପୂଜା, ମହାଗୌରୀ ବେଶରେ ପୂଜା ପାଇବେ ଦେବୀ ଦୁର୍ଗା

ଭୁବନେଶ୍ୱର: ଧରାବତରଣ କରିସାରିଛନ୍ତି ମା’ ଦୁର୍ଗତିନାଶିନୀ। ଆଜି ମାଆଙ୍କର ମହାଷ୍ଟମୀ ପୂଜା । କୁହାଯାଏ ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଶ୍ରେଷ୍ଠ । ମା' ଦୁର୍ଗା ଏହି ମାତୃଶକ୍ତିର ପ୍ରତୀକ । ଜଗତଜନନୀ ମାଆ ଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି ।…

ଉପବାସ ପରେ କେଉଁସବୁ ଖାଦ୍ୟ ଖାଇବା ଉଚିତ, ଜାଣନ୍ତୁ

ଭୁବନେଶ୍ୱର: ପାର୍ବଣର ଏହି ସମୟରେ ଅନେକ ଲୋକ ବ୍ରତ ଏବଂ ଉପବାସ ରଖିଥାନ୍ତି। ମାଆଙ୍କ ନବରାତ୍ର ଉପାସ ମଧ୍ୟ ଏହା ମଧ୍ୟରେ ପଡୁଛି । ତେବେ ଉପବାସ ଶେଷ କରି ଖାଇବା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ, ଯାହା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ। ପ୍ରଚୁର…

ଆଜି ରାତ୍ରିରେ ହେବ ମାଆଙ୍କ ‘କାଳରାତ୍ରି’ ସ୍ୱରୂପର ପୂଜା, ଜାଣନ୍ତୁ ଏହି ପୂଜା ପଛର ରହସ୍ୟ

ଭୁବନେଶ୍ୱର: ଆଜି ମହା ସପ୍ତମୀ ତିଥିରେ ମା’ ଦୁର୍ଗାଙ୍କୁ ‘କାଳରାତ୍ରି’ ରୂପେ ଆରାଧନା କରାଯିବ । କାଳରାତ୍ରି ହେଉଛନ୍ତି ମା’ଙ୍କ ଅତି ଭୟାବହ ଏବଂ ଉଗ୍ର ରୂପ । ନବରାତ୍ରୀରେ ମା’ଙ୍କ ଏହି ସ୍ୱରୂପକୁ ଆରାଧନା କଲେ ରିଦ୍ଧି ଓ ସିଦ୍ଧି ପ୍ରାପ୍ତ ହୋଇଥାଏ । ସପ୍ତମୀ ତିଥିରେ ସାର୍ବଜନୀନ…

ସ୍ୱର୍ଣ୍ଣଲଙ୍କାର ସବୁ ସ୍ୱର୍ଣ୍ଣ ଏବେ କେଉଁଠି, ଜାଣନ୍ତୁ

ଭୁବନେଶ୍ୱର: ପୌରାଣିକ କଥା ଅନୁସାରେ ପ୍ରଭୁ ଭୋଳନାଥ ମାତା ପାର୍ବତୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବା ପାଇଁ ବିଶ୍ଵକର୍ମାଙ୍କ ଦ୍ଵାରା ନିର୍ମାଣ କରାଇଥିଲେ ସ୍ବର୍ଣ୍ଣଲଙ୍କା । ଯେଉଁଠି ଗୋଡିବାଲି ମଧ୍ୟ ସୁନାରେ ଗଢା ହୋଇଥିବା କୁହାଯାଏ । ମାତ୍ର ଶିବଙ୍କ ପରମ ଭକ୍ତ ମହାବଳୀ ରାବଣ…

ଜାଣନ୍ତୁ, ଓଡ଼ିଶାର ଏହି ମୁସଲିମ ଦେବୀଭକ୍ତଙ୍କୁ ଯିଏକି ପ୍ରତିବର୍ଷ କରନ୍ତି ଦୁର୍ଗାପୂଜା !

ଭୁବନେଶ୍ୱର: କୋହିନୂର୍ ଇସଲାମ ମୁସଲମାନ ଧର୍ମାବଲମ୍ବୀ ହେଲେ ମଧ୍ୟ ଆଜକୁ ଦୀର୍ଘ ଏକତିରିଶ ବର୍ଷ ଧରି ନିଜ ଗାଁରେ ଦୁର୍ଗା ପୂଜୋତ୍ସବ ଆୟୋଜନ କରି ଆସୁଛନ୍ତି । ନମାଜ ପାଠ କରିବା ସହିତ ସେ ଘରେ ଗୀତା, ଭାଗବତ, ବେଦ ଉପନିିଷେଦ ତଥା ଶ୍ରୀଦୁର୍ଗାଙ୍କ ଚଣ୍ଡିତତ୍ତ୍ୱ ପଢିବାକୁ ଭୁଲନ୍ତି ନାହିଁ ।…